ଟିପିଏସ୍‌ଓଡିଏଲ୍‌ ପକ୍ଷରୁ ମହିଳାଙ୍କ ଦ୍ୱାରା ପରିଚାଳିତ ଗ୍ରାହକ ସମ୍ପର୍କ କେନ୍ଦ୍ରର ଶୁଭାରମ୍ଭ

ବ୍ରହ୍ମପୁର: ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍‌ (ଟିପିଏସ୍‌ଓଡିଏଲ୍‌) ପକ୍ଷରୁ ବ୍ରହ୍ମପୁରରେ ସମ୍ପୂର୍ଣ୍ଣ ରୂପେ ମହିଳାମାନଙ୍କ ଦ୍ୱାରା ପରିଚାଳିତ ହେଉଥିବା ଗ୍ରାହକ ସମ୍ପର୍କ କେନ୍ଦ୍ରର ଶୁଭାରମ୍ଭ କରାଯାଇଛି । ଏହି

କଲ୍ୟାଣ ଜୁଏଲର୍ସ ପକ୍ଷରୁ ଓଡ଼ିଶାର ବ୍ରହ୍ମପୁରରେ ନୂଆ ସୋ’ରୁମ୍‌ର ଶୁଭାରମ୍ଭ

• ବ୍ରହ୍ମପୁରର ସିଟି ହାଇସ୍କୁଲ୍‌ ରୋଡ୍‌ରେ ନୂଆ ସୋ’ରୁମ୍‌ ସହ ଏହି ଅଂଚଳରେ ସପ୍ତମ ବାର୍ଷିକୀ ପାଳନ• ଉକ୍ରୃଷ୍ଟ ଗହଣା ଡିଜାଇନ୍‌ ସହ ଓଡ଼ିଶାର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ଓ ଉତ୍ସବ ଭାବର ପାଳନଭୁବନେଶ୍ୱର: ଭାରତର ସର୍ବବୃହତ ଗହଣା କଂପାନି କଲ୍ୟାଣ ଜୁଏଲର୍ସ ପକ୍ଷରୁ ଓଡ଼ିଶାର

ପାକିସ୍ତାନରେ ଥିବା ସନ୍ତ୍ରାସବାଦୀମାନଙ୍କୁ ଗୁପ୍ତ ସୂଚନା ଯୋଗାଉଥିଲେ ମୌଲବୀ – ଗିରଫ୍‍ କରିଛି ପୁଲିସ୍‍

ଜାମ୍ମୁ କାଶ୍ମୀର ପୁଲିସ୍‍ କିସ୍ତୱାଡା ଜିଲ୍ଲାରେ ଜଣେ ମୌଲବୀଙ୍କୁ ଗିରଫ୍‍ କରିଛି । ସେହି ମୌଲବୀ ନିରାପତ୍ତା ବାହିନୀ ଯବାନମାନଙ୍କ ସମ୍ବନ୍ଧରେ ସମ୍ବେଦନଶୀଳ ତଥ୍ୟମାନ ‘କାଶ୍ମୀର ଜାଁବାଜ୍‍ ଫୋର୍ସ୍‍’ - କେ.ଜେ.ଏଫ୍‍. ନାମକ ଏକ ସନ୍ତ୍ରାସବାଦୀ ସଂଗଠନକୁ ଯୋଗାଉଥିଲେ । ଆମ

ସମୁଦ୍ର ଉପକୂଳବର୍ତ୍ତୀ ରାଜ୍ୟ ଗୁଡ଼ିକର ବିକାଶ ପାଇଁ ଅନେକ ଯୋଜନା ଲାଗୁ

ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦୀଙ୍କ ନେତୃତ୍ୱରେ ଗତ ୮ ବର୍ଷ ମଧ୍ୟରେ ଜୋନାଲ୍‍ ପରିଷଦଗୁଡ଼ିକରେ ଅନେକ ପରିବର୍ତ୍ତନ ଅଣାଯାଇଛି । ଜୋନାଲ୍‍ ପରିଷଦଗୁଡ଼ିକଦ୍ୱାରା ହୋଇଥିବା ବୈଠକ ଗୁଡ଼ିକର ସଂଖ୍ୟାରେ ଯଥେଷ୍ଟ ବୃଦ୍ଧି ଘଟିଛି ।ସେ କହିଛନ୍ତି, ଶ୍ରୀ

