ସିସିଡି ମାଲିକଙ୍କ ମୃତଦେହ ମିଳିଲା, ମଙ୍ଗଳବାର ହୋଇଥିଲେ ନିଖୋଜ
ବେଙ୍ଗାଲୁର . - ମଙ୍ଗଳବାରରେ ନିଖୋଜ ହୋଇଯାଇଥିବା ସିସିଡି ମାଲିକ ଭିଜି ସିଦ୍ଧାର୍ଥଙ୍କ ମୃତ ଦେହକୁ ନେତ୍ରାବତୀ ନଦୀରୁ ଉଦ୍ଧାର କରାଯାଇଛି । ମେଙ୍ଗାଲୁର ନିକଟସ୍ଥ ନେତ୍ରବାତୀ ନଦୀରେ ସେ ମଙ୍ଗଳବାରରେ ଡେଇଁ ପଡିଥିବା ସନ୍ଦେହ କରାଯାଇଥିଲା।
ଅଗ୍ନିଶମ ବିଭାଗ ସହ ୨୦୦ ମତ୍ସଜୀବୀ ତାଙ୍କୁ ଦୀର୍ଘ…