Sign in
Sign in
Recover your password.
A password will be e-mailed to you.
ଜିଅନ୍ତା ଜଲିଗଲେ ଶିକ୍ଷୟତ୍ରୀ
ଧର୍ମଶାଳା.- ଜଣେ ଶିକ୍ଷୟତ୍ରୀ ଜୀବନ୍ତ ଦଗ୍ଧ ହୋଇ ମୃତ୍ୟୁ ବରଣ କରିଥିବା ସୂଚନା ମିଳିଛି । ଯାଜପୁର ଜିଲା ଧର୍ମଶାଳାରେ ଏହି ଘଟଣା ଘଟିଛି । ଦାମୋଦରପୁର ବିଦ୍ୟାଳକୟର ସରୋଜିନୀ ନାମକ ଶିକ୍ଷୟତ୍ରୀ ମାନସିକ ଭାରସାମ୍ୟ ହରାଇ ଏପରି କରିଥିବା ସୂଚନା ମିଳିଛି ।
ସେ କିଛି ଦିନ ଧରି ଅସୁସ୍ଥ ଥିଲେ ।…
ଏସୀୟକ୍ରୀଡାର ୨୦୦ ମିଟର ସେମିଫାଇନାଲରେ ଦୂତୀ ଚାନ୍ଦ
ଜାକାର୍ତ୍ତା.- ଓଡିଆ ଝିଅ ଦୂତୀ ଚାନ୍ଦ ଏସୀୟ କ୍ରୀଡାରରେ ୧୦୦ ମିଟରରେ ରୌପ୍ୟ ପଦକ ଜିତିବା ପରେ ପୁଣି ୨୦୦ ମିଟରର ସେମିଫାଇନାଲ୍କୁ ଉନ୍ନୀତ ହୋଇଛନ୍ତି । ବାରତର ଅନ୍ୟତମ ଧାବିକା ହିମା ଦାସ ବି ସେମିଫାଇନାଲ୍କୁ ଉନ୍ନୀତ ହୋଇଛନ୍ତି ।
ଯୋଗ୍ୟତା ପର୍ଯ୍ୟାୟରେ ଦୂତୀ ଚାନ୍ଦ…
ଏହି ଉପାୟରେ ମୁହଁକୁ କରିବେ ଦାଗ ହୀନ, ଦୂର ହେବ କଳା ଦାଗ ଉଜ୍ଜଳ ହେବ ଚେହେରା
ମୁହଁରେ କଳାଦାଗ ଆପଣ ନିମ୍ନରେ ବର୍ଣ୍ଣନା କରାଯ।ଇଥିବା ଉପାୟ ଅବଲମ୍ବନ କରି ବହୁ ମାତ୍ରାରେ ଏଥିରୁ ମୁକ୍ତି ପାଇ ପାରିବେ । ମୁହଁ ଦାଗହୀନ ହେବ
ଅନେକ ଥର ମୁହଁ ଧୋଇବା ସହ ବେଳେ ବେଳ ମୁହଁରେ ବରଫ ମାଲିସ କରନ୍ତୁ
ମୁଲତାନ ମିଟି ସହ ନିମ୍ବ ପତ୍ରର ଫେସ୍ ପ୍ୟାକ…
ଗୋଧ୍ରା ଟ୍ରେନ୍ ପୋଡି ମାମଲାରେ ୨ ଜଣଙ୍କୁ ଆଜୀବନ କାରଦଣ୍ଡ
ଅହମ୍ମଦାବାଦ.- ଗୋଧ୍ରା ଟ୍ରେନ ପୋଡି ମାମଲାରେ ଏକ ସ୍ୱତନ୍ତ୍ର ଅଦାଲତ ୨ ଜଣ ଅଭିଯୁକ୍ତଙ୍କୁ ଆଜୀବନ କାରଦଣ୍ଡାଦେଶ ଦେଇଛନ୍ତି । ଏହି ମାମଲାରେ ଅନ୍ୟ ୩ ଜଣଙ୍କୁ ଅଦାଲତ ଖଲାସ କରିଛନ୍ତି । ୨୦୦୨ ମସିହାରେ ସାବରମତୀ ଏକ୍ସପ୍ରେସକୁ ଏହି ଅଭିଯୁକ୍ତମାନେ ପୋଡି ଦେଇଥିବା ପାଇଁ ଅନ୍ୟମାନଙ୍କୁ…
୨୦ ବର୍ଷୀୟ ନୀରଜ ଏସୀୟ କ୍ରୀଡାର ଇତିହାସରେ ପ୍ରଥମ ଥର ପାଇଁ ଦେଶ ପାଇଁ ଜାଭେଲିନ୍ ଥ୍ରୋରେ ଜିତିଲେ ସ୍ୱର୍ଣ୍ଣ
ଜାକାର୍ତ୍ତା.- ୨୦ ବର୍ଷିୟ ନୀରଜ ଭାରତ ପାଇଁ ଏସୀୟ କ୍ରୀଡାରେ ସ୍ୱର୍ଣ୍ଣପଦକ ଜିତିଛନ୍ତି । ସେ ଜାଭଲିନ୍ ଥ୍ରୋରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ଇଣ୍ଡୋନେସିଆରରେ ଜାକାର୍ତ୍ତାରେ ଚାଲିଥିବା ଏସୀୟ କ୍ରୀଡାରେ ସେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ୮୮.୦୬ ମିଟର ଜାଭେଲିନ୍ ଫିଙ୍ଗି ସେ ପ୍ରଥମ…
ଏ ସବୁ କଲେ ନିଶ୍ଚିତ ଘୁଙ୍ଗୁଡି ସମସ୍ୟାରୁ ମୁକ୍ତି ପାଇବେ
କେତକ ଲୋକ ଶୋଇବା ସମୟରେ ଘୁଙ୍ଗୁଡି ମାରନ୍ତି । ତାଙ୍କ ପାଖରେ ଶୋଇଥିବା ଲୋକ ଘୁଙ୍ଗୁଡି ଯୋଗୁଁ ଶୋଇ ପାରି ନଥାନ୍ତି । ଶ୍ୱାସ କ୍ରିୟାରେ ସମସ୍ୟା ଯୋଗୁଁ ଘୁଙ୍ଗୁଡି ସମସ୍ୟା ଦେଖା ଦେଇଥାଏ ।
ମୋଟାପଣ ବଢିଲେ ଘୁଙ୍ଗୁଡି ହୋଇଥାଏ । ବ୍ୟାୟାମ କଲେ ଏହି ସମସ୍ୟାରୁ ମୁକ୍ତିମିଳି ପାରିବ ।…
ଫାଇଭ୍ଷ୍ଟାର ହୋଟେଲ୍ରେ ଖାଦ୍ୟ ଖାଇ ଡାଇରିଆରେ ଇଂଲଣ୍ଡର ସ୍ୱାମୀ ଓ ସ୍ତ୍ରୀଙ୍କର ମୃତ୍ୟୁ !
