ପିଭି ସିନ୍ଧୁ ଏସୀୟ କ୍ରୀଡରେ ଭାରତ ପାଇଁ ବ୍ୟାଡମିଣ୍ଟନରେ ଜିତିଲେ ପ୍ରଥମ ରୌପ୍ୟ
ଜାକାର୍ତ୍ତା.- ବ୍ୟା଼ଡମିଣ୍ଟନ ତାରକା ପିଭି ସିନ୍ଧୁ ଇଣ୍ଡୋନେସିଆରେ ଚାଲିଥିବା ଏସୀୟ କ୍ରୀଡାରେ ଭାରତ ପାଇଁ ବ୍ୟାଡମିଣ୍ଟନରେ ଭାରତ ପାଇଁ ପ୍ରଥମ ରୌପ୍ୟ ଜିତିଛନ୍ତି ।
ବିଶ୍ୱର ତୃତୀୟ ସ୍ଥାନରେ ଥିବା ସିନ୍ଧୁ ବିଶ୍ୱର ପ୍ରଥମସ୍ଥାନରେ ଥିବା ତାଇ ତଜୁ ୟିଙ୍ଗ୍ଙ୍କ ଠାରୁ ମହିଳା…