ଡାବର ଚୱନପ୍ରାଶ ପକ୍ଷରୁ ସାଇନ୍ସ ଇନ ଆକ୍ସନ କ୍ୟାମ୍ପେନ୍‌ ର ଶୁଭାରମ୍ଭ

ଭୁବନେଶ୍ୱର : ଭାରତର ଅଗ୍ରଣୀ ବିଜ୍ଞାନ-ଆଧାରିତ ଆୟୁର୍ବେଦ କମ୍ପାନୀ ଡାବର ଇଣ୍ଡିଆ ଲିମିଟେଡ ପକ୍ଷରୁ ଉପଭୋକ୍ତାମାନଙ୍କୁ ଆୟୁର୍ବେଦ ଓ ସୁସ୍ଥ ଜୀବନଶୈଳୀର ଲାଭ ସମ୍ପର୍କରେ ସଚେତନ କରିବା ପାଇଁ ‘ସାଇନ୍ସ ଇନ୍ ଆକ୍ସନ’ କ୍ୟାମ୍ପେନ ଲଂଚ୍ କରାଯାଇଛି । ଏହା ଆୟୁର୍ବେଦ ପଛରେ ରହିଥିବା ବିଜ୍ଞାନ

ଏଂଟରପ୍ରାଇଜ୍ ଓଡ଼ିଶା, ଝାରସୁଗୁଡ଼ାରେ ୨୩,୩୮୯.୪୩ କୋଟି ଟଙ୍କାର ଏମ୍‌ଓୟୁ ସ୍ୱାକ୍ଷରିତ, ୧୫,୧୬୮ ନିଯୁକ୍ତି ସୁଯୋଗ…

ଓଡ଼ିଶା ସରକାରଙ୍କ ସହ ୧୧ ଏମ୍‌ଓୟୁ ସ୍ୱାକ୍ଷର ରାଜ୍ୟରେ ଭିତିଭୂମିରେ ଜିଏସ୍‌ଡିପି ନିବେଶ ୭.୫-୮%କୁ ବୃଦ୍ଧି ପାଇବ : ମୁଖ୍ୟ ସଚିବ ଝାରସୁଗୁଡ଼ା ଓଡ଼ିଶା ଶିଳ୍ପାୟନର ପ୍ରତିନିଧିତ୍ୱ କରୁଛି: ହେମନ୍ତ ଶର୍ମା ଶିଳ୍ପ ପ୍ରଦର୍ଶନୀରେ ୧୦୦ରୁ ଅଧିକ ପ୍ରଦର୍ଶନକାରୀଙ୍କ ଅଂଶଗ୍ରହଣ

ଭାରତରେ ଦୁଇଚକିଆ ଡିଜିଟାଲ ବୀମା କ୍ଷେତ୍ରରେ ଫୋନପେର ଉଲ୍ଲେଖନୀୟ ବୃଦ୍ଧି

ଭାରତରେ ଦୁଇଚକିଆ ଯାନର ଡିଜିଟାଲ ବୀମା କ୍ଷେତ୍ରରେ ୬୫%ରୁ ଅଧିକ ଅଭିବୃଦ୍ଧିରେ ଯୋଗଦାନ ଦେଇଛି । କଂପାନି ୭୫ ନିୟୁତରୁ ଅଧିକ ଯାନ ବୀମା ମୂଲ୍ୟ ଏବଂ ବୀମା ଉତ୍ପାଦଗୁଡ଼ିକରେ ୪୦୦ ନିୟୁତ ମୂଲ୍ୟ ସୁବିଧା ମଧ୍ୟ ପ୍ରଦାନ କରିଛି । ଫୋନପେ ସେପ୍ଟେମ୍ବର ୨୦୨୧ରେ ନିଜ ପ୍ଲାଟଫର୍ମରେ ବୀମା ପ୍ରଦାନ

ଓଡିଶାରେ ସ୍ୱାସ୍ଥ୍ୟ ସମସ୍ୟାଗୁଡିକୁ ସମ୍ବୋଧିତ କରିବା ପାଇଁ ମଣିପାଲସିଗ୍‌ନା ହେଲ୍‌ଥ ଇନ୍ସୁରାନ୍ସ ପକ୍ଷରୁ ସ୍ୱତନ୍ତ୍ର…

