ସାରିଡନ୍‌ ସହ ୩୨୮ଟି ଔଷଧ  ଭାରତରେ  ବିକ୍ରି ବନ୍ଦ କଲେ ସରକାର, ପାନ୍‌ଡ୍ରେମ୍‌ ବି ନିଷିଦ୍ଧ

0 747

ନୂଆଦିଲ୍ଲୀ . – ପ୍ରସିଦ୍ଧ ପେନ୍‌କିଲର ସାରିଡନ୍‌ ସହ ୩୨୮ଟି ଔଷଧକୁ  ବାରତ ସରକାର ନିଷିଦ୍ଧ ଘୋଷଣା କରିଛନ୍ତି । କେତକ ଔଷଧର ମିଶ୍ର ବା କମ୍ବିନେସନ୍‌ ଓ ଏପ୍‌ଡିସିକୁ ବି ନିଷେଧ କରାଯାଇଛି । କେତକ ଔଷଧକୁ ଅଲଗା କାମରେ ବ୍ୟବହରା କରାଯାଉଥିବାରୁ ତାହାକୁ ନିଷେଧ କରାଯାଇଛି । ମାତ୍ର ଭିକ୍ସ ଆକ୍ସନ ୫୦୦, ଡି କୋଲ୍ଡ ଟୋଟାଲ ଓ କୋରେକ୍ସ ଏଥିରୁ ବର୍ତ୍ତି ଯାଇଛନ୍ତି ।

ଏହି ସବୁ ଔ।ଧମାନଙ୍କୁ ତାରୁନ୍ତ ବିକ୍ରି ଓ ଉତ୍ପାଦନ ବନ୍ଦ କରିବା ପାଇଁ ନିର୍ଦେଶ ଦିଆଯାଇଛି । କେତକ ସ୍ଥାନରେ କ୍ୱାକମାନେ ଲୋକଙ୍କୁ ଏହି ଔଷଧ ଖାଇବାକୁ ଦେଉଛନ୍ତି ବୋଲି ଅଭିଯୋଗ ହୋଇଥିଲା । ଲୋକଙ୍କ ଭଲ ପାଇଁ ଏହି ସବୁ ଔଷଧ ନିଷେଧ କରାଯାଇଥିବା ଜଣା ପଡିଛି

Leave A Reply