ନେକ୍ସସ୍ ଏସ୍‌ପ୍ଲାନେଡ୍‌ରେ ହାଇସ୍ପିଡ୍ ଇଭି ଚାର୍ଜିଙ୍ଗ୍ ଷ୍ଟେଶନ ଉନ୍ମୋଚନ କରିଛି ଷ୍ଟାଟିକ୍‌

ଭୁବନେଶ୍ୱର : ଭାରତର ଅତ୍ୟାଧୁନିକ ଇଭି ଚାର୍ଜିଙ୍ଗ୍ ନେଟ୍‌ୱର୍କ ଷ୍ଟାଟିକ୍ ପକ୍ଷରୁ ଆଜି ଭୁବନେଶ୍ୱରର ନେକ୍ସସ୍ ଏସ୍‌ପ୍ଲାନେଡ୍‌ଠାରେ ଏହାର ଫାଷ୍ଟ୍ ଇଭି ଚାର୍ଜିଙ୍ଗ୍ ଷ୍ଟେଶନର ଶୁଭାରମ୍ଭ କରାଯାଇଛି । ଏହି ରଣନୈତିକ ପଦକ୍ଷେପ ଭାରତରେ ଇଭି ଚାର୍ଜିଙ୍ଗ୍ ପରିଦୃଶ୍ୟକୁ ବୈପ୍ଳବିକ କରିବା ଏବଂ

୨୪କେ ଡିଜିଟାଲ ସୁନା ଉପରେ ଫୋନପେ ପକ୍ଷରୁ ଆକର୍ଷଣୀୟ କ୍ୟାଶବ୍ୟାକ ଅଫର୍‌ର ଘୋଷଣା

ଭୁବନେଶ୍ୱର: ଧନତେରସ ଏବଂ ଦୀପାବଳୀର ପାର୍ବଣ ଋତୁ ପାଇଁ ଫୋନପେ ପକ୍ଷରୁ ୨୪କ୍ୟାରେଟ ସୁନା ଉପରେ ଆକର୍ଷଣୀୟ କ୍ୟାଶବ୍ୟାକ ଅଫର ଘୋଷଣା କରାଯାଇଛି । ଗ୍ରାହକମାନେ ଫୋନପେ ରୁ ସର୍ବନିମ୍ନ ୧୦୦୦ଟଙ୍କା ମୂଲ୍ୟର ଡିଜିଟାଲ ସୁନା କିଣିଲେ ୩୦୦୦ଟଙ୍କା ପର୍ଯ୍ୟନ୍ତ ସୁନିଶ୍ଚିତ କ୍ୟାଶବ୍ୟାକ ଅଫର୍‌ର ଲାଭ

ଓଡିଶା ଷ୍ଟାର୍ଟଅପ୍ ଯାତ୍ରା ଏବଂ ଏକ୍ସପ୍ରେସ ‌ଦ୍ୱାରା ଚଳିତ ସପ୍ତାହରେ ୧୯୦ରୁ ଉର୍ଦ୍ଧ ଆଇଡିଆ ସଂଗ୍ରହ

ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ଦ୍ୱାରା ପରିଚାଳିତ ଷ୍ଟାର୍ଟଅପ୍ ଯାତ୍ରା ଏବଂ ଏକ୍ସପ୍ରେସ ପୂଜା ଛୁଟି ପରେ ପୁଣି ଆରମ୍ଭ ହୋଇ ଚଳିତ ସପ୍ତାହରେ ରାଜ୍ୟର ୭ଟି ଜିଲ୍ଲାର ୧୩ଟି ସ୍କୁଲ ଏବଂ କଲେଜରେ ପହଞ୍ଚିଛି । ଗତ ସପ୍ତାହରେ ଯାତ୍ରା ମଧ୍ୟମରେ ୧୩ଟି ବୁଟକ୍ୟାମ୍ପ ଆୟୋଜନ କରାଯାଇ, ୧୨୭୯ ଜଣ

