ଖୋଲିଲା ହୀରାକୁଦଡ୍ୟାମର ୨୦ ଗେଟ୍, ଖୋଲିବ ଆଉ ୫, ମହାନଦୀରେ ବନ୍ୟା ଆଶଙ୍କା
ଭୁବନେଶ୍ୱର.- ମଙ୍ଗଳବାରରେ ହୀରାକୁଦ ନଦୀବନ୍ଧର ୨୦ଟି ଗେଟ୍ ଖୋଲାଯାଇଛି । ଏଥିଯୋଗୁଁ ମହାନଦୀର ନିମ୍ନ ଅବବାହିକାରେ ବନ୍ୟା ଆଶଙ୍କା ଦେଖାଦେଇଛି । ହୀରାକୁଦ ଡ୍ୟାମରେ ପ୍ରତି ସେକେଣ୍ଡରେ ୧,୩୪,୭୨୭ ଘନଫୁଟ୍ ଜଳ ପ୍ରବେଶ ହେଉଥିବା ବେଳେ ୨,୫୧,୧୪୫ ଘନଫୁଟ୍ ଜଳ ନିଷ୍କାସିତ ହେଉଛି । ଏଥିପାଇଁ…