Sign in
Sign in
Recover your password.
A password will be e-mailed to you.
ମୋବାଇଲ୍ ଫୋନ୍ ପିଲାଙ୍କ ଖରାପ ସ୍ୱାସ୍ଥ୍ୟର କାରଣ
ଦିନକୁ ଦିନ ବଢି ଚାଲିଛି ମୋବାଇଲ୍ ଫୋନ୍ ବ୍ୟବହାର। ଛୋଟଠାରୁ ବଡ଼ ସମସ୍ତେ ଏହାକୁ ବ୍ୟବହାର କରୁଛନ୍ତି। ହେଲେ ଅଧିକ ସମୟ ମୋବାଇଲ ବ୍ୟବହାର କରିବା ସ୍ୱାସ୍ଥ୍ୟ ପ୍ରତି କ୍ଷତିକାରକ ବୋଲି ଜଣାପଡିଛି। ବିଶେଷକରି ପିଲାମାନଙ୍କ ଉପରେ ଏହାର ପ୍ରଭାବ ଅଧିକ ପଡିଥାଏ ବୋଲି ଏକ ଗବେଷଣାରୁ ଜଣାପଡ଼ିଛି।…
ଗୁଆ ପୂଜା କଲେ ମିଳେ ଏହି ସମସ୍ୟାରୁ ମୁକ୍ତି
ଏକ ଛୋଟ ଗୁଆକୁ ଗଣେଶ ଭଗବାନଙ୍କ ପାଖରେ ପୂଜା କରି ଶ୍ରୀ ଯନ୍ତ୍ରପାଖରେ ରଖିଦିଅନ୍ତୁ। ଏହା ଦ୍ୱାରା ଅଟକିଥିବା କାମ ହୋଇଯିବ।
୨. କୌଣସି କାମରେ ଯିବା ସମୟରେ ପାଖରେ ଲବଙ୍ଗ, ଅଳେଇଚ, ଗୁଆ ରଖିଲେ ସଫଳତା ପାଇବେ ବୋଲି ଜ୍ୟୋତିଷଶାସ୍ତ୍ରରେ କୁହାଯାଇଛି।
…
ସୂର୍ଯ୍ୟଙ୍କୁ ଉପାସନା କଲେ ବୃଦ୍ଧି ହେବ ଧନ ସମ୍ପତ୍ତି ଓ ରୋଜଗାର
ଆପଣ ଅଧିକ ପରିଶ୍ରମ କରୁଛନ୍ତି ହେଲେ କିଛି ଲାଭ ହେଉନାହିଁ। ପରିଶ୍ରମର ଫଳ ପାଉନାହାନ୍ତି। ସବୁ ବେଳେ ଅଭାବ ଅନଟନ ଲାଗି ରହୁଛି। ଯେତେ ଚେଷ୍ଟା କଲେ ବି ସ୍ଥିତିରେ ସୁଧାର ଆସୁନାହିଁ। କୁଣ୍ଡଳିର ପ୍ରଭାବରେ ଏପରି ହେଉଥିବ। କୁଣ୍ଡଳିରେ ସୂର୍ଯ୍ୟଙ୍କ ସ୍ଥିତିକୁ ନେଇ ଏପରି ଦଶା ଭୋଗିବାକୁ ପଡିଥାଏ।…
ପାକିସ୍ତାନର ମାନବାଧିକାର କର୍ମୀ ଆସମା ଜାହାଙ୍ଗୀରଙ୍କ ପରଲୋକ
ଲାହୋର :ପାକିସ୍ତାନର ନିର୍ଭୟା ତଥା ମାନବାଧିକାର କର୍ମୀ ଆସମା ଜାହାଙ୍ଗୀରଙ୍କର ପରଲୋକ ହୋଇଯାଇଛି ।ଜଣାଶୁଣା ବରିଷ୍ଠ ଆଇନଜୀବୀ ତଥା ମାନବାଧିକାର କାର୍ଯ୍ୟକର୍ତ୍ତା ଆସ୍ମା ଜାହାଙ୍ଗୀରଙ୍କ ଆଜି ଲାହୋରରେ ପରଲୋକ ଘଟିଛି । ତାଙ୍କୁ ୬୬ ବର୍ଷ ହୋଇଥିବା ବେଳେ ହୃଦ୍ଘାତରେ ମୃତ୍ୟୁ ଘଟିଥବା…
ଡିପ୍ରେସନରୁ ମୁକ୍ତି ପାଇଁ ଖାଆନ୍ତୁ ଏହି ଖାଦ୍ୟ
ଆମ ସମସ୍ତଙ୍କ ଜୀବନରେ କିଛି ନା କିଛି ସମସ୍ୟା ଆସେ। ବେଳେ ବେଳେ ସମସ୍ୟାରୁ ବାହାରିବା ଆମ ପାଇଁ ମୁସ୍କିଲ ହୋଇଯାଏ। ଫଳରେ ଆମକୁ ଚିନ୍ତା ମାଡ଼ିବସେ। ଡାକ୍ତରୀ ଭାଷାରେ ଆମେ ଡିପ୍ରେସନର ଶିକାର ହେଉ। ଏଥିରୁ ମୁକ୍ତି ପାଇବା ପାଇଁ ଆମେ ଡାକ୍ତରଙ୍କ ପରାମର୍ଶ ନେଉ। ତେବେ ଏମିତି କିଛି ଖାଦ୍ୟ ଅଛି…
