Browsing Tag

Business

ବାଲେଶ୍ୱରରେ ବଜାଜ୍ ଆଲିଆଞ୍ଜ ଜେନେରାଲ୍ ଇନ୍ସ୍ୟୁରାନ୍ସର ନୂଆ ଅଫିସ୍ ଉଦଘାଟିତ

ଭୁବନେଶ୍ୱର/ ବାଲେଶ୍ୱର: ଭାରତର ପ୍ରମୁଖ ପ୍ରାଇଭେଟ ଜେନେରାଲ ଇନ୍ସ୍ୟୁରାନ୍ସ ପ୍ରଦାନକାରୀ ବଜାଜ ଆଲିଆଞ୍ଜ ଜେନେରାଲ ଇନ୍ସ୍ୟୁରାନ୍ସ ବାଲେଶ୍ୱର, ଓଡ଼ିଶାରେ ନିଜର ଏକ ନୂଆ ଅଫିସ ଉଦଘାଟନ କରିଛି । ଏହି ରଣନୀତିକ ବିସ୍ତାରର ଲକ୍ଷ ହେଉଛି ଭାରତର ଟିୟର ୨ ଏବଂ ଟିୟର ୩ ସହରଗୁଡ଼ିକରେ ବୀମା

ଇନଲ୍ୟାଣ୍ଡ ୱାଟରୱେଜ ଅଥୋରିଟି ଅଫ୍ ଇଣ୍ଡିଆ ସହ ଏମ୍‌ଓୟୁ ସ୍ୱାକ୍ଷର କରିଛି ଆମାଜନ ଇଣ୍ଡିଆ

ଭୁବନେଶ୍ୱର: ଆମାଜନ ଇଣ୍ଡିଆ ଏବଂ ବନ୍ଦର, ପରିବହନ ଓ ଜଳପଥ ମନ୍ତ୍ରଣାଳୟ ଅଧିନରେ ଥିବା ଇନଲ୍ୟାଣ୍ଡ ୱାଟରୱେଜ ଅଥୋରିଟି ଅଫ୍ ଇଣ୍ଡିଆ (ଆଇଡବ୍ଲ୍ୟୁଏଆଇ) ମଧ୍ୟରେ ଆଭ୍ୟନ୍ତରୀଣ ଜଳପଥ ମାଧ୍ୟମରେ ଗ୍ରାହକଙ୍କ ପ୍ୟାକେଜଗୁଡ଼ିକର ପରିବହନ କ୍ଷେତ୍ରରେ ଏକ ପରିବର୍ତନଶୀଳ ଯାତ୍ରା ଆରମ୍ଭ କରିବା ପାଇଁ ଏକ

ସାଭ୍‌ଲନ୍ ସ୍ୱସ୍ଥ ଇଣ୍ଡିଆ ମିଶନର ନୂଆ ସଙ୍ଗୀତ ‘ହାଥ୍ ଧୋନା କୁଲ୍ ହୈ’

ଭୁବନେଶ୍ୱର : ସାଭ୍‌ଲନ୍ ସ୍ୱସ୍ଥ ଇଣ୍ଡିଆ ମିଶନ ‘ହାଥ୍ ଧୋନା କୁଲ୍ ହୈ’ ନାମକ ଏକ ସଙ୍ଗୀତ ଉପସ୍ଥାପନ କରିବା ଲାଗି ଦ ଧାରାବି ଡ୍ରିମ୍ ପ୍ରୋଜେକ୍ଟର ପ୍ରତିଭାଶାଳୀ ପିଲାମାନଙ୍କୁ ଓ ଲୋକପ୍ରିୟ ରାପ୍ କଳାକାର ଏମିୱେ ବଂଟାଇଙ୍କୁ ଏକତ୍ରିତ କରିଛି । ଏହା ହେଉଛି ଏକ ସଙ୍ଗୀତ ଯାହା ଭାରତର

