Sign in
Sign in
Recover your password.
A password will be e-mailed to you.
ଆଇନକ୍ସ ଗ୍ରିନ୍ ଏନର୍ଜି ସର୍ଭିସେସ୍ ଲିମିଟେଡ୍ର ୭୪୦ କୋଟି ଟଙ୍କାର ଇନିସିଆଲ୍ ପବ୍ଲିକ୍ ଅଫର୍ ୨୦୨୨ ନଭେମ୍ବର ୧୧ରେ…
ଭୁବନେଶ୍ୱର: ଆଇନକ୍ସ ୱିଣ୍ଡ୍ ଲିମିଟେଡ୍ର ସହାୟକ କଂପାନି ଆଇନକ୍ସ ଗ୍ରିନ୍ ଏନର୍ଜି ସର୍ଭିସେସ୍ ଲିମିଟେଡ୍ର ୭୪୦ କୋଟି ଟଙ୍କାର ଇନିସିଆଲ୍ ପବ୍ଲିକ୍ ଅଫର୍ (ଆଇପିଓ) ୨୦୨୨ ନଭେମ୍ବର ୧୧ରେ ଖୋଲିବ ।ଏହି ଆଇପିଓରେ ସାମିଲ ରହିଛି ୩୭୦ କୋଟି ଟଙ୍କାର ନୂଆ ସେୟାର୍ ଇସ୍ୟୁ ଏବଂ ୩୭୦ କୋଟି ଟଙ୍କାର!-->…
ଆର୍ଚିନ୍ କେମିକାଲ୍ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ର ଇନିସିଆଲ୍ ପବ୍ଲିକ୍ ଅଫର ୨୦୨୨ ନଭେମ୍ବର ୯ରେ ଖୋଲିବ
ଭୁବନେଶ୍ୱର: ଆର୍ଚିନ୍ କେମିକାଲ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ର ଇନିସିଆଲ ପବ୍ଲିକ୍ ଅଫର (ଆଇପିଓ) ୨୦୨୨ ନଭେମ୍ବର ୯ ତାରିଖ ବୁଧବାର ଖୋଲିବ । ଏହି ଅଫରରେ ୮୦୫ କୋଟି ଟଙ୍କା ମୂଲ୍ୟର ନୂଆ ଇକ୍ୱିଟି ସେୟାର ଏବଂ ଅଫର ଫର ସେଲ୍ରେ ୧୬,୧୫୦,୦୦୦ ଇକ୍ୱିଟି ସେୟାର ଜାରି କରାଯିବ । ଆଙ୍କର!-->…
ଟିପିସିଓଡିଏଲ୍ ପକ୍ଷରୁ ନଭେମ୍ବରରେ ଗୁଣାତ୍ମକ ମାସ ପାଳନ
ଭୁବନେଶ୍ୱର: ଟିପି ସେଂଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିସିଓଡିଏଲ୍) ପକ୍ଷରୁ ଆୟୋଜିତ ଏକ ଆଭ୍ୟନ୍ତରୀଣ କାର୍ଯ୍ୟକ୍ରମରେ ନଭେମ୍ବର ୨୦୨୨ ମାସକୁ ଗୁଣାତ୍ମକ ମାସ ଭାବରେ ପାଳନ କରାଯିବା ପାଇଁ ଘୋଷଣା କରାଯାଇଛି । ଚଳିତ ବର୍ଷ ଗୁଣାତ୍ମକ ମାସର ବିଷୟବସ୍ତୁ ହେଉଛି “ଗୁଣାତ୍ମକ!-->…
ବିଦ୍ୟୁତ ବିଲ୍ ଦେୟ ପ୍ରଦାନ ପାଇଁ ଟିପିଏସ୍ଓଡିଏଲ୍ ପକ୍ଷରୁ ଏସ୍ବିଆଇ ସହିତ ସହଯୋଗିତା
