ନୂଆଦିଲ୍ଲୀର ନିଗମ ଘାଟରେ ହେଲା ଅରୁଣ ଜେଟଲୀଙ୍କର ଅନ୍ତିମ ସଂସ୍କାର
ନୂଆଦିଲ୍ଲୀ .- ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ତଥା ଭାରତୀୟ ଜନତା ପାର୍ଟିରେ ବରିଷ୍ଠ ନେତା ଅରୁଣ ଜେଟଲୀଙ୍କର ଆଜି ନୂଆଦିଲ୍ଲୀ ସ୍ଥିତ ନିଗମବୋଧ ଘାଟରେ ଅନ୍ତିମ ସଂସ୍କାର କରାଯାଇଛି । ଅପରାହ୍ଣ ୨ଟାରେ ଦିଲ୍ଲୀ ସ୍ଥିତ ବିଜେପି ମୁଖ୍ୟକାର୍ଯ୍ୟାଳୟରୁ ଜେଟଲୀଙ୍କ ପାର୍ଥୀବ ଶରୀର ନିଗମବୋଧ ଘାଟକୁ…