Sign in
Sign in
Recover your password.
A password will be e-mailed to you.
୮ରେ ଜାରି ହେବ ବିଜେପିର ନିର୍ବାଚନୀ ଇସ୍ତାହାର!
ନୂଆଦିଲ୍ଲୀ: ସପ୍ତଦଶ ସାଧାରଣ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ଦେଶର ୨୦ଟି ରାଜ୍ୟର ବିଭିନ୍ନ ଲୋକସଭା ଆସନରେ ଅନିଷ୍ଠିତ ହେବ । ଏପ୍ରିଲ ୧୧ ପରେ ବିଭିନ୍ନ ତାରିଖରେ ମେ’ ୧୯ ଯାଏଁ ଆହୁରି ୬ଟି ପର୍ଯ୍ୟାୟରେ ମତଦାନ ହେବ । ଏହା ପୂର୍ବରୁ ରାଜନୈତିକ ଦଳମାନେ ପ୍ରଚାର କାମରେ ବ୍ୟସ୍ତ ଅଛନ୍ତି ।…
ମହିଳା ବାରମ୍ବାର ଅସୁସ୍ଥ ହେଉଥିଲେ ବାସ୍ତୁ ଦୋଷ ବି ହୋଇପାରେ କାରଣ
ଭୁବନେଶ୍ୱର: ଯଦି ମହିଳା ମାନଙ୍କର ଦେହ ବାରମ୍ବାର ଖରାପ ହେଉଛି ତେବେ ଏହା ବାସ୍ତୁ ଦୋଷ ମଧ୍ୟ କାରଣ ହୋଇପାରେ । କାରଣ ଅନେକ ସମୟରେ ଆମେ ଘରର ସୁନ୍ଦରତା ବଢାଇବା ପାଇଁ ବାସ୍ତୁକୁ ଅଣଦେଖା କରିଦେଇଥାଉ । ଏହି ଛୋଟ କଥାଟି ପରେ ଦୁଃଖର କାରଣ ହୋଇଥାଏ ।
ପଣ୍ଡିତ ମାନେ କୁହନ୍ତି, ବାସ୍ତୁର…
ସୁବର୍ଣ୍ଣପୁରରେ ଫୁଟିବ ସୁନାର ପଦ୍ମ!, ଦିନକ ପରେ ଆସୁଛନ୍ତି ମୋଦୀ
ଭୁବନେଶ୍ୱର: ଆଗାମୀ ୫ ବର୍ଷ ମଧ୍ୟରେ ସୁବର୍ଣ୍ଣପୁର ଜିଲ୍ଲାର ବିକାଶ କରାଯିବ । କୃଷି ଭିତ୍ତିକ ସୁବର୍ଣ୍ଣପୁର ଜିଲ୍ଲାର ଚାଷୀଙ୍କ କ୍ଷେତକୁ ବର୍ତ୍ତମାନ ସ୍ଥିତିରେ ପାଣି ଅଭାବ ଥିବା ବେଳେ ୨୦୨୪ ପୂର୍ବରୁ ଏହି ସମସ୍ୟାର ସମାଧାନ ହୋଇପାରିବ । ମତ୍ସଜୀବୀ ଓ ବୟନଶିଳ୍ପକୁ ପ୍ରୋତ୍ସାହନ ମିଳିବ ।…
ହିନ୍ଦୁ ନବବର୍ଷ: ନାମ ଭିନ୍ନ ହୋଇଥିଲେ ବି ଚିନ୍ତାଧାରା ଏକ
ଭୁବନେଶ୍ୱର: ହିନ୍ଦୁ ନବବର୍ଷକୁ ବିଭିନ୍ନ ନାମରେ ପୁରା ଦେଶରେ ପାଳନ କରାଯାଇଥାଏ । ଉତ୍ତର ଭାରତରେ ଚୈତ୍ର ଶୁକ୍ଳ ପ୍ରତିପଦା ଠାରୁ ଚୈତ୍ର ନବରାତ୍ରର ଆୟୋଜନ ଆରମ୍ଭ ହୋଇଥାଏ । ଏବର୍ଷ କଳସ ସ୍ଥାପନାର ଶୁଭ ମୁହୁର୍ତ୍ତ ୬ ଏପ୍ରିଲ ସକାଳ ୬ଟା ୯ମିନିଟ ରୁ ପୂର୍ବାହ୍ଣ୧୦ଟା ୧୯ ପର୍ଯ୍ୟନ୍ତ ଅଛି ।…
୨ ଲୋକ ସଭା ଓ ୯ ବିଧାନସଭା ଆସନ ପାଇଁ କଂଗ୍ରେସରେ ମଧ୍ୟ ରାତ୍ରୀରେ ପ୍ରାର୍ଥୀ ଘୋଷଣା
ବିଧାନସଭା ପାଇଁ ପ୍ରାର୍ଥୀ
ବଲେଶ୍ୱରରୁ- ମାନସ ଦାସ ପଟ୍ଟନାୟକ
ଧର୍ମଶଳା- ସ୍ମୃତି ରେଖା ପହି
ଯାଜପୁର- ସନ୍ତୋଷ କୁମାର ନନ୍ଦ
ହିନ୍ଦୋଳ- ତ୍ରିନାଥ ବେହେରା
କାମାକ୍ଷାନଗର- ଭବାନୀ ଶଙ୍କର ମହାପାତ୍ର
ବଡମ୍ବା- ବବି ମହାନ୍ତି
ପାରାଦୀପ- ଅରିନ୍ଦମ ସର୍କେଲ