ମଣିପାଲସିଗ୍‌ନା ହେଲ୍‌ଥ ଇନ୍ସୁରାନ୍ସ ନିଜର ମଜଭୁତ ମଲ୍ଟି-ଚ୍ୟାନେଲ ଡିଷ୍ଟ୍ରିବ୍ୟୁଶନ ନେଟ୍‌ୱର୍କ ଓ ମଲ୍ଟି-ପ୍ରଡକ୍ଟ ଅଫରିଙ୍ଗ ସହିତ ଓଡିଶାରେ ଏହାର ଉପସ୍ଥିତି ବିସ୍ତାର କରିବା ଜାରି ରଖିଛି । ପୂର୍ବାଂଚଳ ଭାରତରେ ନିଜର ଉପସ୍ଥିତିକୁ ଅଧିକ ଶକ୍ତିଶାଳୀ କରିବା ଓ ରୋଗୀମାନଙ୍କୁ ସେବା

କୃଷି ଓଡ଼ିଶା ୨୦୨୪ ଉଦ୍‌ଯାପିତ, ମାର୍କେଟିଂ ଓ ପ୍ୟାକେଜିଂ ଉପରେ ମହିଳା ଏସ୍‌ଏଚ୍‌ଜି ଗୁରୁତ୍ୱ ଦେବାକୁ ରାଜ୍ୟପାଳଙ୍କ…

ଗ୍ରାମୀଣ କ୍ଷେତ୍ରର ବିକାଶ ହେଲେ ଦେଶର ବିକାଶ ହେବ: ରାଜ୍ୟପାଳ ରଘୁବର ଦାସ ବ୍ଲକ୍ ସ୍ତରରେ କୃଷି ଯନ୍ତ୍ରପାତି ମେଳା ଆୟୋଜନ କରାଯିବ: କୃଷି ମନ୍ତ୍ରୀ ଭୁବନେଶ୍ୱର : ଓଡ଼ିଶା ସରକାରଙ୍କ କୃଷି ଓ କୃଷକ କଲ୍ୟାଣ ବିଭାଗ ଏବଂ ଫିକିର ମିଳିତ ସହଯୋଗରେ ଜନତା ମଇଦାନଠାରେ ଆୟୋଜିତ କୃଷି

ସର୍ବାଧିକ ବିକାଶମୂଳକ କାର୍ଯ୍ୟ ହେଉଥିବା ରାଜ୍ୟ ଭାବେ ଉଭା ହୋଇଛି ଓଡ଼ିଶା: ମନ୍ତ୍ରୀ ଅଶୋକ ପଣ୍ଡା

ଅନ୍ତର୍ଜାତୀୟ ଧାନ ଗବେଷଣା ପ୍ରତିଷ୍ଠାନ, ମିଶନ ଶକ୍ତି ଏବଂ କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦେଶାଳୟ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ କୃଷି ଓଡ଼ିଶା ୨୦୨୪ର ଦ୍ୱିତୀୟ ଦିବସରେ ୩୦ ଏସ୍‌ଏଚ୍‌ଜି ଗ୍ରୁପ୍ ପୁରସ୍କୃତ ୧୦ ଜଣ ଚାଷୀଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ନଗଦ ପୁରସ୍କାର ପ୍ରଦାନ

