Sign in
Sign in
Recover your password.
A password will be e-mailed to you.
ଲାଇବ୍ରେରୀ ନିର୍ମାଣ ପାଇଁ ଦୟାନନ୍ଦ ଆଦର୍ଶ ଟ୍ରଷ୍ଟକୁ କାମ୍ବିୟମ ନେଟୱର୍କସ ର ସହଯୋଗ
ଭୁବନେଶ୍ୱର : ଖୋର୍ଦ୍ଧା ଜିଲ୍ଲାର ପରିଛାଲଠାରେ ଅବସ୍ଥିତ ଦୟାନନ୍ଦ ଆଦର୍ଶ ଗୁରୁକୂଳର ଲାଇବ୍ରେରୀ ବିଲ୍ଡିଙ୍ଗର ନିର୍ମାଣ ପାଇଁ ଫେବୃଆରୀ ୨୭ ତାରିଖ ୨୦୨୫ (ଗୁରୁବାର)ରେ ଗୁରୁକୂଳର ପ୍ରତିଷ୍ଠାତା ପଣ୍ଡିତ ବିରେନ୍ଦ୍ର ପଣ୍ଡାଙ୍କ ଉପସ୍ଥିତିରେ କାମ୍ବିୟମ ନେଟୱର୍କସର ଉପାଧ୍ୟକ୍ଷ ବି!-->!-->!-->…
ଓଡିଶାର ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ ମଂଚ ପ୍ରସ୍ତୁତ କରିଛି ବି୨ବି ପ୍ରଦର୍ଶନୀ ଓ ଦୁଃସାହସିକ ପର୍ଯ୍ୟଟନ କର୍ମଶାଳା
ଭୁବନେଶ୍ୱର: ଆଜି ହୋଟେଲ ସ୍ୱସ୍ତି ପ୍ରିମିୟମ, ଭୁବନେଶ୍ୱରରେ ୬ଷ୍ଠ ଓଡିଶା ଟ୍ରାଭେଲ ବଜାର (ଓଟିବି) ୨୦୨୫ର ବି୨ବି ପ୍ରଦର୍ଶନୀକୁ ଉଦ୍ଘାଟନ କରି ମନ୍ତ୍ରୀ ଶ୍ରୀମତି ପ୍ରଭାତୀ ପରିଡା କହିଛନ୍ତି ଯେ ଓଡିଶା ଦୁଃସାହସିକ କ୍ରୀଡ଼ା ପାଇଁ ପ୍ରମୁଖ ଗନ୍ତବ୍ୟସ୍ଥଳୀ ଭାବେ ଉଭା ହୋଇଛି । ଏଠାରେ!-->…
ଓଡ଼ିଶାର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ବିଶ୍ୱ ମଞ୍ଚରେ ନିଜର ପରିଚୟ ସୃଷ୍ଟି କରିଛି: କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ
ଭୁବନେଶ୍ୱର : ଓଡ଼ିଶା ସରକାରଙ୍କ ପର୍ଯ୍ୟଟନ ବିଭାଗ ପକ୍ଷରୁ ଫେଡେରେସନ୍ ଅଫ୍ ଇଣ୍ଡିଆନ୍ ଚାମ୍ବର୍ସ ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି (ଫିକି)ର ମିଳିତ ଆନୁକୂଲ୍ୟରେ ଆୟୋଜିତ ଷଷ୍ଠ ଓଡ଼ିଶା ଟ୍ରାଭେଲ ବଜାର ଆଜିଠାରୁ ଭୁବନେଶ୍ୱରରେ ଆରମ୍ଭ ହୋଇଛି। ଏହି ତିନି ଦିନିଆ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ!-->!-->!-->…
ପର୍ଯ୍ୟଟନର ବିକାଶକୁ ତ୍ୱରାନ୍ୱିତ କରିବ ଓଡିଶା ଟ୍ରାଭେଲ ବଜାର
ଓଡିଶା ଏକ ଅଗ୍ରଣୀ ପର୍ଯ୍ୟଟନ ଗନ୍ତବ୍ୟସ୍ଥଳୀ ଭାବେ ପ୍ରୋତ୍ସାହିତ କରିବ
ଆସନ୍ତା ଫେବୃଆରୀ ୨୪ରୁ ୨୭ ତାରିଖ ୨୦୨୫ ପର୍ଯ୍ୟନ୍ତ ଆୟୋଜିତ ହେବ
ଭୁବନେଶ୍ୱର, ୨୨ ଫେବୃଆରୀ ୨୦୨୪: ଭାରତୀୟ ବାଣିଜ୍ୟ ଓ ଶିଳ୍ପ ମହାସଂଘ (ଫିକି) ସହ ସହଭାଗିତାରେ ଓଡିଶା ସରକାରଙ୍କ ପର୍ଯ୍ୟଟନ ବିଭାଗ!-->!-->!-->!-->!-->…