ଲଣ୍ଡନ.- ଇଜିପ୍ଟର ଏକ ପଞ୍ଚ ତାରକା ହୋଟେଲ୍ରେ ରହିଥିବା ଅନେକ ପର୍ଯ୍ୟଟକ ସେଠାକାର ଖାଦ୍ୟ ଖାଇ ଅସୁସ୍ଥ ହୋଇ ପଡିଥିବା ଅଭିଯୋଗ ହୋଇଛି । ଏଠାରେ ରହୁଥିବା ଏକ ବ୍ରିଟିଶ ଦମ୍ପତ୍ତିଙ୍କର ମୃତ୍ୟୁ ହୋଇଛି । ସେଠାକାର ଖାଦ୍ୟ ଖାଇ ଅତିଥିମାନଙ୍କର ଏପରି ଅବସ୍ଥା ହୋଇଥିଲା । ସମସ୍ତଙ୍କର ପେଟ ଖରାପ…
ମୋଦିଙ୍କୁ ପାକିସ୍ତାନର ଏହି ଭଉଣୀ ୨୪ ବର୍ଷ ଧରି ବାନ୍ଧୁଛନ୍ତି ରାକ୍ଷୀ
ନୂଆଦିଲ୍ଲୀ.- ଗତ ୨୪ ବର୍ଷ ଧରି ପାକିସ୍ତାନରେ ଜନ୍ମ ହୋଇଥିବା ଜଣେ ମହିଳା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କା ରାକ୍ଷୀ ବାନ୍ଧିଆସୁଛନ୍ତି । କ୍ୱାମାର ମୋହସିନ୍ ଶେଖ ନାମକ ମହିଳା ମୋଦି ଆର୍ଏସ୍ଏସ୍ର କର୍ମକର୍ତ୍ତା ଥିବା ବେଳୁ ତାଙ୍କୁ ରାକ୍ଷୀ ବାନ୍ଧି ଆସୁଛନ୍ତି ।
ଏବେ ନରେନ୍ଦ୍ର…
ବାଜପେୟୀଙ୍କ ଚିତାଭସ୍ମ ନେଇ ଯାଉଥିବା ଡଙ୍ଗା ଉତ୍ତର ପ୍ରଦେଶର କୁଆନୋ ନଦୀରେ ଓଲଟିଲା , ଅଳ୍ପକେ ବର୍ତ୍ତିଲେ ବିଜେପି…
ଲକ୍ଷ୍ମୌ.- ବାଜପେୟୀଙ୍କର ଚିତାଭସ୍ମକୁ ଉତ୍ତରପ୍ରଦେଶର କୁଆନୋ ନଦୀରେ ବିସର୍ଜନ ପାଇଁ ନିଆଯାଉଥିବା ବେଳେ ଏହି ଡଙ୍ଗାରେ ଅଧିକ ଲୋକ ଚଢି ଯିବାରୁ ତାହା କୂଳରେ ଓଲଟି ପଡିଥିବା ଜଣା ପଡିଛି । ଏଥରେ ଉତ୍ତର ପ୍ରଦେଶର ପୂର୍ବତନ ପ୍ରଦେଶ ଅଧ୍ୟକ୍ଷ ରାମପତି ରାମ ତ୍ରିପାଠୀ ଓ ସାସଂଦ ହରିଶ୍…
ସଲାମ୍ ଦୂତୀ ଚାନ୍ଦ, ଓଡିଆ ଝିଅ ଦୂତୀ ଏସୀୟ କ୍ରୀଡାରେ ରଚିଲେ ଇତିହାସ
ଜାକାର୍ତ୍ତା.- ମାଲେସିଆର ଜାକାର୍ତ୍ତାରେ ଅନୁଷ୍ଠିତ ଏସୀୟ କ୍ରୀଡାରେ ଓଡିଆ ଝିଅ ଦୂତୀ ଚାନ୍ଦ ଇତିହାସ ରଚିଛନ୍ତି । ସେ ପ୍ରଥମ ଓଡିଆ ଆଥଲେଟ୍ ଭାବେ ଏସୀୟ କ୍ରୀଡାର ୧୦୦ ମିଟରରେ ରୌପ୍ୟ ପଦକ ଜିତିଛନ୍ତି । ୧୧.୩୨ ସେକେଣ୍ଡରେ ସେ ଏହି ଦୂରତା ଅତିକ୍ରମ କରି ରୌପ୍ୟ ପଦକ ଜିତିଛନ୍ତି । ମାତ୍ର…