ଓଡିଶା ଷ୍ଟାର୍ଟଅପ୍ ଯାତ୍ରା ଏବଂ ଏକ୍ସପ୍ରେସ ‌ଦ୍ୱାରା ୭୦ରୁ ଉର୍ଦ୍ଧ ଆଇଡିଆ ସଂଗ୍ରହ

ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଷ୍ଟାର୍ଟଅପ୍ ଯାତ୍ରା ଏବଂ ଏକ୍ସପ୍ରେସ୍ ଦ୍ୱାରା ପୂଜା ଛୁଟି ପରେ ପୁଣି ସ୍କୁଲ ଏବଂ କଲେଜ ଗୁଡିକୁ ଯାତ୍ରାର ଆରମ୍ଭ ହୋଇଛି । ଗତ ୩ଦିନ ମଧ୍ୟରେ ଯାତ୍ରା ପକ୍ଷରୁ ୪ଟି ଜିଲ୍ଲାରେ ୬ଟି ବୁଟକ୍ୟାମ୍ପ ଆୟୋଜନ କରାଯାଇଛି। ଏହି ଯାତ୍ରା

୨୫୦୦୦ ପିନ୍‌କୋଡ୍‌ରେ ପହଂଚିଛି ଓପୋ ଇଣ୍ଡିଆର ସେଣ୍ଡ୍‌-ଇନ୍ ମରାମତି ସେବା

ଭୁବନେଶ୍ୱର : ଓପୋ ଇଣ୍ଡିଆ ଏହାର ସେବା କେନ୍ଦ୍ର ୩.୦ ସହାୟତାରେ ବିକ୍ରୟ-ପରବର୍ତୀ ସେବାରେ ବିପ୍ଳବ ଆଣିଛି ଯାହାକି ପିକ୍‌ଅପ୍ ଓ ଡ୍ରପ୍ ସେବା ସହିତ ସମଗ୍ର ଭାରତରେ ୨୫୦୦୦ ପିନ୍‌କୋଡ୍‌କୁ ବିସ୍ତାର ହୋଇଛି । ଏହି କାର୍ଯ୍ୟକ୍ରମର ଏକ ଅଂଶ ଭାବେ ଓପୋ ଇଣ୍ଡିଆ ସଫ୍ଟୱେୟାର ସମସ୍ୟା, ସ୍କ୍ରିନ୍ ଓ

ମଧୁମେହ ରୋଗୀଙ୍କ ପାଇଁ ଲାଭକାରୀ ହୋଇଥାଏ ହାଇ-ଫାଇବର ସପ୍ଲିମେଂଟ୍‌

ଟାଇପ୍ ୨ ଡାଇବେଟିସ୍ ଥିବା ୧୫୨୪ ଜଣ ରୋଗୀଙ୍କ ଉପରେ ଏକ ଉଲ୍ଲେଖନୀୟ ପ୍ରଭାବ ପକାଇଛି ହାଇ-ଫାଇବର୍ ସପ୍ଲିମେଂଟ୍‌ର ବ୍ୟବହାର ଭୁବନେଶ୍ୱର : ଟାଇପ୍‌-୨ ଡାଇବେଟିସ୍ ରୋଗରେ ପୀଡିତ ୩୦୪୨ ଜଣ ଲୋକ ଓ ୧୫୨ ଜଣ ଡାକ୍ତରଙ୍କ ମଧ୍ୟରେ ପରିଚାଳନା କରାଯାଇଥିବା ଏକ ସର୍ବଭାରତୀୟ ସ୍ତରର ସର୍ବେକ୍ଷଣ

୩ୟ ତ୍ରୈମାସରେ ୧୧୪୭ ଟନ୍‌ରେ ପହଂଚିଛି ସୁନା ଚାହିଦା

ଭୁବନେଶ୍ୱର: ୱାର୍ଲ୍ଡ ଗୋଲ୍ଡ କାଉନ୍ସିଲ୍‌ର ୩ୟ ତ୍ରୈମାସିକ ଗୋଲ୍ଡ ଡିମାଣ୍ଡ ଟ୍ରେଣ୍ଡ୍‌ସ ରିପୋର୍ଟରୁ ଜଣାପଡ଼ିଛି ଯେ, କେନ୍ଦ୍ରୀୟ ବ୍ୟାଙ୍କଗୁଡିକ ଏକ ଐତିହାସିକ ବେଗରେ କ୍ରୟ ବଜାୟ ରଖିଥିବାରୁ ତ୍ରୈମାସିକ ସୁନା ଚାହିଦା (ଓଟିସି ବ୍ୟତୀତ)୧୧୪୭ ଟନ୍‌ରେ ପହଂଚିଛି । ଯାହାକି ଏହାର ୫ ବର୍ଷର

