ଭାରତରେ ଅନର୍ ୨୦୦ ସିରିଜ୍‌ର ଶୁଭାରମ୍ଭ

ଭୁବନେଶ୍ୱର: ଭାରତୀୟ ବଜାରରେ ନିଜର ପୋର୍ଟଫୋଲିଓକୁ ବିସ୍ତାର କରି ଅନର୍ ପକ୍ଷରୁ ଏହାର ଲୋକପ୍ରିୟ ନମ୍ବର ସିରିଜ ଶୃଙ୍ଖଳାରେ ନୂତନ ସ୍ମାର୍ଟଫୋନ, ଅନର ୨୦୦ ସିରିଜ୍‌ର ଶୁଭାରମ୍ଭ ଘୋଷଣା କରାଯାଇଛି । ଅନର୍ ୨୦୦ ପ୍ରୋ ୫ଜି ଓ ଅନର୍ ୨୦୦ ୫ଜି ସାମିଲ ଥିବା ଏହି ନୂତନ ସିରିଜ୍ ଅତ୍ୟାଧୁନିକ

ଝାରସୁଗୁଡ଼ାରେ ସିଆଇଆଇ ଏମଏସଏମଇ ଭେଣ୍ଡର କନେକ୍ଟ ସିରିଜ ୨୦୨୪ ଅନୁଷ୍ଠିତ

ଝାରସୁଗୁଡ଼ା: ସିଆଇଆଇ ଓଡ଼ିଶା ରାଜ୍ୟ ପରିଷଦ ପକ୍ଷରୁ ଝାରସୁଗୁଡ଼ାଠାରେ ସିଆଇଆଇ ଏମଏସଏମଇ ଭେଣ୍ଡର କନେକ୍ଟ ସିରିଜ୍ ୨୦୨୪ ର ପ୍ରଥମ ସଂସ୍କରଣ ଅନୁଷ୍ଠିତ ହୋଇଯାଇଛି । ସିଆଇଆଇ ଏମଏସଏମଇ ଭେଣ୍ଡର କନେକ୍ଟ ସିରିଜର ପ୍ରଥମ ସଂସ୍କରଣରେ ଓଡ଼ିଶା ରାଜ୍ୟରେ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମଏସଏମଇ)ର

କଟକ, ବାଦାମବାଡିରେ ରିଲାଏନ୍ସ ଡିଜିଟାଲର ନୂଆ ଷ୍ଟୋର୍‌

କଟକ, ୨୦ ଜୁଲାଇ ୨୦୨୪: ରିଲାଏନ୍ସ ଡିଜିଟାଲ ପକ୍ଷରୁ କଟକର ବାଦାମବାଡି ସ୍ଥିତ ଲିଙ୍କ୍‌ରୋଡ୍‌ଠାରେ ଏହାର ନୂଆ ଷ୍ଟୋର୍‌ର ଶୁଭାରମ୍ଭ କରାଯାଇଛି । ୧୨,୦୦୦ ବର୍ଗଫୁଟ୍ ଅଂଚଳରେ ପରିବ୍ୟାପ୍ତ ଏହି ଟେକ୍ନୋଲୋଜି ଗନ୍ତବ୍ୟସ୍ଥଳୀ ଇଲେକ୍‌ଟ୍ରୋନିକ୍ସ ସାମଗ୍ରୀର ବିକ୍ରି ପରବର୍ତୀ ସେବା ପାଇଁ

ମେଟା ଭେରିଫାଏଡ ସବସ୍କ୍ରିପ୍ସନର ଶୁଭାରମ୍ଭ

ଭୁବନେଶ୍ୱର: ମେଟା ଏବେ ଭାରତରେ ଫେସବୁକ ଏବଂ ଇନଷ୍ଟାଗ୍ରାମରେ ବ୍ୟବସାୟ ପାଇଁ ମେଟା ଭେରିଫାଏଡ ସବସ୍କ୍ରିପ୍ସନ ପ୍ଲାନ ଆରମ୍ଭ କରିଛି । ନିଜ ଆପରେ ବ୍ୟବସାୟଗୁଡ଼ିକୁ ସେମାନଙ୍କର ଲକ୍ଷ ହାସଲ କରିବାରେ ସାହାଯ୍ୟ କରିବା ପାଇଁ ମେଟା କିପରି ସବୁଠାରୁ ମୂଲ୍ୟବାନ ସବସ୍କ୍ରିପ୍ସନ ଟୁଲକିଟ୍ ପ୍ରଦାନ

ବଜାରକୁ ଆସିଛି ନୂଆ ରୟାଲ ଏନ୍‌ଫିଲ୍ଡ ଗରିଲା ୪୫୦

ଭୁବନେଶ୍ୱର: ରୟାଲ ଏନ୍‌ଫିଲ୍ଡ ପକ୍ଷରୁ ଏହାର ପ୍ରିମିୟମ ମଡର୍ଣ୍ଣ ରୋଡ୍‌ଷ୍ଟର- ରୟାଲ ଏନ୍‌ଫିଲ୍ଡ ଗରିଲା ୪୫୦ର ଶୁଭାରମ୍ଭ କରାଯାଇଛି । ଏକ ଉନ୍ନତ ଚାଳନା ଅନୁଭୂତି ଦେବା ପାଇଁ ସଠିକ୍ ଭାବେ ନିର୍ମିତ ଗରିଲା ୪୫୦ ଲମ୍ବା ଯାତ୍ରା, ଶୁଦ୍ଧ ଓ ପ୍ରାଥମିକ ଆନନ୍ଦ ପ୍ରଦାନ କରିବା ପାଇଁ ଉଦ୍ଦିଷ୍ଟ

