Browsing Tag

Narendra Modi

ବଢୁଛି ଭାରତର ପତିଆରା, ଉଭୟ ଋଷିଆ ଓ ଆମେରିକା ଏବେ ଭାରତର ସାମରିକ ସହଯ଼ୋଗୀ

ନୂଆଦିଲ୍ଲୀ : ଆମେରିକାର ବାରଣ, ନାଲି ଆଖିକୁ ଖାତିର ନକରି ଭାରତ ସରକାର ନିଜର ଦୁଇ ପୁରୁଣା ବନ୍ଧୁ ଋଷିଆ ଓ ଇରାନ ସହ ସଂପର୍କକୁ ବଜାୟ ରଖିଛି । ଗତ କାଲି ଭାରତ ଋଷିଆରୁ ଏସ-୪୦୦  ଟ୍ରିୟମ୍ପ  ମିସାଇଲ   ଡିଫେନ୍ସ ସିଷ୍ଟମ  କିଣିବାକୁ ଚୁକ୍ତି କରିଛି  । ଏହା ଭାରତର ବାୟୁସୀମାକୁ ଏକ ଅଭେଦ୍ୟ…

ମୋଦି ସରକାରଙ୍କ ମାଷ୍ଟରଷ୍ଟ୍ରୋକ : ବିଜେପିଶାସିତ ରାଜ୍ୟରେ ତେଲ ଦର ୫ ଟଙ୍କା କମିଲା, ବିରୋଧୀ ଦଳଙ୍କ ମୁହଁ ବନ୍ଦ

ନୂଆଦିଲ୍ଲୀ : ଆଗକୁ ଚାରିଟି ରାଜ୍ୟରେ ବିଧାନସଭା ନିର୍ବାଚନ ଥିବାରୁ ବଢିଚାଲିଥିବା ତେଲ ଦର କେନ୍ଦ୍ରର ମୋଦି ସରକାରଙ୍କ ଉପରେ ପ୍ରବଳ ଚାପ ରହିଥିଲା । କାରଣ କ୍ରମାଗତ ତେଲଦର ବୃଦ୍ଧି ଯ଼ୋଗୁଁ ଜନଅସନ୍ତୋଷ ବଢିଚାଲିଥିବାବେଳେ ବିରୋଧୀ ଦଳ ସରକାରଙ୍କୁ ନିୟମିତ ଟାର୍ଗେଟ କରିଚାଲିଥିଲେ । କିନ୍ତୁ…