Browsing Tag

POLICE CAN NOT SEIZE IMMOVABLE PROPERTY AT TIME OF INVESTIGATION

ଫୌଜଦାରୀ ମାମଲାର ତଦନ୍ତ ଚାଲିଥିବାବେଳେ ପୁଲିସ କୌଣସି ଅସ୍ଥାବର ସମ୍ପତ୍ତିକୁ ଜବତ କରିପାରିବ ନାହିଁ -ସୁପ୍ରିମ କୋର୍ଟ

ନୂଆଦିଲ୍ଲୀ - ସୁପ୍ରିମକୋର୍ଟ କହିଛନ୍ତି ଏକ ଫୌଜଦାରୀ ମାମଲାର ତଦନ୍ତ ଚାଲିଥିବାବେଳେ ପୁଲିସ କୌଣସି ଅସ୍ଥାବର ସମ୍ପତ୍ତିକୁ ଜବତ କରିପାରିବ ନାହିଁ । ପ୍ରଧାନବିଚାରପତି ରଞ୍ଜନ ଗୋଗଇ, ଜଷ୍ଟିସ ଦୀପକ ଗୁପ୍ତା ଓ ଜଷ୍ଟିସ୍‍ ସଞ୍ଜୀବ ଖାନ୍ନାଙ୍କ ଖଣ୍ଡପୀଠ ବମ୍ବେ ହାଇକୋର୍ଟଙ୍କ ରାୟକୁ କାଏମ…