ଟିପିଏସ୍‌ଓଡିଏଲ୍‌ ପକ୍ଷରୁ ଗ୍ରାହକଙ୍କୁ ଠକାମି ମେସେଜ୍‌ ସମ୍ପର୍କିତ ସତର୍କ ସୂଚନା

ଭୁବନେଶ୍ୱର: ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍‌ (ଟିପିଏସ୍‌ଓଡିଏଲ୍‌) ପକ୍ଷରୁ ଆଜି ଗ୍ରାହକମାନଙ୍କ ପାଇଁ ଉପଦେଶାବଳୀ ଜାରି କରି ସେମାନଙ୍କୁ ଅସାଧୁ ତତ୍ୱମାନଙ୍କ ବିଷୟରେ ସତର୍କ କରାଯାଇଛି । ଗ୍ରାହକଙ୍କ ପୂର୍ବ ମାସର ବିଦ୍ୟୁତ

ଆସନ୍ତାକାଲି ଓ ୨୦ ତାରିଖରେ ବିଭିନ୍ନ ଜିଲ୍ଲାରେ ପ୍ରବଳ
ବର୍ଷା

ଉତ୍ତର ବଙ୍ଗୋପସାଗରରେ ଆସନ୍ତାକାଲି ସୁଦ୍ଧା ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି । ଏହାର ପ୍ରଭାବରେ ଆଜିଠାରୁ ରାଜ୍ୟରେ ବର୍ଷାର ପରିମାଣ ବଢିବ । ଆସନ୍ତାକାଲି ଓ ୨୦ ତାରିଖରେ ବିଭିନ୍ନ ଜିଲ୍ଲାରେ ପ୍ରବଳ

ପ୍ରବଳ ଆନନ୍ଦ ଉଲ୍ଲାସ ମଧ୍ୟରେ ଭାଦ୍ରବ କୃଷ୍ଣ ଅଷ୍ଟମୀ ତିଥିରେ ଆଜି
ଶ୍ରୀକ୍ଷେତ୍ରରେ ପ୍ରଭୁ ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବ

ପ୍ରବଳ ଆନନ୍ଦ ଉଲ୍ଲାସ ମଧ୍ୟରେ ଭାଦ୍ରବ କୃଷ୍ଣ ଅଷ୍ଟମୀ ତିଥିରେ ଆଜି ଶ୍ରୀକ୍ଷେତ୍ରରେ ପ୍ରଭୁ ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବ ପାଳିତ ହେଉଛି । ଏହି ଅବସରରେ ପୁରୀ ସହରରେ ଥିବା ବିଭିନ୍ନ ମଠବାଡି ସମେତ ଶ୍ରୀମନ୍ଦିରରେ ହଜାର ହଜାର ସଂଖ୍ୟକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି । ପ୍ରତ୍ୟୁଷରୁ ବହୁ ସଂଖ୍ୟକ

୨୦୨୨-୨୩ ଶିକ୍ଷାବର୍ଷ ପାଇଁ ଯୁକ୍ତ ୨ରେ ନାମଲେଖା ଆରମ୍ଭ

୨୦୨୨-୨୩ ଶିକ୍ଷାବର୍ଷ ପାଇଁ ଯୁକ୍ତ ୨ରେ ନାମଲେଖା ପାଇଁ କଟ୍‌ଅଫ୍‌ ମାର୍କ ତାଲିକା ପ୍ରକାଶ ପାଇଛି । ଆସନ୍ତାକାଲିଠାରୁ ପ୍ରଥମ ପର୍ଯ୍ୟାୟ ନାମଲେଖା ଆରମ୍ଭ ହେବା ନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଛାତ୍ରଛାତ୍ରୀମାନେ samsodisha.gov.inକୁ ଯାଇ

ପୁରୀ ଜିଲ୍ଲାରେ ମକରା, ରାଜୁଆ ଓ କୁଶଭଦ୍ରା ନଦୀର ତିନୋଟି ସ୍ଥାନରେ
ଘାଇ

ପୁରୀ ଜିଲ୍ଲାରେ ମକରା, ରାଜୁଆ ଓ କୁଶଭଦ୍ରା ନଦୀର ତିନୋଟି ସ୍ଥାନରେ ଘାଇ ସୃଷ୍ଟି ହେବା ଫଳରେ ବନ୍ୟା ସ୍ଥିତି ସଙ୍ଗିନ ହେବାରେ ଲାଗିଛି । କଣାସ, ଡେଲାଙ୍ଗ, ପିପିଲି, ନିମାପଡା, ଗୋପ ଓ ପୁରୀ ସଦର ବ୍ଲକର ଲକ୍ଷାଧିକ ଲୋକ କ୍ଷତିଗ୍ରସ୍ତ ହୋଇଛନ୍ତି । ୩୮ଟି ପଞ୍ଚାୟତର ୧୩୮ଟି ଗ୍ରାମ ଜଳବନ୍ଦୀ