ଚୀନଠାରୁ ଋଣ ଆଣଥିବା ଦେଶ ପସ୍ତାଇବେ: ଏପରି ଦେଶମାନଙ୍କୁ ସତର୍କ କଲେ ଭାରତର ସେନାଧ୍ୟକ୍ଷ
ନୂଆଦିଲ୍ଲୀ: ଏବେ ଭାରତର ପଡୋଶୀ ଦେଶ ନେପାଳର ଚୀନ ପ୍ରେମ ବୃଦ୍ଧି ପାଇଛି । ଭାରତର ହାତ ଛାଡି ଚୀନ ପଛରେ ନେପାଳର ସରକାର ଦଉଡିଛନ୍ତି । ଭାରତକୁ କେତକ କ୍ଷେତ୍ରରେ ଖୋଲା ଖୋଲି ଅସହଯୋଗ କରୁଥିବା ପଦାରେ ପଡିଲାଣି । । ସୂଚନାଯୋଗ୍ୟ ଯେ ଭାରତର ଅଧିକାଂଶ ପଡୋଶୀ ଦେଶ ଚୀନଠାରୁ ଋଣ ନେଇ ବିଭିନ୍ନ…