ଡକ୍ଟର ରେଡ୍ଡିସ୍ ପକ୍ଷରୁ ‘ସେଲେବିଡା ୱେଲ୍‌ନେସ୍‌’ର ଶୁଭାରମ୍ଭ

ଭୁବନେଶ୍ୱର: ଏକ ଆନ୍ତର୍ଜାତୀୟ ଫାର୍ମାସ୍ୟୁଟିକାଲ କମ୍ପାନୀ ଡକ୍ଟର ରେଡ୍ଡିସ୍ ଲାବୋରୋଟୋରିଜ୍ ଲିମିଟେଡ୍ ପକ୍ଷରୁ ଏହାର ମାଲିକାନାରେ ଥିବା ସହାୟକ କମ୍ପାନୀ ସ୍ୱାସ୍ ୱେଲ୍‌ନେସ୍ ଲିମିଟେଡ୍ ଦ୍ୱାରା ଏହାର ପ୍ରଥମ ଡାଇରେକ୍ଟ-ଟୁ-କଞ୍ଜ୍ୟୁମର (ଡି୨ସି) ଇକମର୍ସ ୱେବ୍‌ସାଇଟ୍ ‘ସେଲେବିଡା

ୟୁଏସଏଆଇଡି ପକ୍ଷରୁ ୟସ୍ ଉଦ୍ୟୋଗୀ କାର୍ଯ୍ୟକ୍ରମର ଦ୍ୱିତୀୟ ପର୍ଯ୍ୟାୟ ବିଜେତାଙ୍କ ନାମ ଘୋଷିତ

ଭୁବନେଶ୍ୱର : ୟୁନାଇଟେଡ୍ ଷ୍ଟେଟ୍ସ୍ ଏଜେନ୍ସି ଫର୍ ଇଂଟରନ୍ୟାସନାଲ୍ ଡେଭଲପମେଂଟ୍ (ୟୁଏସ୍‌ଏଆଇଡି), ଜନ ହଫକିନ୍ସଙ୍କ ସ୍ୱୀକୃତ ଜାପାଇଗୋ ନେତୃତ୍ୱାଧୀନ ମୋମେଂଟମ୍ କଂଟ୍ରି ଆଣ୍ଡ ଗ୍ଲୋବାଲ୍ ଲିଡରସିପ୍ ପ୍ରକଳ୍ପ ପକ୍ଷରୁ ଅଗ୍ରଣୀ ସାମାଜିକ ଇନକୁବେଟର ଭିଲିଗ୍ରୋର ମିଳିତ ସହଯୋଗିତାରେ ୟସ୍

ନୂଆ ଓପୋଏ୭୯ ୫ଜିର ଶୁଭାରମ୍ଭ

ଭୁବନେଶ୍ୱର: ଓପୋ ଇଣ୍ଡିଆ ପକ୍ଷରୁ ଏହାର ନୂତନ ସ୍ମାର୍ଟଫୋନ୍ ଏ୭୯ ୫ଜିର ଶୁଭାରମ୍ଭ କରାଯାଇଛି, ଯାହାକୁ ଏକ ପ୍ରିମିୟମ ୫ଜି ଡିଭାଇସ୍‌ର ସନ୍ଧାନ କରୁଥିବା ଗ୍ରାହକଙ୍କ ପାଇଁ ନିର୍ମାଣ କରାଯାଇଛି । ଏହି ଡିଭାଇସ୍‌ର ମୂଲ୍ୟ ୧୯,୯୯୯ଟଙ୍କା ରହିଛି ଏବଂ ଏହା ଚଳିତ ଅକ୍ଟୋବର ୨୮ ତାରିଖରୁ ଓପୋ