Sign in
Sign in
Recover your password.
A password will be e-mailed to you.
ସି.ବି.ଏସ୍.ଇ ଦ୍ୱାରା ପରିଚାଳିତ ଦଶମ ଓ ଦ୍ୱାଦଶ ଶ୍ରେଣୀ ଲାଗି ଚଳିତବର୍ଷର ଟର୍ମ ୱାନ୍ ବୋର୍ଡ ପରୀକ୍ଷା ନିମନ୍ତେ ସମୟ…
କନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ସି.ବି.ଏସ୍.ଇ ଦ୍ୱାରା ପରିଚାଳିତ ଦଶମ ଓ ଦ୍ୱାଦଶ ଶ୍ରେଣୀ ଲାଗି ଚଳିତବର୍ଷର ଟର୍ମ ୱାନ୍ ବୋର୍ଡ ପରୀକ୍ଷା ନିମନ୍ତେ ସମୟ ସାରଣୀ ପ୍ରକାଶ ପାଇଛି । ମିଳିଥିବା ସୂଚନା ଅନୁଯାୟୀ ଦଶମଶ୍ରେଣୀ ପରୀକ୍ଷା ନଭେମ୍ବର ୩୦ରୁ ଏବଂ ଦ୍ୱାଦଶ ପରୀକ୍ଷା ଡିସେମ୍ବର ୧!-->…
ଓଡ଼ିଶା ହାଇକୋର୍ଟରେ ୩ ଜଣ ନୂଆ ବିଚାରପତି ଶପଥ ଗ୍ରହଣ କରିଛନ୍ତି
ଓଡ଼ିଶା ହାଇକୋର୍ଟରେ ୩ ଜଣ ନୂଆ ବିଚାରପତି ଶପଥ ଗ୍ରହଣ କରିଛନ୍ତି । ମୁଖ୍ୟ ବିଚାରପତି ଜଷ୍ଟିସ୍ ଏସ୍. ମୁରଲୀଧର ଆଜି ମୃଗାଙ୍କ ଶେଖର ସାହୁ, ରାଧାକୃଷ୍ଣ ପଟ୍ଟନାୟକ ଓ ଶକ୍ତିକାନ୍ତ ମିଶ୍ରଙ୍କୁ ହାଇକୋର୍ଟର ବିଚାରପତି ଭାବେ ଶପଥ ପାଠ କରାଇଥିଲେ । ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ!-->…
ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା ଏବଂ ଜଗତ୍ସିଂହପୁର ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ…
ଉତ୍ତର ଓଡ଼ିଶାର ପାଶ୍ୱର୍ବର୍ତ୍ତୀ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ଉତ୍ତର ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବାଲେଶ୍ୱର, ଭଦ୍ରକ,!-->!-->!-->…
ଏଭଳି ପାଗ ଆସନ୍ତା ୨ରୁ ୩ ଦିନ ପର୍ଯ୍ୟନ୍ତ ଲାଗି ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ
ଲଘୁଚାପ ପ୍ରଭାବରେ ରାଜ୍ୟରେ ବର୍ଷା ଜାରି ରହିଛି । ରାଜଧାନୀ ଭୁବନେଶ୍ୱର ସମେତ ଉପକୂଳ ଓଡ଼ିଶାରେ ବର୍ଷା ଲାଗିରହିଛି । ଏହାଛଡା କଟକ, ପୁରୀ, ଜଗତ୍ସିଂହପୁର, ବାଲେଶ୍ୱରରେ ମଧ୍ୟ ବର୍ଷା ହେଉଛି ।
ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର!-->!-->!-->…
ରାଜ୍ୟରେ ୧ କୋଟି ଲୋକଙ୍କୁ କରୋନାର ଦୁଇଟିଯାକ ଟିକା
ରାଜ୍ୟରେ ୧ କୋଟି ଲୋକଙ୍କୁ କରୋନାର ଦୁଇଟିଯାକ ଟିକା ଦିଆଯାଇଛି । ଏନେଇ ସ୍ୱାସ୍ଥ୍ୟ ଓ ପରିବାର ବିଭାଗ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ବର୍ତ୍ତମାନ ସୁଦ୍ଧା ୩ କୋଟି ୪୩ ଲକ୍ଷ ୬୨ ହଜାର ୫୨୪ ଜଣ ଟିକା ନେଇଛନ୍ତି । ଏପର୍ଯ୍ୟନ୍ତ ୨ କୋଟି ୪୩ ଲକ୍ଷ ୨୩ ହଜାର ୧୪୬ ଜଣ ପ୍ରଥମ ଡୋଜ୍ ଟିକା!-->…
