ପୁରୀରେ ୨୦ ଭୁବନେଶ୍ୱର ଓ ଖୋର୍ଦ୍ଧାରେ ୧୯୭ଟି ଏଟିଏମ୍ ସଚଳ ହେଲା
ପୁରୀ ଜିଲ୍ଲାର ବାତ୍ୟା ପ୍ରଭାବିତ ଅଞ୍ଚଳରେ ବ୍ୟାଙ୍କିଂ ସେବା କ୍ରମଶଃ ସ୍ୱଭାବିକ ହେଉଛି । ଜିଲ୍ଲାର ୨୩୯ଟି ବ୍ୟାଙ୍କ ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୬୦ଟି ଶାଖା କାର୍ଯ୍ୟକ୍ଷମ ହୋଇପାରିଛି । ସେହିପରି ୨୭୩ଟି ଏଟିଏମ୍ ମଧ୍ୟରୁ ୨୦ଟି ଏଟିଏମ୍ ସଚଳ ହୋଇଛି । ଖୋର୍ଦ୍ଧା ଜିଲ୍ଲା ଏବଂ ଭୁବନେଶ୍ୱର…