ଆଇଆରଡିଏର ଏହି  ନିଷ୍ପତ୍ତି ଯ଼ୋଗୁଁ   ମୋଟରସାଇକେଲ ମୂଲ୍ୟରେ ୨୫୦୦ ଟଙ୍କା ହ୍ରାସ ପାଇବ

ନୂଆଦିଲ୍ଲୀ : ପାର୍ବଣ ଋତୁରେ ବାଇକ ପ୍ରେମୀଙ୍କ ପାଇଁ ଖୁସି ଖବର । କାରଣ ବାଇକ ଦର ପ୍ରାୟ ୨୫୦୦ ଟଙ୍କା ପର୍ଯ୍ୟନ୍ତ ହ୍ରାସ ପାଇବାର ସମ୍ଭାବନା ରହିଛି ।  ଭାରତୀୟ ବୀମା ନିୟାମକ  ଓ ବିକାଶ ପ୍ରାଧିକରଣ (ଆଇଆରଡିଏ)ର ନୂଆ ସର୍କୁଲାର ଅନୁସାରେ ଏହା ସମ୍ଭବ ହୋଇପାରିଛି । ଆଇଆରଡିଏ ଦ୍ୱାରା…

ଶାରଦୀୟ ନବରାତ୍ରୀର 3ୟ ଦିନରେ ମା ଚନ୍ଦ୍ରଘଣ୍ଟାଙ୍କ ଆରାଧନା କରାଯ଼ାଏ

ନବରାତ୍ରର ତୃତୀୟ ଦିବସରେ ମାତା ଚନ୍ଦ୍ରଘଣ୍ଟାଙ୍କର ଆରାଧନା କରାଯାଏ । ମାତାଙ୍କର ମସ୍ତକରେ ଅର୍ଦ୍ଧଚନ୍ଦ୍ର ଶୋଭାପାଏ ଓ ସେ ସଂସାରରେ ନ୍ୟାୟ ପ୍ରତିଷ୍ଠା କରନ୍ତି । ମାତାଙ୍କର ଶରୀର ସୁବର୍ଣ୍ଣବର୍ଣ୍ଣା ଓ ପଶୁରାଜ ସିଂହ ତାଙ୍କ ବାହନ । ମାତା ଚନ୍ଦ୍ରଘଣ୍ଟା ଦଶଭୂଜା ଓ ତ୍ରିନୟନା । ଦଶ ହାତ…

ଶାରଦୀୟ ନବରାତ୍ରୀର 2ୟ ଦିନରେ ମା ବ୍ରହ୍ମଚାରିଣୀଙ୍କ ଆରାଧନା କରନ୍ତୁ

ନବରାତ୍ରର ଦ୍ୱିତୀୟ ଦିନରେ ଭଗବତୀଙ୍କର ବ୍ରହ୍ମଚାରିଣୀ ସରୂପର ଆରାଧନା କରାଯାଏ । ମା ବ୍ରହ୍ମଚାରିଣୀ ଶୁଭ୍ର ବସ୍ତ୍ରପରିହିତା,ଦୁଇ ହସ୍ତରେ କମଣ୍ଡଳୁ ଓ ଜପମାଳା ଓ ପଦ୍ମ ଧରିଥାନ୍ତି । ସେ ପରମ ସନ୍ୟାସିନୀ । ଶ୍ରୀ ଶ୍ରୀ ଦେବୀ ଭାଗବତ ଅନୁସାରେ ଗିରିରାଜ କୁମାରୀ ପାର୍ବତୀ ଦେବର୍ଷି ନାରଦଙ୍କ…

ଅତି ଭୀଷଣ ରୂପ ଧାରଣ କରୁଛି ସାମୁଦ୍ରିକ ଝଡ଼ ତିତଲି, ପବନର ବେଗ ଘଣ୍ଟା ପ୍ରତି ୧୬୫ କିମି ଛୁଇଁବା ଆଶଙ୍କା

ଭୁବନେଶ୍ୱର: ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରକ ଝଡ଼ ‘ତିତଲି’  ବେଳକୁବେଳ ଅଧିକ ଭୀଷଣ ହେଉଛି । ପୂର୍ବରୁ ଏହାକୁ ଭୀଷଣ ସାମୁଦ୍ରିକ ଝଡ଼ କୁହାଯ଼ାଉଥିବାବେଳେ ଆଜି ତାହାକୁ ଅତି ଭୀଷଣ ସାମୁଦ୍ରିକ ଝଡ଼କୁ ବଦଳାଇଛି ଭାରତୀୟ ପାଣିପାଗ ବିଭାଗ । ଏବେ ଏହା ଗୋପାଳପୁରଠାରୁ…

ନବରାତ୍ରୀର ପ୍ରଥମ ଦିନ : ଆଜି ମା’ ଶୈଳପୁତ୍ରୀଙ୍କ ଆରାଧନା କରନ୍ତୁ

ଆଶ୍ୱିନର ଶରତ ସକାଳରେ ଧରଣୀ ହୋଇଛି ପୁଲକିତ । ଗୃହଠାରୁ ଦେବାଳୟ ପର୍ଯ୍ୟନ୍ତ ସବୁଠାରେ ଜ୍ୟୋତିର୍ମୟୀ ଜଗନ୍ମାତାଙ୍କ ଆଗମନର ପଦଧ୍ୱନି । ଓଡ଼ିଶା ସମେତ ସାରାଦେଶରେ ଆରମ୍ଭ ହୋଇଛି ନବରାତ୍ର ବା ନବଦିନାତ୍ମକ ଶକ୍ତି ପୂଜା । ନବରାତ୍ରର ନଦଦିନରେ ମାଦଙ୍କର ନଦଟି ସ୍ୱରୂପର ଆରାଧନା କରାଯାଏ । ପ୍ରଥମ…

 ରାହୁଲଙ୍କ ଭକ୍ତ ଅବତାର, କ୍ଷମତା ପାଇଁ କଂଗ୍ରେସର ନୂଆ ଚାଲ ?

