Browsing Tag

Ganjam

ରାଜ୍ୟର ବିଭିନ୍ନ ଜିଲ୍ଲାରେ କେମିତି ପାଳନ ହୋଇଛି ଦଶହରା ଜାଣନ୍ତୁ

ସାରା ରାଜ୍ୟରେ ଅତ୍ୟନ୍ତ ଶ୍ରଦ୍ଧା, ଭକ୍ତି ଓ ନିଷ୍ଠାର ସହ ଦଶହରାପାଳନ କରାଯାଉଛି । ଦଶହରା ଲାଗି ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କୁପାରମ୍ପରିକରୀତି ମତେ ରାଜାଧିରାଜ ବା ସୁନାବେଶରେ ସଜ୍ଜିତ କରାଯିବାନୀତି ସମ୍ପନ୍ନ ହୋଇଛି । ପବିତ୍ର ବିଜୟା ଦଶମୀ ଅବସରରେ ସମଗ୍ର ସୁବର୍ଣ୍ଣପୁର…

ଶ୍ରୀକ୍ଷେତ୍ର ପୁରୀରେ ଆଜି ପ୍ରସିଦ୍ଧ ଗୋସାଣୀଯାତ ଅନୁଷ୍ଠିତ ହେଉଛି

ଶ୍ରୀକ୍ଷେତ୍ର ପୁରୀରେ ଆଜି ପ୍ରସିଦ୍ଧ ଗୋସାଣୀଯାତ ଅନୁଷ୍ଠିତ ହେଉଛି । ଷୋଳପୂଜା ପରେ ଦଶହରା ପରଦିନ ଏକାଦଶୀ ତିଥିରେ ସିଂହଦ୍ୱାରସମ୍ମୁଖରେ ଦେବୀମାନଙ୍କର ଯେଉଁ ମେଳଣ ହୁଏ ତାହାକୁ ଗୋସାଣୀଯାତ ବୋଲି କୁହାଯାଇଥାଏ । ପୀଠରେ ବିସର୍ଜନ କରାଯିବା ପରେ ମୃଣ୍ମୟୀ ମୂର୍ତ୍ତିମାନଙ୍କୁ ମେଳଣ ଉଦେଶ୍ୟରେ…

୧୩ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ଥିବା ଭୁବନେଶ୍ୱର
ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ
…

ପଶ୍ଚିମ ମ୍ୟାଁମାର ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଆଜି ପୂର୍ବାହ୍ନ ସୁଦ୍ଧା ଏକ ସୁଦୃଶ୍ୟ ଲଘୁଚାପରେ ପରିଣତ ହେବ । ଏହାର ପ୍ରଭାବରେ ୧୩ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।…

ଆସନ୍ତା ଶନିବାର ଅନୁଗୁଳ, ଢେଙ୍କାନାଳ, କଟକ, ନୟାଗଡ଼, ଖୋର୍ଦ୍ଧା
ଓ କନ୍ଧମାଳ ଜିଲ୍ଲାରେ ଘଣ୍ଟାପ୍ରତି ୩୦ ରୁ ୪୦ କିଲୋମିଟର
…

ଦକ୍ଷିଣ ଅଣ୍ଡାମାନ ସାଗରରେ ଆସନ୍ତାକାଲି ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ଆଜି କଟକ, ଖୋର୍ଦ୍ଧା,ଯାଜପୁର, ଭଦ୍ରକ, କନ୍ଧମାଳ, ନୟାଗଡ଼, ଗଞ୍ଜାମ, ଗଜପତି, ନବରଙ୍ଗପୁର, କଳାହାଣ୍ଡି ଓ ଦେବଗଡ଼ ଜିଲ୍ଲାର କେତେକ ସ୍ଥାନରେ କାଳବୈଶାଖୀର ପ୍ରଭାବପରିଲକ୍ଷିତ…

ରାଜ୍ୟରେ ଏଣିକି ସବ୍‍ଇନିସ୍‍ପେକ୍ଟର ବା ଏସ୍‍ଆଇ ମାନେ ଫାଣ୍ଡି ଦାୟିତ୍ୱରେ ରହିବେ

ରାଜ୍ୟରେ ଏଣିକି ସବ୍‍ଇନିସ୍‍ପେକ୍ଟର ବା ଏସ୍‍ଆଇ ମାନେ ଫାଣ୍ଡି ଦାୟିତ୍ୱରେ ରହିବେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ସମ୍ପର୍କିତ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି । କମିଶନରେଟ୍‍ ପୁଲିସ୍‍ଠାରୁ ଆରମ୍ଭ କରି ବିଭିନ୍ନ ଜିଲ୍ଲା ପୁଲିସ୍‍ ଓ ରେଲ୍‍ୱେ ପୁଲିସ୍‍ ଦ୍ୱାରା ପରିଚାଳିତ…

ସନ୍ତା ୨୪ ଘଣ୍ଟା ମଧ୍ୟରେ ଏହି୧୫ଟି ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା

ପଶ୍ଚିମବଙ୍ଗ ଏବଂ ଏହାର ଆଖପାଖ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ରାଜ୍ୟର କେତେକ ସ୍ଥାନରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ରେକର୍ଡ କରାଯାଇଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ସମ୍ବଲପୁର,…