ଅନ୍ୟାନ୍ୟ ସଂସ୍ଥାର ନିର୍ବାଚନରେ ବ୍ୟବହାର ହେଉଥିବା ଇଭିଏମ୍ ଠାରୁ ନିର୍ବାଚନ କମିସନଙ୍କ ଇଭିଏମ୍ ସମ୍ପୂର୍ଣ୍ଣ ଭିନ୍ନ
ନୂଆଦିଲ୍ଲୀ .-ନିକଟରେ ବିଭିନ୍ନ ସଙ୍ଗଠନ/ସଂସ୍ଥାରେ ଅନୁଷ୍ଠିତ ନିର୍ବାଚନରେ ବ୍ୟବହାର କରାଯାଇଥିବା ଇଭିଏମରେ ଅସାଧୁ ଉପାୟ ଅବଲମ୍ବନ କରାଯାଇଥିବା ଖବର ଭାରତର ନିର୍ବାଚନ କମିସନ (ଋଉଓ)ଙ୍କ ଦ୍ୱାରା ବ୍ୟବହାର କରାଯାଉଥିବା ଇଭିଏମ୍ ବାବଦରେ ଭୁଲ୍ ଧାରଣା ସୃଷ୍ଟି କରିଛି । ଏହା ଭାରତର ନିର୍ବାଚନ…