ପାକିସ୍ତାନ ପାଇଁ କାଶ୍ମୀର ଦରକାର ନାହିଁ , ସହିଦ ଆଫ୍ରିଦ

0 812

ଲଣ୍ଡନ .- ପାକିସ୍ତାନ ପାଇଁ କାଶ୍ମୀର ଦରକାର ନାହିଁ ବୋଲି ପାକିସ୍ତାନ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ପ୍ରସିଦ୍ଧ ବ୍ୟାଟସ୍‌ମ୍ୟାନ ସହିଦ ଆଫ୍ରିଦ କହିଛନ୍ତି । ଲଣ୍ଡନରେ ଏକ ସାମ୍ବାଦିକ ସମ୍ମିଳନୀରେ ସେ ଏହି ସୂଚନା ଦେଇଛନ୍ତି । ପାକିସ୍ତାନ ନିଜର ୪ଟି ପ୍ରଦେଶକୁ ସମ୍ଭାଳି ପାରୁନାହିଁ କାଶ୍ମୀରକୁ ନେଇ କେମିତି ସମ୍ଭାଳିବ ବୋଲି ସେ କହିଛନ୍ତି । ହେଲେ ଭାରତକୁ ବି କାଶ୍ମୀର ଦେବା ପାଇଁ ସେ ମନା କରି ଦେଇଛନ୍ତି । କାଶ୍ମୀରକୁ ଅଲଗା ଦେଶ କରିବା ପାଇଁ ସେ ଦାବି କରିଛନ୍ତି ।

Leave A Reply