ଫନିର ପ୍ରଭାବରେ ଧ୍ୱସ୍ତ ହେଲା ବାଲୁଖଣ୍ଡ ଅଭୟାରଣ୍ୟ, ମିଳୁନି ହରିଣଙ୍କ ପତ୍ତା, ଜଙ୍ଗଲ ଓ ପରିବେଶ ନଷ୍ଟ
ପୁରୀ .- ବାତ୍ୟା ଦ୍ୱାରା ପ୍ରଭାବିତ ପୁରୀ ଜିଲ୍ଲା ଅନ୍ତର୍ଗତ ବାଲୁଖଣ୍ଡ ଅଭୟାରଣ୍ୟ ଏବଂ ଖୋର୍ଦ୍ଧା ଜିଲ୍ଲାରେ ଅବସ୍ଥିତ ନନ୍ଦନକାନନ ଚିଡିଆଖାନାରେ କୌଣସି ବନ୍ୟପ୍ରାଣୀ ମୃତୁ୍ୟବରଣ କରିଥିବା ଖବର ବର୍ତ୍ତମାନ ସୁଦ୍ଧା ସରକାରଙ୍କ ହସ୍ତଗତ ହୋଇନାହିଁ । ବାତ୍ୟା ପ୍ରଭାବିତ ଅଞ୍ଚଳରେ ଜଙ୍ଗଲ ବିଭାଗ…