Browsing Tag

jotriraduya supports j and k bill

କଂଗ୍ରେସରେ ମତ ବିଭେଦ , ବରିଷ୍ଠ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ ଧାରା ୩୭୦ ଉଚ୍ଛେଦକୁ ସମର୍ଥନ କଲେ

ନୂଆଦିଲ୍ଲୀ - ଜାମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦକୁ ନେଇ କଂଗ୍ରେସରେ ମତ ବିଭେଦ ଦେଖା ଦେଇଛି । ବରିଷ୍ଠ କଂଗ୍ରେସ ନେତା ତଥା କଂଗ୍ରେସ ଅଧ୍ୟକ୍ଷ ପଦ ଦୌଡରେ ଥିବା ଜ୍ୟୋତିରାଦିତ୍ୟ ସିନ୍ଧିଆ ଧାରା ୩୭୦ ଉଚ୍ଛେଦକୁ ସମର୍ଥନ କରିଛନ୍ତି । କେବଳ ସେ ନୁହନ୍ତି ରାହୁଲ ଗାନ୍ଧୀ ନିର୍ବଚନ ମଣ୍ଡଳୀ…