ବ୍ରହ୍ମପୁର: ଗ୍ରାହକମାନଙ୍କୁ ବିଦ୍ୟୁତ ବିଲ୍ ପେମେଂଟ୍ ସୁବିଧା ପ୍ରଦାନ କରିବା ଲାଗି ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିଏସ୍ଓଡିଏଲ୍) ପକ୍ଷରୁ ଭାରତର ସର୍ବବୃହତ ବ୍ୟାଙ୍କ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ସହିତ ସହଯୋଗିତା ସ୍ଥାପନ କରାଯାଇଛି। ଟିପିଏସ୍ଓଡିଏଲ୍ର ସମସ୍ତ!-->…
ଆସନ୍ତା ୧୦ ତାରିଖରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପୁରୀ ଗସ୍ତକୁ
ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତୁତି
ଆସନ୍ତା ୧୦ ତାରିଖରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପୁରୀ ଗସ୍ତକୁନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଓ ସମୀକ୍ଷା ବୈଠକ ଅନୁଷ୍ଠିତହୋଇଯାଇଛି । ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବଙ୍କ ଅଧ୍ୟକ୍ଷତାରେଅନୁଷ୍ଠିତ ଏହି ବୈଠକରେ ରାଷ୍ଟ୍ରପତିଙ୍କ ଗସ୍ତ ଓ ଦର୍ଶନ ବ୍ୟବସ୍ଥାକୁ!-->…
ଭାରତର ନିର୍ବାଚନ କମିଶନ ଆଜି ବରଗଡ ଜିଲ୍ଲା ପଦ୍ମପୁର
ଉପନିର୍ବାଚନ ପାଇଁ ଭୋଟ୍ଗ୍ରହଣର ତାରିଖ ଘୋଷଣା କରିଛନ୍ତି
ଭାରତର ନିର୍ବାଚନ କମିଶନ ବରଗଡ ଜିଲ୍ଲା ପଦ୍ମପୁରଉପନିର୍ବାଚନ ପାଇଁ ଭୋଟ୍ଗ୍ରହଣର ତାରିଖ ଘୋଷଣା କରିଛନ୍ତି । ଆସନ୍ତାଡିସେମ୍ବର ୫ ତାରିଖରେ ଭୋଟ୍ଗ୍ରହଣ କରାଯିବ ଏବଂ ୮ ତାରିଖରେଭୋଟ୍ଗଣତି ହେବ । ଏଥିପାଇଁ ଚଳିତମାସ ୧୦ ତାରିଖରେ ବିଜ୍ଞପ୍ତି ପ୍ରକାଶପାଇବ । ଆସନ୍ତା ୧୭ ତାରିଖ ସୁଦ୍ଧା!-->…
ଭଦ୍ରକ ଜିଲ୍ଲା ଧାମନଗର ବିଧାନସଭା ଉପନିର୍ବାଚନର ଭୋଟ୍ଗଣତି ଆଜି ହେବ