ଦାୟିତ୍ୱପୂର୍ଣ୍ଣ ଗାଡ଼ିଚାଳନାକୁ ପ୍ରୋତ୍ସାହିତ କରିବା ପାଇଁ ବାଇକ ରାଲି ଓ ସିଗ୍ନେଚର କ୍ୟାମ୍ପେନ ଆୟୋଜିତ
ଭୁବନେଶ୍ୱର : ଦାୟିତ୍ୱପୂର୍ଣ୍ଣ ଗାଡ଼ିଚାଳନାକୁ ପ୍ରୋତ୍ସାହିତ କରିବା ଏବଂ ସଡ଼କ ସୁରକ୍ଷା ସମ୍ପର୍କରେ ସଚେତନତା ବୃଦ୍ଧି କରିବା ପାଇଁ ଏକ ବାଇକ ରାଲି ଓ ସିଗ୍ନେଚର କ୍ୟାମ୍ପେନର ଆୟୋଜନ କରାଯାଇଛି। ଡାଇରେକ୍ଟୋରେଟ ଅଫ୍ ମେଡିକାଲ ଏଜୁକେଶନ ଆଣ୍ଡ ଟ୍ରେନିଂ (ଡିଏମଇଟି) ଓ ଜିକିତ୍ସା ହେଲଥ!-->!-->!-->…
ଜେଇଇରେ ଭୁବନେଶ୍ୱର ଫିଜିକ୍ସୱାଲା ଛାତ୍ରଛାତ୍ରୀଙ୍କ ଉଲ୍ଲେଖନୀୟ ସଫଳତା
ଭୁବନେଶ୍ୱର : ଏଜୁକେଶନ କମ୍ପାନୀ ଫିଜିକ୍ସୱାଲା (ପିଡବ୍ଲ୍ୟୁ) ପକ୍ଷରୁ ୪ ଜଣ ରାଜ୍ୟ ଟପର୍ଙ୍କ ସମେତ ଜେଇଇ ମେନ ସେସନ ୧ ୨୦୨୫ ପରୀକ୍ଷାର ଫଳାଫଳ ଘୋଷଣା କରାଯାଇଛି। ଏହି ଟପର୍ଙ୍କ ମଧ୍ୟରୁ ଗୁଜରାଟର ଜଣେ ଛାତ୍ର ୧୦୦% ମାର୍କ ରଖିଥିବା ବେଳେ ୬୧୨ ଜଣରୁ ଅଧିକ ଛାତ୍ରଛାତ୍ରୀ ୯୯.୫%ରୁ!-->!-->!-->…
କେଏଫସିର ବୋନଲେସ ରେଞ୍ଜ ସହ କରନ୍ତୁ ଅଧିକ ଉପଭୋଗ
ଭୁୁବନେଶ୍ୱର: କେଏଫସିର ବୋନଲେସ ରେଞ୍ଜର ଅତୁଳନୀୟ, ସ୍ୱାଦିଷ୍ଟ କ୍ରଂଚ ସହ କିଛି ମଜାଦାର ସ୍ୱାଦ ପାଇବା ପାଇଁ ପ୍ରସ୍ତୁତ ହୋଇଯାଆନ୍ତୁ। କେଏଫ୍ସିର କ୍ରିସ୍ପି, ଫିଙ୍ଗର ଲିକିନ ଗୁଡ ବୋନଲେସ ରେଞ୍ଜ ଆପଣଙ୍କର ସମସ୍ତ ପ୍ରକାରର କ୍ରେଭିଙ୍ଗ୍ସକୁ ପୂରା କରିପାରିବ। ଚିକେନ ପ୍ରେମୀମାନେ କେବଳ ୯୯!-->…
ଜେଇଇ ମେନରେ ମଦର୍ସ ପବ୍ଲିକ ସ୍କୁଲର ଉଲ୍ଲେଖନୀୟ ସଫଳତା
ଭୁବନେଶ୍ୱର: ଜେଇଇ ମେନ ୨୦୨୫ରେ ଉଲ୍ଲେଖନୀୟ ଫଳାଫଳ ହାସଲ କରି ସ୍କୁଲକୁ ଗୌରବାନ୍ୱିତ କରିଛନ୍ତି ଭୁବନେଶ୍ୱରସ୍ଥିତ ମଦର୍ସ ପବ୍ଲିକ ସ୍କୁଲର ଛାତ୍ରଛାତ୍ରୀ । ଶିକ୍ଷାଗତ ଉତ୍କର୍ଷତା ପ୍ରତି ଏହି ସ୍କୁଲର ପ୍ରତିବଦ୍ଧତା ଏବଂ ସମର୍ପଣ ଯୋଗୁଁ ଏହି ଅସାଧାରଣ ଫଳାଫଳ ସମ୍ଭବ ହୋଇଛି । ସମସ୍ତ ଶୀର୍ଷ!-->…
ଗୁରୁ କେଳୁଚରଣ ମହାପାତ୍ରଙ୍କ ୯୯ତମ ଜନ୍ମବାର୍ଷିକୀ ପାଳିତ
ଭୁବନେଶ୍ୱର: ଚଳିତ ବର୍ଷ ସୃଜନ (ଗୁରୁ କେଳୁଚରଣ ମହାପାତ୍ର ଓଡିଶୀ ନୃତ୍ୟବାସ)ଫେବୃଆରୀ ୧୨ ତାରିଖ ଦିନ ଭୁବନେଶ୍ୱରର ଉତ୍କଳ ରଙ୍ଗମଂଚଠାରେ ଶାସ୍ତ୍ରୀୟ ନୃତ୍ୟ ଓ ସଙ୍ଗୀତ କାର୍ଯ୍ୟକ୍ରମ ସହ ଗୁରୁଜୀଙ୍କ ୯୯ତମ ଜନ୍ମବାର୍ଷିକୀ ପାଳନ କରାଯାଇଛି । ଏଥିପାଇଁ ସୃଜନ (ଗୁରୁ କେଳୁଚରଣ ମହାପାତ୍ର!-->!-->!-->…