Browsing Tag

INDIA NEWS

ମାଳଦ୍ୱୀପରେ କ୍ଷମତା ପରିବର୍ତ୍ତନ ପଛରେ କଣ ଭାରତର ହାତ ଅଛି ?

ନୂଆଦିଲ୍ଲୀ : ଭାରତ ମହାସାଗରୀୟ କ୍ଷୁଦ୍ର ଦ୍ୱୀପରାଷ୍ଟ୍ର ମାଳଦ୍ୱୀପରେ ନିର୍ବାଚନ ହୋଇ ବିରୋଧୀ ଦଳ କ୍ଷମତାକୁ ଆସିବା ନିଶ୍ଚିତ ହୋଇଯାଇଛି । ଏହା ସହିତ ଏକଛତ୍ରବାଦୀ ରାଷ୍ଟ୍ରପତି ଅବଦୁଲ୍ଲା ୟମିନଙ୍କ କାର୍ୟ୍ୟକାଳ ସମାପ୍ତ ହୋଇଛି । ତେବେ କାଲି ପର୍ୟ୍ୟନ୍ତ ଦେଶର ବିରୋଧୀ ଦଳ ନେତା,…

ସହଜ ଜୀବିକା ନିର୍ବାହ ସୂଚକାଙ୍କ’, ସର୍ବୋକୃଷ୍ଟ ଦ୍ୱିତୀୟ ରାଜ୍ୟ ଭାବେ ଓଡ଼ିଶା ପୁରସ୍କୃତ , ଆନ୍ଧ୍ର ପ୍ରଥମ

ନୂଆଦିଲ୍ଲୀ .  -  ସହଜ ଜୀବିକା ନିର୍ବାହ ସୂଚକାଙ୍କ ମାନ୍ୟତାରେ ଆନ୍ଧ୍ର ପ୍ରଦେଶ ସର୍ବୋଚ୍ଚ ସ୍ଥାନ ହାସଲ କରିଛି । କେନ୍ଦ୍ର ଆବାସ ଓ ସହରାଂଚଳ ବ୍ୟାପାର ମନ୍ତ୍ରଣାଳୟ ଦ୍ୱାରା ଏ ସଂପର୍କୀତ ସୂଚନା ଜାରି କରାଯାଇଛି । ଏହି ତାଲିକାର ଦ୍ୱିତୀୟ ସ୍ଥାନରେ ରହିଛି ଓଡ଼ିଶା ଏବଂ ତୃତୀୟ ସ୍ଥାନରେ…

ଜାଣନ୍ତୁ ଏହି ଔଷଧ ଯୋଗୁଁ ହୋଇପାରେ ହାର୍ଟ ଆଟାକ

ହାର୍ଟ ଆଟାକ ବା ହୃଦଘାତର ବିଭିନ୍ନ କାରଣ ରହିଛି । ମୋଟାପଣ ସହ , ହୃଦୟ ବା ହାର୍ଟକୁ ରକ୍ତ ଯୋଗାଉଥିବା ଧମନୀରେ ଚର୍ବି ଜମାଟ ବାନ୍ଧିଲେ , କୌଣସି କାରଣରୁ ଏହା ସରୁ ହୋଇଗଲେ  , ଏହିପରି ଅନେକ କାରଣ ରହିଛି  ହାର୍ଟ ଆଟାକ ହୋଇଥାଏ  । କେତେକ ପେନ୍‌ କିଲର ଔଷଧକୁ ଅଧିକ ବ୍ୟବହାର କଲେ ବା ଲମ୍ବା…

ଅଧିକ ଶକ୍ତିଶାଳୀ ହେବ ଭାରତର ସୁରକ୍ଷା, ୯୧୦୦ କୋଟି ଟଙ୍କା ମୂଲ୍ୟର ଉପକରଣ କ୍ରୟକୁ ଡିଏସିର ମଞ୍ଜୁରି

