Browsing Tag

odisha

ଜାତିସଂଘ ମହିଳା ଭାରତ ପ୍ରତିନିଧି ସୁସାନ ଫର୍ଗୁସନ୍‍ଙ୍କ ଓଡ଼ିଶାର ମିଶନ୍‌ ଶକ୍ତିକୁ ପ୍ରଶଂସା

ଜାତିସଂଘ ମହିଳା ଭାରତ ପ୍ରତିନିଧି ସୁସାନ ଫର୍ଗୁସନ୍‍ ଗତକାଲି ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ମହିଳା ସଶକ୍ତିକରଣ ସମ୍ପର୍କୀତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ମହିଳାଙ୍କ ବୈଷୟିକ ଶିକ୍ଷା ଉପରେ ରାଜ୍ୟ

୨୦୨୦-୨୧ ବର୍ଷ ଲାଗି ପ୍ରକାଶିତ ଖାଦ୍ୟ ସୁରକ୍ଷା ସୂଚକାଙ୍କରେ ଓଡ଼ିଶା ଚତୁର୍ଥ ସ୍ଥାନକୁ ଉନ୍ନିତ

ଭାରତର ଖାଦ୍ୟ ସୁରକ୍ଷାମାନକ କର୍ତ୍ତୃପକ୍ଷ (ଏଫ୍‍.ଏସ୍‍.ଏସ୍‍.ଏ.ଆଇ.) ପକ୍ଷରୁ ୨୦୨୦-୨୧ ବର୍ଷ ଲାଗି ପ୍ରକାଶିତ ଖାଦ୍ୟ ସୁରକ୍ଷା ସୂଚକାଙ୍କରେ ଓଡ଼ିଶା ଚତୁର୍ଥ ସ୍ଥାନକୁ ଉନ୍ନିତ ହୋଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖଲାଲ ମାଣ୍ଡବୀୟ ଉନ୍ମୋଚନ କରିଥିବା ରିପୋର୍ଟ ଅନୁଯାୟୀ ଖାଦ୍ୟ

ଗୁରୁବାରଠାରୁ ପ୍ରତ୍ୟହ ଶ୍ରୀମନ୍ଦିର ଦ୍ୱାର ଭୋର୍‌ ସାଢେ ୪ଟାରେ ଖୋଲିବାକୁ ନିଷ୍ପତ୍ତି

ଗୁରୁବାର ଠାରୁ ପ୍ରତ୍ୟହ ଶ୍ରୀମନ୍ଦିର ଦ୍ୱାର ପୂର୍ବାହ୍ନ ସାଢେ ୪ଟାରେ ଖୋଲିବାକୁ ନିଷ୍ପତ୍ତି ହୋଇଛି । ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ଗତକାଲି ଅନୁଷ୍ଠିତ ଶ୍ରୀମନ୍ଦିର ନୀତି ସବକମିଟି ବୈଠକରେ ଏହା ସ୍ଥିର ହୋଇଛି । ଶ୍ରୀଜୀଉଙ୍କ ଦୈନନ୍ଦିନ ନୀତି ପରିଚାଳନା ସମ୍ପର୍କରେ ଆଲୋଚନା

ଘୂର୍ଣ୍ଣିବଳୟ ପ୍ରଭାବରେ ଆସନ୍ତା ୨ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା

ଉତ୍ତର-ପଶ୍ଚିମ ଏବଂ ତତସଂଲଗ୍ନ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ପ୍ରଭାବରେ ଆସନ୍ତା ୨ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଭୁବନେଶ୍ୱର ଆଂଚଳିକ ପାଣିପାଗ କେନ୍ଦ୍ରପକ୍ଷରୁ ଜାରି କରାଯାଇଥିବା ସତର୍କ ସୂଚନା ଅନୁଯାୟୀ ଆସନ୍ତା

ଗଜପତି ଜିଲ୍ଲା ପାରଳାଖେମୁଣ୍ଡିର ଏସ୍‍ସିଏଫ୍‍ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ଆଜି ଡିଏଫ୍‍ଓଙ୍କର ଲାଇ…

ଗଜପତି ଜିଲ୍ଲା ପାରଳାଖେମୁଣ୍ଡିର ଏସ୍‍ସିଏଫ୍‍ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ଡିଏଫ୍‍ଓଙ୍କର ଲାଇ ଡିଟେକ୍ସନ ଟେଷ୍ଟ କରାଯାଇଛି । ସୌମ୍ୟରଞ୍ଜନଙ୍କ ପରିବାର ପକ୍ଷରୁ ଡିଏଫ୍‍ଓଙ୍କୁ ଅଭିଯୁକ୍ତ ଦର୍ଶାଯାଇଥିବାରୁ ଭୁବନେଶ୍ୱରସ୍ଥିତ ଫୋରେନ୍‍ସିକ୍‍ ଲ୍ୟାବ୍‍ରେ ତାଙ୍କର ଏହି ଟେଷ୍ଟ

ଉତ୍ତର ପଶ୍ଚିମ ତତସଂଲଗ୍ନ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ – ଏହି ଜିଲ୍ଲାମାନଙ୍କରେ ୨୪…

