ମଙ୍ଗଳବାରଠାରୁ ଦୁଇ-ତିନି ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଅଞ୍ଚଳରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷାର ସମ୍ଭାବନା

0 74

ମଙ୍ଗଳବାରଠାରୁ ଦୁଇ-ତିନି ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଅଞ୍ଚଳରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷାର ସମ୍ଭାବନା ରହିଛି ।

ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ବାୟୁମଣ୍ଡଳରେ ଆର୍ଦ୍ରତା କ୍ରମଶଃ ବୃଦ୍ଧି ପାଇବ, ଫଳରେ ଶୀତର ପ୍ରକୋପ
ମଧ୍ୟ ହ୍ରାସ ପାଇବ ।

ମଙ୍ଗଳବାର ଏବଂ ବୁଧବାର ରାଜ୍ୟର କେତେକ ଅଞ୍ଚଳରେ କୁଆପଥର ଜନିତ ବର୍ଷାର ମଧ୍ୟ ସମ୍ଭାବନା ରହିଛି ।


ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ଦାରିଙ୍ଗୱାଡିଠାରେ ୮ ଡିଗ୍ରୀ ସେଲସିୟସ୍‍ ରେକର୍ଡ କରାଯାଇଛି ।


ଫୁଲବାଣୀଠାରେ ୯ ଦଶମିକ ୫ ଡିଗ୍ରୀ ସେଲସିୟସ୍‍ ତାପମାତ୍ରା ରେକର୍ଡ ହୋଇଥିବାବେଳେ ଅନ୍ୟାନ୍ୟ ସହରଗୁଡ଼ିକର

Leave A Reply