 ନୂଆଦିଲ୍ଲୀ . - ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତା ବିଶିଷ୍ଟ ପ୍ରତିରକ୍ଷା କ୍ରୟ ପରିଷଦର ବୈଠକ ନୂଆଦିଲ୍ଲୀଠାରେ ସମ୍ପନ୍ନ ହୋଇ ଥିଲା। ଏହି ବୈଠକରେ ପ୍ରତିରକ୍ଷା ବଳ ପାଇଁ ୯୧୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଉପକରଣ କ୍ରୟକୁ ମଞ୍ଜୁରି ପ୍ରଦାନ କରାଯାଇଛି । ସ୍ୱଦେଶୀକରଣ…

ଭାରତ ପାକିସ୍ତାନ ସୀମାରେ ଲାଗିଲା ସ୍ମାର୍ଟ ତାର ବାଡ, ଆତଙ୍କବାଦୀ ପ୍ରବେଶର ଦେବ ସୂଚନା

ନୂଆଦିଲ୍ଲୀ .  -ଜମ୍ମୁକୁ ଲାଗିଥିବା ଭାରତ-ପାକିସ୍ତାନ ଆନ୍ତର୍ଜାତିକ ସୀମାରେଖାରେ ଦୁଇଟି ସ୍ମାର୍ଟ ଫେନ୍ସିଂ (ତାରବାଡ଼) ପାଇଲଟ ପ୍ରକଳ୍ପକୁ ସୋମବାର କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂହ ଉଦଘାଟନ କରିଛନ୍ତି । ଏହି ଅବସରରେ  ଦେଶର ସୀମାକୁ ଅଧିକ ନିରାପଦ କରିବାକୁ ସରକାର ଅନେକ…

ଦେଶରେ ନିର୍ମିତ ହୋଇଥିବା ଟ୍ୟାଙ୍କ ବିଧ୍ୱଂସକାରୀ,ଏମପିଏଟିଜିଏମର ଦ୍ୱିତୀୟ ଉଡାଣ ପରୀକ୍ଷଣ ସଫଳ

ନୂଆଦିଲ୍ଲୀ .- ସ୍ୱଦେଶୀ ରୂପରେ ନିର୍ମିତ ମ୍ୟାନ ପୋର୍ଟେବୁଲ ଆଣ୍ଟି ଟ୍ୟାଙ୍କ ଗାଇଡେଡ କ୍ଷପଣାସ୍ତ୍ରର ଦ୍ୱିତୀୟ ଉଡାଣକୁ ଆଜି ଅହମ୍ମଦନଗରରେ ସଫଳତାପୂର୍ବକ ପରୀକ୍ଷଣ କରାଯାଇଛି । ଏଥିରେ ମିଶନର ସମସ୍ତ ଉଦ୍ଦେଶ୍ୟକୁ ପୂରଣ କରାଯାଇଛି । ୨୦୧୮ ସେପ୍ଟେମ୍ବର ୧୫ ଓ ୧୬କୁ ଦୁଇ ମିଶନର ଅଧିକତମ ରେଂଜ…

ତାଳଚେରରେ ୧୩ ହଜାର କୋଟି ଟଙ୍କାର କୋଇଲା ବାଷ୍ପୀକରଣ ଓ ଗ୍ୟାସ ଆଧାରିତ ସାର କାରଖାନା ପୁନରୁଦ୍ଧାର କାର୍ୟ୍ୟକ୍ରମର…

• ୩୬ ମାସରେ ସଂପୂର୍ଣ୍ଣ ହେବ ନିର୍ମାଣ କାର୍ୟ୍ୟ • ବିଦେଶରୁ ସାର ଆମଦାନୀ ହ୍ରାସ ସହ ସଞ୍ଚୟ ହେବ ବୈଦେଶିକ ମୁଦ୍ରା • ତାଳଚେରକୁ ବୀରଭୂମି ବର୍ଣ୍ଣନା କଲେ ନରେନ୍ଦ୍ର ମୋଦୀ • ତାଳଚେର, ଗୋରଖପୁର, ସିନ୍ଦ୍ରୀ, ରାମଗୁଣ୍ଡମ, ବରୌଣୀ ସାର କାରଖାନା ହେବ ରାଷ୍ଟ୍ର ନିର୍ମାଣର ଅଂଶବିଶେଷ •…