ଭଦ୍ରକ ଜିଲ୍ଲା ଧାମନଗର ବିଧାନସଭା ଉପନିର୍ବାଚନର ଭୋଟ୍ଗଣତି ରବିବାରରେ ହେବ । ଭଦ୍ରକ ସଂସ୍କୃତି ଭବନଠାରେ ସକାଳ ୮ଟାରୁ ଗଣତି କାର୍ଯ୍ୟ ଆରମ୍ଭ ହେବ । ୨୫୨ଟି ବୁଥ୍ ପାଇଁ ୧୪ଟି ଟେବୁଲ୍ରେ ୧୮ ରାଉଣ୍ଡରେ ଗଣତି ହେବ । ପ୍ରଥମେ ପୋଷ୍ଟାଲ୍ ଭୋଟ୍ ଗଣତି ପରେ ଇ.ଭି.ଏମ୍. ଗଣତି ଆରମ୍ଭ ହେବ ।!-->…
ଆଇଡିବିଆଇ ବ୍ୟାଙ୍କ ପକ୍ଷରୁ ୭.୫୦% ହାରରେ ୭୦୦ ଦିନିଆ ଅମୃତ ମହୋତ୍ସବ ଜମାର ଶୁଭାରମ୍ଭ
ଭୁବନେଶ୍ୱର: ଆଇଡିବିଆଇ ବ୍ୟାଙ୍କ ପକ୍ଷରୁ ଏକ ସୀମିତ ସମୟ ଅଫର ଭାବେ ମାତ୍ର ୭୦୦ ଦିନରେ ୭.୫୦%ର ସର୍ବାଧିକ ସୁଧ ହାର ସହ ଅମୃତ ମହୋତ୍ସବ ଜମାର ଆଉ ଏକ ଭାରିଆଂଟ୍କୁ ଉନ୍ମୋଚନ କରାଯାଇଛି । ଏହା ସହିତ ୫୫୫ ଦିନିଆ ଅମୃତ ମହୋତ୍ସବ ଜମାରେ ସୁଧ ହାରକୁ ୬.୫୦%ରୁ ବଢ଼ାଇ ସର୍ବାଧିକ ୭.୦୦%କୁ ବୃଦ୍ଧି!-->…
ଟିଭିଏସ୍ ମୋଟର କଂପାନି ପକ୍ଷରୁ ବ୍ୟାପକ ଆକର୍ଷଣୀୟ ସୁବିଧା ସୁଯୋଗ ଥିବା ନୂଆ ଟିଭିଏସ୍ ଆଇକ୍ୟୁବ୍ ଇଲେକ୍ଟ୍ରିକ୍…
• ନୂଆ ଟିଭିଏସ୍ ଆଇକ୍ୟୁବ୍ ସିରିଜ୍ ପର୍ସନାଲାଇଜଡ୍ ଥିମ୍, ମ୍ୟୁଜିକ୍ ପ୍ଲେୟାର କଂଟ୍ରୋଲ୍, ଭଏସ୍ ଆସିଷ୍ଟ୍ ଏବଂ ଟିଭିଏସ୍ ଆଇକ୍ୟୁବ୍ ଆଲେକ୍ସା ସ୍କିଲ୍ସେଟ୍, ଯାନର ସ୍ୱାସ୍ଥ୍ୟ ଓ ନିରାପତା ଏବଂ ଓଟିଏ ଅପ୍ଡେଟ୍ ଭଳି ବ୍ୟାପକ ଶ୍ରେଣୀର ଅଗ୍ରଣୀ କନେକ୍ଟେଡ୍ ସୁବିଧା ସୁଯୋଗ ପ୍ରଦାନ କରୁଛି•!-->…
ଦେଶର ଉତ୍ତର ପୂର୍ବାଞ୍ଚଳ ବ୍ୟତୀତ ଅନ୍ୟାନ୍ୟ
ଅଞ୍ଚଳରେ ଏହା ଆଂଶିକ ଦୃଶ୍ୟମାନ ହେବ
ଭାରତ ଏବଂ ଅନ୍ୟ କେତେକ ଦେଶରେ ଆଜି ସୂର୍ଯ୍ୟ ପରାଗ ଆଂଶିକଦୃଶ୍ୟମାନ ହେବ । ଦେଶର ଉତ୍ତର ପୂର୍ବାଞ୍ଚଳ ବ୍ୟତୀତ ଅନ୍ୟାନ୍ୟଅଞ୍ଚଳରେ ଏହା ଆଂଶିକ ଦୃଶ୍ୟମାନ ହେବ । ଅପରାହ୍ନ ୪ଟା ୨୯ ମିନିଟ୍ରୁଏହା ଆରମ୍ଭ ହୋଇ ସନ୍ଧ୍ୟା ୫ଟା ୪୨ ମିନିଟ ପର୍ଯ୍ୟନ୍ତ ଦୃଶ୍ୟମାନ ହେବ ।ତେବେ କେତେକ ଅଞ୍ଚଳରେ!-->…