ମୋଦି ସରକାରଙ୍କ ମାଷ୍ଟରଷ୍ଟ୍ରୋକ : ବିଜେପିଶାସିତ ରାଜ୍ୟରେ ତେଲ ଦର ୫ ଟଙ୍କା କମିଲା, ବିରୋଧୀ ଦଳଙ୍କ ମୁହଁ ବନ୍ଦ
ନୂଆଦିଲ୍ଲୀ : ଆଗକୁ ଚାରିଟି ରାଜ୍ୟରେ ବିଧାନସଭା ନିର୍ବାଚନ ଥିବାରୁ ବଢିଚାଲିଥିବା ତେଲ ଦର କେନ୍ଦ୍ରର ମୋଦି ସରକାରଙ୍କ ଉପରେ ପ୍ରବଳ ଚାପ ରହିଥିଲା । କାରଣ କ୍ରମାଗତ ତେଲଦର ବୃଦ୍ଧି ଯ଼ୋଗୁଁ ଜନଅସନ୍ତୋଷ ବଢିଚାଲିଥିବାବେଳେ ବିରୋଧୀ ଦଳ ସରକାରଙ୍କୁ ନିୟମିତ ଟାର୍ଗେଟ କରିଚାଲିଥିଲେ । କିନ୍ତୁ…