୨୦ ବର୍ଷୀୟ ନୀରଜ ଏସୀୟ କ୍ରୀଡାର ଇତିହାସରେ ପ୍ରଥମ ଥର ପାଇଁ ଦେଶ ପାଇଁ ଜାଭେଲିନ୍ ଥ୍ରୋରେ ଜିତିଲେ ସ୍ୱର୍ଣ୍ଣ
ଜାକାର୍ତ୍ତା.- ୨୦ ବର୍ଷିୟ ନୀରଜ ଭାରତ ପାଇଁ ଏସୀୟ କ୍ରୀଡାରେ ସ୍ୱର୍ଣ୍ଣପଦକ ଜିତିଛନ୍ତି । ସେ ଜାଭଲିନ୍ ଥ୍ରୋରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ଇଣ୍ଡୋନେସିଆରରେ ଜାକାର୍ତ୍ତାରେ ଚାଲିଥିବା ଏସୀୟ କ୍ରୀଡାରେ ସେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ୮୮.୦୬ ମିଟର ଜାଭେଲିନ୍ ଫିଙ୍ଗି ସେ ପ୍ରଥମ…