ନୂଆଦିଲ୍ଲୀ : ମଧ୍ୟପ୍ରଦେଶରେ  ଗତ ୧୫ ବର୍ଷ ହେଲା ଶାସନ କ୍ଷମତାରୁ ବାହାରେ ଥିବା କଂଗ୍ରେସ ଏଥର ନିର୍ବାଚନ ଜିତିବାକୁ  ସବୁପ୍ରକାରର ରଣକୌଶଳ ଗ୍ରହଣ କରୁଛି । ଖାସ ଗାଦି ହାତେଇବା ପାଇଁ ଦିନେ ହିନ୍ଦୁତ୍ୱକୁ ପ୍ରବଳ ବିରୋଧ କରୁଥିବା ଦଳ ଏଥର ନିଜକୁ ପରମ ହିନ୍ଦୁବାଦୀ ବୋଲି ପ୍ରଚାର କରୁଛି ।…

ମାଡିଆସୁଛି ସାମୁଦ୍ରିକ ବାତ୍ୟା ତିତିଲି, ଘଣ୍ଟାପ୍ରତି ୧୨୫ କିଲୋମିଟର ରହିବ ପବନର ବେଗ

ଭୁବନେଶ୍ୱର : ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ବାତ୍ୟା ତିତଲି ଧୀରେ ଧୀରେ ଓଡ଼ିଶା ଉପକୂଳ ଆଡକୁ ଗତି କରୁଛି । ଏବେ ଓଡ଼ିଶାର ଗୋପାଳପୁରଠାରୁ ପ୍ରାୟ ୫୦୦ କିଲୋମିଟର ଦକ୍ଷିଣପୂର୍ବ ଦିଗରେ ଓ ଆନ୍ଧ୍ରପ୍ରଦେଶର କଳିଙ୍ଗପଟ୍ଟନମଠାରୁ ଦକ୍ଷିଣପୂର୍ବ ଦିଗରେ  କେନ୍ଦ୍ରୀଭୂତ ହୋଇରହିଛି ।…

କୁଖ୍ୟାତ ଆତଙ୍କବାଦୀ ମାସୁଦ ଅଜହରର କିଡନୀ ଖରାପ, ଆଉ ଅଳ୍ପଦିନ

 ନୂଆଦିଲ୍ଲୀ : କୁଖ୍ୟାତ ଆତଙ୍କବାଦୀ ତଥା ଜୈସ-ଇ-ମୋହମ୍ମଦର ପ୍ରତିଷ୍ଠାତା ମୌଲାନା ମାସୁଦ ଅଜହର ଏବେ ଶଯ୍ୟାଶାୟୀ । ତାହାର ସ୍ପାଇନାଲ କର୍ଡ ଓ କିଡନୀ ଖରାପ ହୋଇଯାଇଛି । ସେଥିପାଇଁ ଏବେ ସେ ରାଓ୍ଵଲପିଣ୍ଡିର ଏକ ମିଲିଟାରୀ ହସପିଟାଲରେ ଚିକିତ୍ସିତ ହେଉଛି ବୋଲି ଭାରତୀୟ ଗୁଇନ୍ଦା ସଂସ୍ଥାମାନେ…

ମାତ୍ର ୧ ଟଙ୍କାରେ ମିଳିବ ଅନରର ଏହି ୩ଟି ସ୍ମାର୍ଟଫୋନ ! କିପରି ଜାଣନ୍ତୁ 

ନୂଆଦିଲ୍ଲୀ : ଆଗକୁ ଦଶହରା ଅଛି ।  ସ୍ମାର୍ଟଫୋନ କମ୍ପାନି ଅନର ମଧ୍ୟ ଏକ ଆକର୍ଷଣୀୟ ଅଫର ଅନର ଦଶହରା ସେଲ ଘୋଷଣା କରିଛି । ଏହା ଅକ୍ଟୋବର ୧୦ରୁ ଅକ୍ଟୋବର ୧୫ ପର୍ଯ୍ୟନ୍ତ ଚାଲିବ । ଏହି ସେଲ ଅଧିନରେ କମ୍ପାନି ନିଜର ହାଣ୍ଡସେଟଗୁଡିକ  ଉପରେ ଆକର୍ଷଣୀୟ ରିହାତି ଓ ଗିଫ୍ଟ କୁପନ ପ୍ରଦାନ କରୁଛି ।…

ଭାରତ ଏସ-୪୦୦ କିଣିବା ପଥରେ ରହିଛି ଏକ ବଡ଼ ପ୍ରତିବନ୍ଧକ, ତାହା କଣ ଜାଣନ୍ତୁ

ନୂଆଦିଲ୍ଲୀ : ବିଶ୍ୱର ସୁପରପାଓ୍ଵାର ଆମେରିକାର ବାରଣ ସତ୍ତ୍ୱେ ଭାରତ ଋଷିଆଠାରୁ ମିସାଇଲ ଡିଫେନ୍ସ ସିଷ୍ଟମ ଏସ-୪୦୦ କିଣିବା ଲାଗି ଚୁକ୍ତି କରିଛି  ।  ପୂର୍ବରୁ ଚୀନ ଏସ-୪୦୦ କିଣିବା ନେଇ ଆମେରିକା କଟକଣାର ସମ୍ମୁଖୀନ ହୋଇଥିବାବେଳେ  ଭାରତ ପ୍ରତି କିନ୍ତୁ  କୋହଳ ମନୋଭାବ ପ୍ରଦର୍ଶନ କରିଛି…