ଏଚଆଇଭି ଆକଳନ ୨୦୧୭ ଜାରି କଲା ରାଷ୍ଟ୍ରୀୟ ଏଡସ୍ ନିୟନ୍ତ୍ରଣ ସଂଗଠନ 

ନୂଆଦିଲ୍ଲୀ  . - ରାଷ୍ଟ୍ରୀୟ ଏଡସ୍ ନିୟନ୍ତ୍ରଣ ସଂଗଠନ ଶୁକ୍ରବାରେ ନୂଆଦିଲ୍ଲୀଠାରେ ଏକ କାର୍ୟ୍ୟକ୍ରମରେ ଏଚଆଇଭି ଆକଳନ ରିପୋର୍ଟ ୨୦୧୭ ଜାରି କରିଛି । ରାଷ୍ଟ୍ରୀୟ ଏଡସ୍ ନିୟନ୍ତ୍ରଣ କାର୍ୟ୍ୟକ୍ରମ  ଅଧିନରେ ଏଚଆଇଭି ଆକଳନ ରିପୋର୍ଟ ଏଚଆଇଭି ଅନୁକ୍ରମର ୧୪ତମ ସଂସ୍କରଣ । ନାକୋ ଭାରତୀୟ…

ଅନ୍ୟାନ୍ୟ ସଂସ୍ଥାର ନିର୍ବାଚନରେ ବ୍ୟବହାର ହେଉଥିବା ଇଭିଏମ୍ ଠାରୁ ନିର୍ବାଚନ କମିସନଙ୍କ ଇଭିଏମ୍ ସମ୍ପୂର୍ଣ୍ଣ ଭିନ୍ନ

ନୂଆଦିଲ୍ଲୀ  .-ନିକଟରେ ବିଭିନ୍ନ ସଙ୍ଗଠନ/ସଂସ୍ଥାରେ ଅନୁଷ୍ଠିତ ନିର୍ବାଚନରେ ବ୍ୟବହାର କରାଯାଇଥିବା ଇଭିଏମରେ ଅସାଧୁ ଉପାୟ ଅବଲମ୍ବନ କରାଯାଇଥିବା ଖବର ଭାରତର ନିର୍ବାଚନ କମିସନ (ଋଉଓ)ଙ୍କ ଦ୍ୱାରା ବ୍ୟବହାର କରାଯାଉଥିବା ଇଭିଏମ୍ ବାବଦରେ ଭୁଲ୍ ଧାରଣା ସୃଷ୍ଟି କରିଛି । ଏହା ଭାରତର ନିର୍ବାଚନ…

ଭୀଷଣ ଅବପାତର ରୂପ ନେଲା ଲଘୁଚାପ, ପ୍ରବଳ ବର୍ଷିବ

ଭୁବନେଶ୍ୱର .- ପବୂ-ର୍କେନ୍ଦ୍ରୀୟ ବଙ୍ଗୋପସାଗର ଓ ଏହାର ଆଖପାଖ ଅଞ୍ଚଳରେ ସୃଷ୍ଟ  ଲଘୁଚାପ ଅଧିକ ଘନୀଭୂତ ହୋଇ ଅବପାତ ଓ ପାରେ ଭୀଷଣ ଅବପାତ ର ରୂପ ନେଇଛି । ୨୦ ତାରିଖ ମଧ୍ୟରାତ୍ରୀ ପରେ ବା ୨୧ ତାରିଖ ସକାଳେ ଏହା  ଆନ୍ଧ୍ରର ଉତ୍ତର କିମ୍ବା ଓଡିଶାର ପୁରୀ ମଧ୍ୟରେ ଉପକୂଳକୁ ଅତିକ୍ରମ କରିବାର…