ଇନୋ ପକ୍ଷରୁ ଇନୋ ଚିୱି ବାଇଟ୍‌ସର ଶୁଭାରମ୍ଭ

ଭୁବନେଶ୍ୱର: ହାଲିଅନ୍ (ପୂର୍ବରୁ ଗ୍ଲାକ୍ସୋସ୍ମିଥ୍‌କ୍ଲାଇନ୍ କଞ୍ଜ୍ୟୁମର ହେଲ୍‌ଥକେୟାର ଭାବେ ପରିଚିତ)ର ଏକ ଅଗ୍ରଣୀ ଡାଇଜେଷ୍ଟିଭ୍ ବ୍ରାଣ୍ଡ ଇନୋ ଭାରତରେ ଏହାର ପ୍ରଥମ ଧରଣର ଚିୱେବୁଲ୍ ଆଂଟାସିଡ୍ ‘ଇନୋ ଚିୱି ବାଇଟ୍‌ସ୍‌’ର ଶୁଭାରମ୍ଭ ଘୋଷଣା କରିଛି । ଏହା ଦୁଇଟି ସ୍ୱାଦିଷ୍ଟ ଫ୍ଲେଭର

ପଟିଆରେ ନୂଆ ସାମସଙ୍ଗ ସ୍ମାର୍ଟ କାଫେ ଉଦଘାଟିତ

ସାମସଙ୍ଗର ସବୁ ଉତ୍ପାଦ ଯଥା ସ୍ମାର୍ଟଫୋନ, ଟାବଲେଟ, ଲାପଟପ, ଘଂଟା, ଆକ୍‌ସେସୋରି ଆଦି ଗୋଟିଏ ସ୍ଥାନରେ ଉପଲବ୍ଧ ଭୁବନେଶ୍ୱର : ସେଲନେଟ ଟେଲିଲିଙ୍କ ପକ୍ଷରୁ ଭୁବନେଶ୍ୱର ସ୍ଥିତ ଚନ୍ଦ୍ରଶେଖରପୁର ପଟିଆଠାରେ ଶୁକ୍ରବାର ସାମସଙ୍ଗ ସ୍ମାର୍ଟ କାଫେର ଭବ୍ୟ ଉଦଘାଟନ କରାଯାଇଛି, ଯାହା ଗ୍ରାହକଙ୍କୁ

ନେକ୍ସସ୍ ଏସ୍‌ପ୍ଲାନେଡ୍‌ରେ ହାଇସ୍ପିଡ୍ ଇଭି ଚାର୍ଜିଙ୍ଗ୍ ଷ୍ଟେଶନ ଉନ୍ମୋଚନ କରିଛି ଷ୍ଟାଟିକ୍‌

ଭୁବନେଶ୍ୱର : ଭାରତର ଅତ୍ୟାଧୁନିକ ଇଭି ଚାର୍ଜିଙ୍ଗ୍ ନେଟ୍‌ୱର୍କ ଷ୍ଟାଟିକ୍ ପକ୍ଷରୁ ଆଜି ଭୁବନେଶ୍ୱରର ନେକ୍ସସ୍ ଏସ୍‌ପ୍ଲାନେଡ୍‌ଠାରେ ଏହାର ଫାଷ୍ଟ୍ ଇଭି ଚାର୍ଜିଙ୍ଗ୍ ଷ୍ଟେଶନର ଶୁଭାରମ୍ଭ କରାଯାଇଛି । ଏହି ରଣନୈତିକ ପଦକ୍ଷେପ ଭାରତରେ ଇଭି ଚାର୍ଜିଙ୍ଗ୍ ପରିଦୃଶ୍ୟକୁ ବୈପ୍ଳବିକ କରିବା ଏବଂ

୨୪କେ ଡିଜିଟାଲ ସୁନା ଉପରେ ଫୋନପେ ପକ୍ଷରୁ ଆକର୍ଷଣୀୟ କ୍ୟାଶବ୍ୟାକ ଅଫର୍‌ର ଘୋଷଣା

ଭୁବନେଶ୍ୱର: ଧନତେରସ ଏବଂ ଦୀପାବଳୀର ପାର୍ବଣ ଋତୁ ପାଇଁ ଫୋନପେ ପକ୍ଷରୁ ୨୪କ୍ୟାରେଟ ସୁନା ଉପରେ ଆକର୍ଷଣୀୟ କ୍ୟାଶବ୍ୟାକ ଅଫର ଘୋଷଣା କରାଯାଇଛି । ଗ୍ରାହକମାନେ ଫୋନପେ ରୁ ସର୍ବନିମ୍ନ ୧୦୦୦ଟଙ୍କା ମୂଲ୍ୟର ଡିଜିଟାଲ ସୁନା କିଣିଲେ ୩୦୦୦ଟଙ୍କା ପର୍ଯ୍ୟନ୍ତ ସୁନିଶ୍ଚିତ କ୍ୟାଶବ୍ୟାକ ଅଫର୍‌ର ଲାଭ