ଓ.ଡି.ଏମ୍. ସ୍କୁଲରେ ବିଶ୍ୱ ଯୁବ ଦକ୍ଷତା ଦିବସ ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୭/୨୦୨୪: ଓ.ଡି.ଏମ୍‌. ଗ୍ଲୋବାଲ ସ୍କୁଲ ଏବଂ ପବ୍ଲିକ ସ୍କୁଲ ପରିସରରେ ବିଶ୍ୱ ଯୁବ ଦକ୍ଷତା ଦିବସ ୨୦୨୪ ପାଳିତ ହୋଇଯାଇଅଛି । ଓ.ଡି.ଏମ୍‌. ଶିକ୍ଷାନୁଷ୍ଠାନ ସମୂହର ପ୍ରତିଷ୍ଠାତା ଡକ୍ଟର ସତ୍ୟବ୍ରତ ମୀନକେତନଙ୍କ ପୌରୋହିତ୍ୟରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ଅଣସଂକ୍ରାମକ ରୋଗ ଉପରେ ଗୋଲଟେବୁଲ ଆଲୋଚନା

ଭୁବନେଶ୍ୱର: ରିଚ୍ (ରିସୋର୍ସ ଗ୍ରୁପ୍ ଫର୍ ଏଜୁକେସନ୍ ଆଣ୍ଡ ଆଡଭୋକେସି ଫର କମ୍ୟୁନିଟି ହେଲ୍ଥ) ପକ୍ଷରୁ ଭୁବନେଶ୍ୱରର ହୋଟେଲ ସ୍ୱସ୍ତି ପ୍ରିମିୟମଠାରେ "ଅଣ ସଂକ୍ରାମକ ରୋଗ (ଏନସିଡି: ବିଜ୍ଞାନ ଓ ଗଣମାଧ୍ୟମକୁ ଏକାଠି କରିବା’ ଶୀର୍ଷକ ଏକ ଗଣମାଧ୍ୟମ ଗୋଲଟେବୁଲ ଆଲୋଚନା ଚକ୍ର ଅନୁଷ୍ଠିତ

ଭୁବନେଶ୍ୱର ପହଂଚିଛି ବିର୍‌ଲା ଓପସ୍ ଇଂଟରାକ୍ଟିଭ ଏକ୍ସପୋ

ବିର୍‌ଲା ଓପସ୍ ପ୍ରଡକ୍ଟ ଶୃଙ୍ଖଳାର ଅନନ୍ୟ ଫିଚରଗୁଡିକର ଅନୁଭୂତି ପାଇବା ପାଇଁ ବ୍ୟାଣିଜ୍ୟ ସମୁଦାୟ ସ୍ୱତନ୍ତ୍ର ପହଂଚ ହାସଲ କରିଛିଭୁବନେଶ୍ୱର, ୧୨ ଜୁଲାଇ ୨୦୨୪: ଫେବୃଆରୀ ୨୦୨୪ରେ ଆଦିତ୍ୟ ବିର୍‌ଲା ଗ୍ରୁପ୍ “ବିର୍‌ଲା ଓପସ୍‌’ର ଲଂଚ୍ ସହିତ ପେଂଟ୍ ଶିଳ୍ପରେ ପ୍ରବେଶ କରିଥିଲା । ବିର୍‌ଲା

ଡାଲମିଆ ଭାରତ ପକ୍ଷରୁ ରଥ ଯାତ୍ରା ୨୦୨୪ରେ ଓଡ଼ିଶାର ରଥ ଶିଳ୍ପକାରମାନଙ୍କୁ ଡିଏସପି ଏକ୍ସପର୍ଟ ରଥ ଶିଳ୍ପକାର ସମ୍ମାନ…

ପୁରୀ : ଓଡ଼ିଶା ଏବଂ ଏହାର ପରମ୍ପରା ପ୍ରତି କମ୍ପାନୀର ଦୀର୍ଘଦିନର ପ୍ରତିବଦ୍ଧତାକୁ ଦୋହରାଇ ଭାରତର ଅଗ୍ରଣୀ ସିମେଂଟ ନିର୍ମାତା ଡାଲମିଆ ଭାରତ ଲିମିଟେଡ (ଡିବିଏଲ୍‌), ଏହାର ‘ସାଲ୍ୟୁଟିଂ ଦି ଏକ୍ସପର୍ଟ' କାର୍ଯ୍ୟକ୍ରମ ମାଧ୍ୟମରେ ଓଡ଼ିଶାର କୁଶଳୀ ରଥ ଶିଳ୍ପକାରମାନଙ୍କୁ

ଓଡିଏମ ଏଜୁକେସନାଲ ଗ୍ରୁପର ୧୪୨ ଜଣ ଶିକ୍ଷକଙ୍କୁ ସ୍କୁଲ ଇନୋଭେସନ ଆମ୍ବାସାଡର ମାନ୍ୟତା

ଭୁବନେଶ୍ୱର: ଓଡିଏମ୍ ଏଜୁକେଶନାଲ ଗ୍ରୁପ୍ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା ସ୍ୱରୂପ ଭାରତର ଶିକ୍ଷା ମନ୍ତ୍ରଣାଳୟ ଏହାର ୧୪୨ ଜଣ ଶିକ୍ଷକଙ୍କୁ ସ୍କୁଲ ଇନୋଭେସନ ଆମ୍ବାସାଡର ଭାବେ ପ୍ରମାଣିତ କରିଛି । ଶିକ୍ଷକମାନଙ୍କ ମଧ୍ୟରେ ଅଭିନବ ଚିନ୍ତାଧାରା ଏବଂ ଉଦ୍ୟୋଗୀ ଦକ୍ଷତାକୁ ପ୍ରୋତ୍ସାହିତ କରିବା