Browsing Tag

KRIMI DIVAS

ଗୁରୁବାର ଜାତୀୟ କୃମିନାଶକ ଦିବସ

ଗୁରୁବାର ଜାତୀୟ କୃମିନାଶକ ଦିବସ। ଏହି ଅବସରରେ ୧ରୁ ୧୯ ବର୍ଷ ପର୍ଯ୍ୟନ୍ତ ସମସ୍ତ ପିଲାଙ୍କୁ ବିଭିନ୍ନ ଅଙ୍ଗନବାଡ଼ି କେନ୍ଦ୍ର ଓ ସ୍କୁଲ୍‍ମାନଙ୍କରେ ନିରାପଦ କୃମିନାଶକ ଔଷଧ ଖାଇବାକୁ ଦିଆଯିବ। ଅଙ୍ଗନବାଡ଼ି କେନ୍ଦ୍ରରେ ପଞ୍ଜିକୃତ ହୋଇନଥିବା କିମ୍ବା ବିଦ୍ୟାଳୟ ଯାଉନଥିବା ପିଲାଙ୍କୁ ମଧ୍ୟ ଏହି…