ଓଡିଶା ଷ୍ଟାର୍ଟଅପ୍ ଯାତ୍ରା ଏବଂ ଏକ୍ସପ୍ରେସ ‌ଦ୍ୱାରା ଚଳିତ ସପ୍ତାହରେ ୧୯୦ରୁ ଉର୍ଦ୍ଧ ଆଇଡିଆ ସଂଗ୍ରହ

ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ଦ୍ୱାରା ପରିଚାଳିତ ଷ୍ଟାର୍ଟଅପ୍ ଯାତ୍ରା ଏବଂ ଏକ୍ସପ୍ରେସ ପୂଜା ଛୁଟି ପରେ ପୁଣି ଆରମ୍ଭ ହୋଇ ଚଳିତ ସପ୍ତାହରେ ରାଜ୍ୟର ୭ଟି ଜିଲ୍ଲାର ୧୩ଟି ସ୍କୁଲ ଏବଂ କଲେଜରେ ପହଞ୍ଚିଛି । ଗତ ସପ୍ତାହରେ ଯାତ୍ରା ମଧ୍ୟମରେ ୧୩ଟି ବୁଟକ୍ୟାମ୍ପ ଆୟୋଜନ କରାଯାଇ, ୧୨୭୯ ଜଣ

୨୫୦୦୦ ପିନ୍‌କୋଡ୍‌ରେ ପହଂଚିଛି ଓପୋ ଇଣ୍ଡିଆର ସେଣ୍ଡ୍‌-ଇନ୍ ମରାମତି ସେବା

ଭୁବନେଶ୍ୱର : ଓପୋ ଇଣ୍ଡିଆ ଏହାର ସେବା କେନ୍ଦ୍ର ୩.୦ ସହାୟତାରେ ବିକ୍ରୟ-ପରବର୍ତୀ ସେବାରେ ବିପ୍ଳବ ଆଣିଛି ଯାହାକି ପିକ୍‌ଅପ୍ ଓ ଡ୍ରପ୍ ସେବା ସହିତ ସମଗ୍ର ଭାରତରେ ୨୫୦୦୦ ପିନ୍‌କୋଡ୍‌କୁ ବିସ୍ତାର ହୋଇଛି । ଏହି କାର୍ଯ୍ୟକ୍ରମର ଏକ ଅଂଶ ଭାବେ ଓପୋ ଇଣ୍ଡିଆ ସଫ୍ଟୱେୟାର ସମସ୍ୟା, ସ୍କ୍ରିନ୍ ଓ

୩ୟ ତ୍ରୈମାସରେ ୧୧୪୭ ଟନ୍‌ରେ ପହଂଚିଛି ସୁନା ଚାହିଦା

ଭୁବନେଶ୍ୱର: ୱାର୍ଲ୍ଡ ଗୋଲ୍ଡ କାଉନ୍ସିଲ୍‌ର ୩ୟ ତ୍ରୈମାସିକ ଗୋଲ୍ଡ ଡିମାଣ୍ଡ ଟ୍ରେଣ୍ଡ୍‌ସ ରିପୋର୍ଟରୁ ଜଣାପଡ଼ିଛି ଯେ, କେନ୍ଦ୍ରୀୟ ବ୍ୟାଙ୍କଗୁଡିକ ଏକ ଐତିହାସିକ ବେଗରେ କ୍ରୟ ବଜାୟ ରଖିଥିବାରୁ ତ୍ରୈମାସିକ ସୁନା ଚାହିଦା (ଓଟିସି ବ୍ୟତୀତ)୧୧୪୭ ଟନ୍‌ରେ ପହଂଚିଛି । ଯାହାକି ଏହାର ୫ ବର୍ଷର