ଫ୍ରିଜ୍ରେ ରଖିବେନି ଏହି ଖାଦ୍ୟ
ପାଉଁରୁଟି: ଏହାକୁ ଫ୍ରିଜ୍ରେ ରଖିଲେ ଶୀଘ୍ର ଶୁଖିବା ସହ ଖଟା ହୋଇଯାଏ। ଜରିରେ ଗୁଡ଼ାଇ, ଶୁଷ୍କ-ଶୀତଳ ସ୍ଥାନରେ ରଖନ୍ତୁ।
ତରଭୁଜ: କାଟିବା ପୂର୍ବରୁ ଫ୍ରିଜ୍ରେ ରଖନ୍ତୁନାହିଁ। କାଟିସାରିବା ପରେ ଜରିରେ ଗୁଡ଼ାଇରଖନ୍ତୁ।
କଦଳୀ: ସଂପୂର୍ଣ୍ଣ ପାଚିଥିଲେ ଫ୍ରିଜ୍ରେ ରଖିପାରନ୍ତି।…
ଗ୍ରୀନ୍ ମଟରର ଫାଇଦା
ଗ୍ରୀନ୍ ମଟରରେ ପ୍ରଚୁର ପରିମାଣରେ ପ୍ରୋଟିନ୍ ଓ ଫାଇବର ଥାଏ । ଏଥିରେ ଆଇରନ୍ ,ଜିଙ୍କ୍, ମାଙ୍ଗାନିଜ୍, ଓ କପର ଅଛି । ଯାହା ଶରୀରକୁ ବିଭିନ୍ନ ରୋଗରୁ ରକ୍ଷା କରିଥାଏ । ଏତଦ୍ବ୍ୟତୀତ ଏଥିରେ ଆଣ୍ଟି ଅକ୍ସିଡେଣ୍ଟ ମଧ୍ୟ ମିଳିଥାଏ, ଯାହା ରୋଗ ପ୍ରତିରୋଧକ କ୍ଷମତା ବୃଦ୍ଧି କରିବାରେ ସହାୟକ…
ସୂର୍ଯ୍ୟଙ୍କ ମନ୍ତ୍ର ଓ ଏହାର ସକରାତ୍ମକ ପ୍ରଭାବ
‘ଓଁ ମିତ୍ରାୟ ନମଃ, ଓଁ ରବାୟେ ନମଃ
ଓଁ ସୂର୍ଯ୍ୟାୟ ନମଃ, ଓଁ ଭନାବେ ନମଃ
ଓଁ ପୁଂସନେ ନମଃ, ଓଁ ହିରଣାଗର୍ଭାୟ ନମଃ
ଓଁ ମରିଚାୟେ ନମଃ, ଓଁ ଆଦିତାୟ ନମଃ
ଓଁ ସବିତ୍ରେ ନମଃ, ଓଁ ଅର୍କାୟ ନମଃ
ଓଁ ମିତ୍ରାୟ ନମଃ’
ଜ୍ୟୋତିଷ ବିଜ୍ଞାନ ଅନୁସାରେ, ସୂର୍ଯ୍ୟଙ୍କୁ ଆତ୍ମାର ଏକ ଅଂଶ ବୋଲି…
ଜମ୍ମୁ-କଶ୍ମୀରର ସେନା କ୍ୟାମ୍ପରେ ଆତଙ୍କବାଦୀ ଆକ୍ରମଣ
ଜମ୍ମୁ-କଶ୍ମୀରର ସେନା କ୍ୟାମ୍ପରେ ଆତଙ୍କବାଦୀ ଆକ୍ରମଣ
.ସେନାର ଜଣେ ଜବାନ ସହିଦ ଜଣେ ମେଜରଙ୍କ ସମେତ୭ ଜଣ ଗୁରୁତର
.ଜୈଶ-ଇ- ମହମ୍ମଦ ଏହି ଆତଙ୍କବାଦୀ ଆକ୍ରମଣ କରିଥିବା ସୂଚନା
.ଜମ୍ମୁ କଶ୍ମୀରରେ ଥିବା ସଂଜୁବା କ୍ୟାମ୍ପରେ ଶନିବାର ଭୋରରୁ ହୋଇଛି ଆକ୍ରମଣ
ପଞ୍ଚମୁଖୀ ରୁଦ୍ରାକ୍ଷଙ୍କ ବିଶେଷତ୍ୱ
ପଞ୍ଚମୁଖୀ ରୁଦ୍ରାକ୍ଷର ଇଷ୍ଟଗ୍ରହ ହେଉଛନ୍ତି: ବୃହସ୍ପତି ଏବଂ ଇଷ୍ଟଦେବ: ମହାଦେବ। ଏହାକୁ ସୋମବାର ଦିନ ପରିଧାନ କରାଯାଏ। ଏହାର ମନ୍ତ୍ର ହେଉଛି: ଓଁ ହ୍ରୀଂ ନମଃ।
ସ୍ୱାସ୍ଥ୍ୟ ସମସ୍ୟା ଦୂର କରିବା ବ୍ୟତିରେକେ, ପଞ୍ଚମୁଖୀ ରୁଦ୍ରାକ୍ଷର ମାଳା ପରିଧାନ କଲେ ସୌଭାଗ୍ୟ ମିଳିବା ସହ ବିଦ୍ୟା…