ଭାରତରେ ଗେମିଙ୍ଗ୍ରୁ କ୍ୟାରିୟର ସୁଯୋଗ ଓ ଆୟରେ ବୃଦ୍ଧି ଘଟିଛି:ଏଚପି ଅଧ୍ୟୟନ
ଭୁବନେଶ୍ୱର: ଏଚ୍ପି ଇଣ୍ଡିଆ ଗେମିଙ୍ଗ ଲ୍ୟାଣ୍ଡସ୍କେପ୍ ଷ୍ଟଡି ୨୦୨୩ ଅନୁଯାୟୀ, ଇସ୍ପୋର୍ଟସ୍ ଶିଳ୍ପର ଅଭିବୃଦ୍ଧି ବିବିଧ କ୍ୟାରିୟର ସୁଯୋଗ ଓ ବର୍ଦ୍ଧିତ ଆୟ ସହିତ ଭାରତୀୟ ଗେମର୍ ସମୁଦାୟକୁ ଲାଭାନ୍ୱିତ କରୁଛି । ଭାରତର ୧୫ଟି ସହରରେ ୩୦୦୦ ଗେମରଙ୍କୁ ସାମିଲ କରିଥିବା ଏହି ଅଧ୍ୟୟନ ଆଲୋକପାତ!-->…