କରୋନା- କେନ୍ଦ୍ର ସରକାରଙ୍କ ତାଲିକା: ଓଡିଶାର ଯାଜପୁର, ବାଲେଶ୍ୱର ଓ ଭଦ୍ରକ ଜିଲ୍ଲା ରେଡ୍ ଜୋନରେ
ଭୁବନେଶ୍ୱର - ପ୍ରତିଦିନ ଦେଶରେ ଶହ ଶହ ସଂଖ୍ୟାରେ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେଉଥିବାରୁ ଏହାର ପ୍ରତିକାର ପାଇଁ କେନ୍ଦ୍ର ସରକାର ଦେଶବ୍ୟାପି ସମସ୍ତ ଜିଲ୍ଲାର ତଥ୍ୟ ଆଧାରରେ ବିଭିନ୍ନ ଜୋନ୍ ଘୋଷଣା କରିଛନ୍ତି । ଅଧିକସଂକ୍ରମଣ ଥିବା ଜିଲ୍ଲାଗୁଡିକୁ ରେଡ୍ ଜୋନ୍ ଭାବେ ଚିହ୍ନଟ…