ଉତ୍ତର ପଶ୍ଚିମ ତତସଂଲଗ୍ନ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଏହା ଆସନ୍ତା ୧୨ ଘଂଟା ମଧ୍ୟରେ ଓଡିଶା ଉପକୂଳ ଆଡକୁ ଗତି କରିବ । ଏହାର ପ୍ରଭାବରେ ଆସନ୍ତା ୨୪ ଘଂଟା ମଧ୍ୟରେ ରାଜ୍ୟର ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର,

ହୀରାକୁଦର ଉପରମୁଣ୍ଡରେ ବର୍ଷା ପରିମାଣ କମିଥିବାରୁ ମହାନଦୀରେ ଚଳିତ ବର୍ଷର ପ୍ରଥମ ବନ୍ୟା ଆଶଙ୍କା ଏକ ପ୍ରକାର ଟଳିଛି

ମହାନଦୀରେ ଚଳିତ ବର୍ଷର ପ୍ରଥମ ବନ୍ୟା ଆଶଙ୍କା ଏକ ପ୍ରକାର ଟଳିଛି । ହୀରାକୁଦର ଉପରମୁଣ୍ଡରେ ବର୍ଷା ପରିମାଣ କମିଥିବାରୁ ଜଳଭଣ୍ଡାରକୁ ଜଳପ୍ରବେଶ ହ୍ରାସ ପାଇଛି । ଏବେ ଜଳ ଭଣ୍ଡାରକୁ ପ୍ରତିସେକେଣ୍ଡରେ ୩ଲକ୍ଷ ୭୧ହଜାର ୨୬୪ ଘନଫୁଟ ଜଳ ପ୍ରବେଶ କରୁଛି । ଫଳରେ ଏହାର ୬ଟି ଗେଟ୍‍କୁ ବନ୍ଦ

ରାଜ୍ୟରେ ଗତ ଦୁଇ ତିନି ଦିନ ଧରି ଲଗାଣ ବର୍ଷା ଯୋଗୁଁ ସୃଷ୍ଟପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏହାକୁ ରାଜ୍ୟ…

ରାଜ୍ୟରେ ଗତ ଦୁଇ ତିନି ଦିନ ଧରି ଲଗାଣ ବର୍ଷା ଯୋଗୁଁ ସୃଷ୍ଟ ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏହାକୁ ରାଜ୍ୟ ବିପର୍ଯ୍ୟୟ ଭାବେ ଘୋଷଣା କରିଛନ୍ତି । ରିଲିଫ୍‍ କୋଡ୍‍ ଅନୁଯାୟୀ କ୍ଷତିଗ୍ରସ୍ତଙ୍କୁ ସହାୟତା ଯୋଗାଇଦେବାକୁ ସ୍ୱତନ୍ତ୍ର ରିଲିଫ୍‍ କମିଶନର ପ୍ରଦୀପ ଜେନା ନିର୍ଦ୍ଦେଶ

ସେପ୍ଟେମ୍ବର ୧୫ ତାରିଖରୁ ଅନାଥ ପିଲାମାନଙ୍କୁ ଆଉ ଆଶୀର୍ବାଦ ଯୋଜନାରେ ସାମିଲ କରାଯିବ ନାହିଁ

ସେପ୍ଟେମ୍ବର ୧୫ ତାରିଖରୁ ଅନାଥ ପିଲାମାନଙ୍କୁ ଆଉ ଆଶୀର୍ବାଦଯୋଜନାରେ ସାମିଲ କରାଯିବ ନାହିଁ । ଚଳିତ ମାସ ୧୫ ପରେ ଅଭିଭାବକଙ୍କୁ ହରାଉଥିବା ଶିଶୁ ପୂର୍ବ ପରି ଶିଶୁ ସୁରକ୍ଷା ଯୋଜନାର ଆଇନ୍‍ରେ ସାମିଲ ହେବେ ନାହିଁ । ଆଜି ମହିଳା ଓ ଶିଶୁ କଲ୍ୟାଣ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ଏ

ଯୁକ୍ତ ଦୁଇ ଶ୍ରେଣୀରେ ଓରିଜିନାଲ୍‍ ସାର୍ଟିଫିକେଟ୍‍ ଓ ମାଇଗ୍ରେସନ୍‍ ସାର୍ଟିଫିକେଟ୍‍ ବିନା ରାଜ୍ୟର ସମସ୍ତ ଡିଗ୍ରୀ…

ଯୁକ୍ତ ଦୁଇ ଶ୍ରେଣୀରେ ଓରିଜିନାଲ୍‍ ସାର୍ଟିଫିକେଟ୍‍ ଓ ମାଇଗ୍ରେସନ୍‍ ସାର୍ଟିଫିକେଟ୍‍ ବିନା ରାଜ୍ୟର ସମସ୍ତ ଡିଗ୍ରୀ କଲେଜ୍‍ରେ ଯୁକ୍ତ ତିନି ଶ୍ରେଣୀରେ ଛାତ୍ରଛାତ୍ରୀମାନେ ନାମ ଲେଖାଇ ପାରିବେ । ଛାତ୍ରଛାତ୍ରୀମାନେ ଡାଉନ୍‍ଲୋଡ୍‍ କରିଥିବା ସେମାନଙ୍କର ମାର୍କସିଟ୍‍ ଓ ଅଣ୍ଡରଟେକିଂ ରଖି ନାମ