Sign in
Sign in
Recover your password.
A password will be e-mailed to you.
କଟକର ସିଡିଏଠାରେ ଶାନ୍ତି ମେମୋରିଆଲ ହସ୍ପିଟାଲର ନୂଆ ୟୁନିଟ୍- ‘ଶାନ୍ତି ଚିକିତ୍ସା ହସ୍ପିଟାଲ’ ଉଦଘାଟିତ
କଟକ: କଟକର ସିଡିଏଠାରେ ଏକ ନୂଆ ମଲ୍ଟି-ସ୍ପେଶିଆଲିଟି ହସ୍ପିଟାଲ-‘ଶାନ୍ତି ଚିକିତ୍ସା’ର ଉଦ୍ଘାଟନ କରାଯାଇଛି । ଏହି ହସ୍ପିଟାଲ ହେଉଛି ଥୋରିଆସାହିଠାରେ ଅବସ୍ଥିତ ଶାନ୍ତି ମେମୋରିଆଲ ହସ୍ପିଟାଲର ଏକ ୟୁନିଟ, ଯାହାକି କଟକର ପ୍ରତିଷ୍ଠିତ ଓ ନିର୍ଭରଯୋଗ୍ୟ ମଲ୍ଟି ସ୍ପେଶିଆଲିଟି!-->!-->!-->…
ଭୁବନେଶ୍ୱରରେ ହେବାକୁ ଯାଉଛି ଓଡିଶାର ସବୁଠାରୁ ବଡ କ୍ୟାରିୟର ଓ ୟୁନିଭର୍ସିଟି ଫେୟାର ‘ପଥ ପ୍ରଦର୍ଶକ ୨.୦’
- ଆସନ୍ତା ନଭେମ୍ବର ୮ ଓ ୯ ତାରିଖରେ ଆୟୋଜିତ ହେବାକୁ ଯାଉଥିବା ଏହି ଫେୟାର୍ କ୍ୟାରିୟର ମାର୍ଗ ପାଇଁ ଉତ୍ସାହଜନକ ସୁଯୋଗ ପ୍ରଦାନ କରିବ ।
ଭୁବନେଶ୍ୱର : ଓଡିଶାର ଶୀର୍ଷ କ୍ୟାରିୟର ମାର୍ଗଦର୍ଶକ ଓ ପରାମର୍ଶଦାତା!-->!-->!-->!-->!-->…
ସିଆଇଆଇ ପକ୍ଷରୁ ଭୁବନେଶ୍ୱରରେ “ସିଆଇଆଇ ସ୍ୱୟଂ ସ୍ରୁଜନୀ – ଓଡ଼ିଶାର ବୟନ ଶିଳ୍ପ ଓ ହସ୍ତଶିଳ୍ପର ଏକ…
ଭୁବନେଶ୍ୱର: କନଫେଡେରେସନ୍ ଅଫ୍ ଇଣ୍ଡିଆନ୍ ଇଣ୍ଡଷ୍ଟ୍ରି (ସିଆଇଆଇ) ଓଡ଼ିଶା ପକ୍ଷରୁ ସିଆଇଆଇ ସ୍ୱୟଂ ସ୍ରୁଜନୀ- ଓଡ଼ିଶାର ବୟନ ଶିଳ୍ପ ଓ ହସ୍ତଶିଳ୍ପ ପାଇଁ ଏକ ସ୍ଥାୟୀ ଭବିଷ୍ୟତ ନାମରେ ଏକ ପ୍ରଭାବଶାଳୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ବୟନଶିଳ୍ପ ଓ!-->!-->!-->…
୧୦୦ ବିଲିୟନ ଡଲାରର ରେକର୍ଡ ଉଚ୍ଚ ମୂଲ୍ୟରେ ପହଂଚିଛି ଆନ୍ତର୍ଜାତୀୟ ସୁନା ଚାହିଦା
