ଆଇଆରଡିଏର ଏହି ନିଷ୍ପତ୍ତି ଯ଼ୋଗୁଁ ମୋଟରସାଇକେଲ ମୂଲ୍ୟରେ ୨୫୦୦ ଟଙ୍କା ହ୍ରାସ ପାଇବ
ନୂଆଦିଲ୍ଲୀ : ପାର୍ବଣ ଋତୁରେ ବାଇକ ପ୍ରେମୀଙ୍କ ପାଇଁ ଖୁସି ଖବର । କାରଣ ବାଇକ ଦର ପ୍ରାୟ ୨୫୦୦ ଟଙ୍କା ପର୍ଯ୍ୟନ୍ତ ହ୍ରାସ ପାଇବାର ସମ୍ଭାବନା ରହିଛି । ଭାରତୀୟ ବୀମା ନିୟାମକ ଓ ବିକାଶ ପ୍ରାଧିକରଣ (ଆଇଆରଡିଏ)ର ନୂଆ ସର୍କୁଲାର ଅନୁସାରେ ଏହା ସମ୍ଭବ ହୋଇପାରିଛି ।
ଆଇଆରଡିଏ ଦ୍ୱାରା…