କାଶ୍ମୀର ଆତଙ୍କବାଦୀଙ୍କୁ ପ୍ରତିଶୋଧ ଧମକ ଦେଇଛି ଏହି ଗୁପ୍ତ ସଂଗଠନ
ଶ୍ରୀନଗର : କାଶ୍ମୀର ଘାଟିରେ ଆତଙ୍କବାଦୀମାନେ ବାରମ୍ବାର ସ୍ଥାନୀୟ ପୁଲିସ କର୍ମଚାରୀଙ୍କୁ ହତ୍ୟା କରୁଥିବାରୁ ଏ ଅଂଚଳରେ ଜନଅସନ୍ତୋଷ ବଢିଚାଲିଛି । ହିଜବୁଲ ମୁଜାହିଦ୍ଦିନ ଏସବୁ ହତ୍ୟାକାଣ୍ଡ ଘଟାଉଥିବାରୁ ତାହାର ପ୍ରତିଶୋଧ ନେବା ପାଇଁ ସ୍ଥାନୀୟ ଲୋକମାନଙ୍କ ମଧ୍ୟରେ ଦାବି ଉଠୁଛି । ଏସବୁ…