ୱାର୍ଲ୍ଡ ଗୋଲ୍ଡ କାଉନ୍ସିଲର ୨୦୨୪ ୩ୟ ତ୍ରୈମାସିକ ଗୋଲ୍ଡ ଡିମାଣ୍ଡ ଟ୍ରେଣ୍ଡ୍ସ ରିପୋର୍ଟ ଉନ୍ମୋଚନ କରିଛି ଯେ, ମୋଟ ସୁନା ଚାହିଦା ବାର୍ଷିକ ଆଧାରରେ ୫% ବୃଦ୍ଧି ପାଇ ୧୩୧୩ ଟନରେ ପହଂଚିଛି ଯାହାକି ଏକ ରେକର୍ଡ ୩ୟ ତ୍ରୈମାସିକ ଅଟେ । ମୋଟ ଚାହିଦା ପ୍ରଥମ ଥର ପାଇଁ ୧୦୦ ବିଲିୟନ ଡଲାର!-->…
ଉନ୍ମୋଚିତ ହେଲା ନୂଆ ଓଡ଼ିଆ ଦୈନିକ ଖବରକାଗଜ ‘ସର୍କାର’
ପ୍ରିଂଟ ସାମ୍ବାଦିକତାରେ ଏକ ଗୁରୁତ୍ୱପୂର୍ଣ୍ଣ ବିକାଶ, ବିଭିନ୍ନ ସମୃଦ୍ଧ ବିଷୟବସ୍ତୁର ପ୍ରତିଶ୍ରୁତି ଦେଉଛି
ଭୁବନେଶ୍ୱର, ୩୦ ଅକ୍ଟୋବର ୨୦୨୪ : ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଉଲ୍ଲେଖନୀୟ ଉନ୍ନତି ଆଣିବା ପାଇଁ ଆଜି ବିଶିଷ୍ଟ ବ୍ୟକ୍ତିଗଣ, ଗଣମାଧ୍ୟମ ପ୍ରତିନିଧି ଓ!-->!-->!-->!-->!-->!-->!-->…
ଦେଶବ୍ୟାପୀ ୭୭ଟି ନୂଆ ବିଦ୍ୟାପୀଠ ଅଫ୍ଲାଇନ ସେଂଟର ଖୋଲିବ ଫିଜିକ୍ସ ୱାଲା (ପିଡବ୍ଲ୍ୟୁ)
ଭୁବନେଶ୍ୱର: ଭାରତବ୍ୟାପୀ ସୁଲଭ ଓ ଉଚ୍ଚମାନର ଶିକ୍ଷାକୁ ଗଣତାନ୍ତ୍ରିକ କରିବା ପାଇଁ ପ୍ରତିବଦ୍ଧ ରହିଥିବା ଭାରତର ଅଗ୍ରଣୀ ମଲ୍ଟିନ୍ୟାଶନାଲ ଏଡ୍ଟେକ କମ୍ପାନୀ ଫିଜିକ୍ସ ୱାଲା (ପିଡବ୍ଲ୍ୟୁ) ପକ୍ଷରୁ ୨୦୨୫-୨୬ ଶିକ୍ଷାବର୍ଷରେ ଦେଶବ୍ୟାପୀ ୭୭ଟି ନୂଆ ଅଫ୍ଲାଇନ ଟେକ୍ନୋଲୋଜି ସକ୍ଷମ ଲର୍ଣ୍ଣିଂ!-->…
ବାଲିଯାତ୍ରା ପରିଚାଳନା ଟେଣ୍ଡରରେ ଅନିୟମିତତା ନେଇ ଅଭିଯୋଗ