ଗୁଜରାଜ ଜାଏଂଟ୍ସ ଅଲ୍ଟିମେଟ ଖୋ ଖୋ ସିଜନ-୨ର ବିଜେତା,୩ୟ ସ୍ଥାନରେ ଓଡିଶା ଜଗରନଟ୍ସ

କଟକ,୧୩ ଜାନୁଆରୀ ୨୦୨୪: ଅଲ୍ଟିମେଟ ଖୋ ଖୋ ସିଜନ ୨ର ଚାମ୍ପିଅନ ହୋଇଛି ଗୁଜରାଟ ଜାଏଂଟ୍ସ । ଆଜି କଟକର ଜୱାହାରଲାଲ ନେହେରୁ ଷ୍ଟାଡିୟମରେ ଖେଳାଯାଇଥିବା ଫାଇନାଲ ମ୍ୟାଚରେ ଗୁଜରାଟ ଜାଏଂଟ୍‌ସ, ଚେନ୍ନାଇ କ୍ୱିକ ଗନ୍‌ସକୁ ୩୧-୨୬ ପଏଂଟରେ ପରାଜିତ କରି ଟାଇଟଲ ହାସଲ କରିଛି । ଲିଗ ପର୍ଯ୍ୟାୟରେ

ଗର୍ଭବତୀଙ୍କୁ ରକ୍ତଦାନ କରି ମାନବିକତା ଦେଖାଇଲେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ

ବୁର୍ଲା: ଜଣେ ଗର୍ଭବତୀଙ୍କୁ ନୂଆ ଜୀବନ ଦେଇଛନ୍ତି ୧୦୮ ଆମ୍ବୁଲାନ୍ସ କର୍ମଚାରୀ । ଘଟଣାନୁଯାୟୀ ସୁନ୍ଦରଗଡ଼ ଜିଲ୍ଲା ସୁବଦେଗା ବ୍ଲକ ଅନ୍ତର୍ଗତ ପଂଚମାହାଳ ଗ୍ରାମର ଇଚ୍ଛା ସନ୍ଧା (୨୨ବର୍ଷ) ନାମକ ଜଣେ ଗର୍ଭବତୀଙ୍କୁ ଗୁରୁତର ପ୍ରସବ ଯନ୍ତ୍ରଣା ଯୋଗୁଁ ବୁର୍ଲାସ୍ଥିତ ଭିଏସଏସ ଡାକ୍ତରଖାନାରେ

ମା’ମାନଙ୍କ ସଶକ୍ତୀକରଣ ସରକାରଙ୍କ ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ: ନବୀନ ପଟ୍ଟନାୟକ

-ଜନତା ମଇଦାନରେ କୃଷି ଓଡ଼ିଶା ୨୦୨୪ର ଉଦ୍‌ଘାଟିତ- ୧୦ ମହିଳା ଚାଷୀଙ୍କ ସମେତ ୨୭ ଜଣ ଚାଷୀ ପୁରସ୍କୃତ ଭୁବନେଶ୍ୱର: ମା’ମାନଙ୍କ ଉନ୍ନତି କେବଳ ଏକ ପରିବାରକୁ ନୁହେଁ, ସାରା ସମାଜକୁ ତାହାର ଲାଭ ମିଳିଥାଏ । ସେମାନଙ୍କ ସଶକ୍ତୀକରଣ ରାଜ୍ୟ ସରକାରଙ୍କ ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ।

ଅଲ୍ଟିମେଟ ଖୋ ଖୋ ସିଜନ-୨,ଫାଇନାଲରେ ଗୁଜରାଟ ଜିଆଂଟ୍ସକୁ ଭେଟିବ ଚେନ୍ନାଇ କ୍ୱିକ ଗନ୍ସ

କଟକ,୧୨ ଜାନୁଆରୀ ୨୦୨୪: ୩୨ଟି ମ୍ୟାଚ ଓ ୧୬ ଦିନର ଉତ୍ସାହଜନକ ଖୋ ଖୋ ପରେ ଅଲ୍ଟିମେଟ ଖୋ ଖୋ ସିଜନ ୨ର ଚାମ୍ପିଅନ ପଦ ପାଇଁ ଆସନ୍ତାକାଲି (ଶନିବାର) କଟକର ଜୱାହାରଲାଲ ନେହେରୁ ଷ୍ଟାଡିୟମରେ ଚେନ୍ନାଇ କ୍ୱିକ ଗନ୍ସ ଓ ଗୁଜରାଟ ଜିଆଂଟ୍ସ ମଧ୍ୟରେ ମହାମୁକାବିଲା ହେବ । ଦର୍ଶକଙ୍କ ପସନ୍ଦର ଦଳ ଭାବେ