ପିପିଲି- ଯୁଧିଷ୍ଠିର…
ବଜେଡିରେ ପ୍ରାର୍ଥୀ ତାଲିକା ଘୋଷିତ ବହୁ ନୁଆ ମୁହଁ
ଭୁବନେଶ୍ୱର . - ବିଜେଡି ସୁପ୍ରମୋ ନବୀନ ପଟ୍ଟନାୟର ୭ଟି ବିଧାନସଭା ଓ ୨ଟି ଲୋକ ସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣ କରିଛନ୍ତି । ୭ ବିଧାନସଭା ଆସନରୁ ୬ ଜଣ ନୂଆ ପ୍ରାର୍ଥୀ ରହିଛନ୍ତି । ସେହିପରି କେନ୍ଦୁଝର ଓ ଢେଙ୍କାନାଳ ଲୋକସଭା ଆସନ ପାଇଁ ନୂଆ ପ୍ରାର୍ଥୀ ଘୋଷଣା କରାଯାଇଛି ।
ଭୁବନେଶ୍ୱର ମଧ୍ୟ…
ଓଡ଼ିଶା ଏଥର ନିର୍ବାଚନରେ ଇତିହାସ ରଚିବ: ମୋଦୀ
ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ସହଯୋଗ ନ ମିଳିବା ପରେ ବି କେନ୍ଦ୍ର ସରକାର ଓଡ଼ିଶାର ବିକାଶ ଦିଗରେ କାମ କରୁଛି । ଦେଶର ଅନୁନ୍ନତ ଅଂଚଳରେ ବିକାଶ ପହଂଚାଇବା ପାଇଁ କେନ୍ଦ୍ର ସରକାର କାମ କରୁଛି ବୋଲି ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି । ଭବାନୀପାଟଣାରେ ବିଜୟ ସଂକଳ୍ପ ସଭାକୁ…
ଅର୍ଥମନ୍ତ୍ରୀଙ୍କୁ ନବୀନଙ୍କ ଭରସା ନାହିଁ!
ଭୁବନେଶ୍ୱର: ବିଜୁ ଜନତା ଦଳ ସୋମବାର ସନ୍ଧ୍ୟା ପର୍ଯ୍ୟନ୍ତ ୧୭ତମ ଲୋକସଭା ନିର୍ବାଚନ ପାଇଁ ୧୯ଜଣ ପ୍ରାର୍ଥୀ ଓ ଓଡିଶା ବିଧାନସଭା ନିର୍ବାଚନ ପାଇଁ ୧୩୭ଜଣ ପ୍ରାର୍ଥୀଙ୍କର ନାମ ଘୋଷଣା କରିଛି । ଦଳୀୟ ସୁପ୍ରିମୋ ନବୀନ ପଟ୍ଟନାୟକ ବିଭିନ୍ନ ଆସନ ପାଇଁ ବିଜେଡି ପ୍ରାର୍ଥୀ ଘୋଷଣା କରିବା ପରେ ଅନେକ…
କଟକ ଲୋକସଭା ଓ ୯ ଟି ବିଧାନସଭା ପାଇଁ ପ୍ରାର୍ଥା ଘୋଷଣା କଲା ବିଜେଡି
କଟକ ଲୋକସଭା ଆସନ: ଭତ୍ତୃହରି ମହତାବ
ବିଧାନସଭା ଆସନ
ଦେବଗଡ଼: ଆର.ଆର. ବିଶ୍ୱାଳ
ଖୋର୍ଦ୍ଧା: ଜିତୁ ମିଶ୍ର
ରାଇରଙ୍ଗପୁର: ବାସନ୍ତୀ ମାରାଣ୍ଡି
ବରୀ: ସୁନନ୍ଦା ଦାସ
ବେଗୁନିଆ: ରାଜେନ୍ଦ୍ର କୁମାର ସାହୁ
ବସ୍ତା: ନିତ୍ୟାନନ୍ଦ ସାହୁ
ମୋରଡା: ରାଜକିଶୋର ଦାସ
ଚିଲିକା: ପ୍ରଶାନ୍ତ ଜଗଦେବ…
ମହାକାଶରେ ଇତିହାସ: ଉତକ୍ଷେପଣ ହେଲା ପିଏସଏଲଭି ସି-୪୫
ନୂଆଦିଲ୍ଲୀ: ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ସୋମବାର ପିଏସଏଲଭି ସି-୪୫ ରକେଟ ମହାକାଶକୁ ଉତକ୍ଷେପଣ କରି ଇତିହାସ ରଚିଛି । ଇସ୍ରୋ ପକ୍ଷରୁ ଏହାକୁ ପୂର୍ବାହ୍ଣ ୯ଟା ୨୭ରେ ଉତକ୍ଷେପଣ କରାଯାଇଥିବା ଜାତୀୟ ଗଣମାଧ୍ୟମର ରିପୋର୍ଟରୁ ଜଣାପଡ଼ିଛି । ଆମିସେଟ ଉପଗ୍ରହ ୭୪୯ କିଲୋମିଟର…