ଭୁବନେଶ୍ୱର/କଟକ: ନିକଟରେ ହେବାକୁଥିବା ବିଶ୍ୱ ପ୍ରଶିଦ୍ଧ କଟକ ବାଲିଯାତ୍ରା ଟେଣ୍ଡରରେ ଅନିୟମିତତାନେଇ ଅଭିଯୋଗ ହୋଇଛି । ଉକ୍ତ ଅଭିଯୋଗ ଆଣିଛନ୍ତି ପ୍ରିଲ୍ୟୁଡ଼ ଏଜେନ୍ସି ଏବଂ ଏଥି ସହିତ ସଂସ୍ଥା ପକ୍ଷରୁ ରାଜ୍ୟ ରାଜସ୍ୱ ଏବଂ ପରିଚାଳନା ମନ୍ତ୍ରୀଙ୍କ ନିକଟରେ ମଧ୍ୟ ଅଭିଯୋଗ ହୋଇଛି । ସୂଚନା!-->…
ଅମରାବତୀ ଡ୍ରୋନ ସମ୍ମିଳନୀରେ ବିଜୟ ହାସଲ କଲା ଓଡ଼ିଶା ସ୍ଥିତ ବନଭିଏରୋ
ଭୁବନେଶ୍ୱର: ଅମରାବତୀ ଡ୍ରୋନ୍ ସମ୍ମିଳନୀ ଅବସରରେ ଆୟୋଜିତ ଭାରତର ଅନ୍ୟତମ ବୃହତମ ଡ୍ରୋନ ହ୍ୟାକାଥନରେ ଓଡ଼ିଶା ସ୍ଥିତ ବନଭିଏରୋ ବିଜୟ ହାସଲ କରିଛି । ଏହି କାର୍ଯ୍ୟକ୍ରମରେ ୫୦୦ରୁ ଅଧିକ ଅଂଶଗ୍ରହଣକାରୀ ସାମିଲ ହୋଇଥିଲେ ଏବଂ ସେମାନେ ଡ୍ରୋନ ପ୍ରଯୁକ୍ତିରେ ରହିଥିବା ଆହ୍ୱାନଗୁଡ଼ିକର!-->!-->!-->…
ଓଡିଶାରେ ରୟାଲ ଏନ୍ଫିଲ୍ଡର ଦ ବୁଲେଟ ୩୫୦ ‘ବାଟାଲିୟନ ବ୍ଲାକ୍’ ଏଡିସନର ଶୁଭାରମ୍ଭ
ଭୁବନେଶ୍ୱର : ମିଡ୍-ସାଇଜ୍ (୨୫୦ସିସି-୭୫୦ସିସି) ମୋଟରସାଇକେଲ ସେଗ୍ମେଂଟ୍ କ୍ଷେତ୍ରରେ ଗ୍ଲୋବାଲ ଲିଡର, ରୟାଲ ଏନ୍ଫିଲ୍ଡ ଗର୍ବର ସହିତ ଏହାର ନୂଆ ବୁଲେଟ ୩୫୦ ‘ବାଟାଲିୟନ ବ୍ଲାକ୍’ର ଶୁଭାରମ୍ଭ କରିଛି । ମୋଟରସାଇକ୍ଲିଙ୍ଗ ଓ ଅଟୋମୋଟିଭ ଇତିହାସରେ ଏକ ପ୍ରତିଷ୍ଠିତ ନାମ ରୟାଲ ଏନ୍ଫିଲ୍ଡ!-->…
ଫୋନପେ ପକ୍ଷରୁ ୨୪ କ୍ୟାରେଟ ଡିଜିଟାଲ ଗୋଲ୍ଡ ଉପରେ ଆକର୍ଷଣୀୟ କ୍ୟାଶବ୍ୟାକ ଅଫରର ଘୋଷଣା
ଭୁବନେଶ୍ୱର : ଚଳିତ ଧନତେରସ ଏବଂ ଦୀପାବଳୀରେ ଫୋନପେ ପକ୍ଷରୁ ୨୪କ୍ୟାରେଟ ଡିଜିଟାଲ ଗୋଲ୍ଡ ଉପରେ ଆକର୍ଷଣୀୟ କ୍ୟାଶବ୍ୟାକ ଅଫରର ଘୋଷଣା କରାଯାଇଛି । ଫୋନପେରୁ ସର୍ବନିମ୍ନ ୧୫୦୦ଟଙ୍କ ମୂଲ୍ୟର ଡିଜିଟାଲ ଗୋଲ୍ଡ କିଣିଲେ ୟୁଜରମାନେ ୨୦୦୦ଟଙ୍କା ପର୍ଯ୍ୟନ୍ତ ସୁନିଶ୍ଚିତ କ୍ୟାଶବ୍ୟାକ ଅଫରର ଲାଭ!-->…