ଓଡ଼ିଶା ସବୁଠାରୁ ଆଗୁଆ-କେନ୍ଦ୍ର ସରକାରଙ୍କ ଇ-ଶ୍ରମ ପୋର୍ଟାଲରେ ପଞ୍ଜୀକୃତ ଶ୍ରମିକଙ୍କ ମଧ୍ୟରେ ଅନ୍ୟ ରାଜ୍ୟଗୁଡ଼ିକ…
କେନ୍ଦ୍ର ସରକାରଙ୍କ ଇ-ଶ୍ରମ ପୋର୍ଟାଲରେ ପଞ୍ଜୀକୃତ ଶ୍ରମିକଙ୍କ ମଧ୍ୟରେ ଅନ୍ୟ ରାଜ୍ୟଗୁଡ଼ିକ ତୁଳନାରେ ଓଡ଼ିଶା ସବୁଠାରୁ ଆଗୁଆ ରହିଛି । କେନ୍ଦ୍ର ଶ୍ରମ ଓ ନିୟୋଜନ ମନ୍ତ୍ରୀ ଭୂପିନ୍ଦର ଯାଦବ ଟୁଇଟ୍ ଯୋଗେ ଏହି ସୂଚନାଦେଇଛନ୍ତି । ସେ କହିଛନ୍ତି, ଏହି ପୋର୍ଟାଲରେ ଏପର୍ଯ୍ୟନ୍ତ ଓଡ଼ିଶାର ସବୁଠାରୁ!-->…
ଜାଣନ୍ତୁ କେଉଁଥିରେ କେତେ ବଢିଛି ବସ୍ଭଡା
ରାଜ୍ୟ ସରକାରଙ୍କ ପକ୍ଷରୁ ଯାତ୍ରୀବାହୀ ବସ୍ଭଡ଼ା ବୃଦ୍ଧି କରାଯାଇଛି ।
ତୈଳ ଦର ବୃଦ୍ଧି ପରିପ୍ରେକ୍ଷୀରେ ଏହି ଭଡ଼ା ବୃଦ୍ଧି କରାଯାଇଛି । ସାଧାରଣ ବସ୍ଭଡ଼ା କିଲୋମିଟର ପିଛା ୮୯ ପଇସାରୁ ୯୨ ପଇସାକୁ ବୃଦ୍ଧିକରାଯାଇଛି ।
ଏକ୍ସପ୍ରେସ୍ ବସ୍ଭଡ଼ା ୯୩ ପଇସାରୁ ୯୬ ପଇସାକୁ ବୃଦ୍ଧି!-->!-->!-->!-->!-->…
ଖୋଲିବ ସ୍କୁଲ ଯିବେ ଏହି ଶ୍ରେଣୀର ପିଲା
ଚଳିତମାସରୁ ଏକାଦଶ ଏବଂ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀ ସ୍କୁଲ୍ରେ ପଢ଼ିବାପାଇଁ ଆସିବେ । ଆସନ୍ତା ୨୧ ତାରିଖରୁ ଏକାଦଶ ଏବଂ ୨୫ ତାରିଖରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଶ୍ରେଣୀଗୃହ ପାଠପଢ଼ା ଆରମ୍ଭ ହେବ । ତେବେ ଗଣଶିକ୍ଷା ଓ ସ୍ୱାସ୍ଥ୍ୟ ବିଭାଗ ପିଲାଙ୍କ ସ୍ୱାସ୍ଥ୍ୟ ଏବଂ ପରିସ୍ଥିତି!-->…
ସ୍ୱର୍ଣ୍ଣିମ ବିଜୟ ବର୍ଷ ମଶାଲ୍’ ଓଡ଼ିଶା ପରିକ୍ରମା:୧୯୭୧ ଭାରତ-ପାକିସ୍ତାନ ଯୁଦ୍ଦରେ ଦେଶର ଐତିହାସିକ ବିଜୟର ୫୦ ବର୍ଷ…
‘
ଆସନ୍ତା ୨୦ ତାରିଖରୁ ନଭେମ୍ବର ୬ ତାରିଖ ପର୍ଯ୍ୟନ୍ତ ‘ସ୍ୱର୍ଣ୍ଣିମ ବିଜୟ ବର୍ଷ ମଶାଲ୍’ ଓଡ଼ିଶା ପରିକ୍ରମା କରିବ । ୨୦ ତାରିଖରେ ଏହା ଛତିଶଗଡ଼ର ରାୟପୁରରୁ ଆସି ଗଞ୍ଜାମର ଗୋପାଳପୁରଠାରେ ପହଞ୍ଚିବ । ୨୭ ତାରିଖରେ ଗୋପାଳପୁରରୁ ବାହାରି ୨୮ ତାରିଖରେ ଆଇ.ଏନ୍.ଏସ୍. ଚିଲିକାରେରହିବ ।!-->!-->!-->…
ଆଗାମୀ ୩ ଦିନ ପର୍ଯ୍ୟନ୍ତ ଲଘୁଚାପ ପ୍ରଭାବରେ ରାଜ୍ୟର ଉପକୂଳ ଏବଂ ଆଭ୍ୟନ୍ତରୀଣ ଜିଲ୍ଲାରେ ସାମାନ୍ୟରୁ ମଧ୍ୟମ ଧରଣର…
ଲଘୁଚାପ ପ୍ରଭାବରେ ରାଜ୍ୟର ଉପକୂଳ ଏବଂ ଆଭ୍ୟନ୍ତରୀଣ ଜିଲ୍ଲାରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ଜାରି ରହିଛି । ଆଗାମୀ ୩ ଦିନ ପର୍ଯ୍ୟନ୍ତ ଏଭଳି ପରିସ୍ଥିତି ଲାଗି ରହିବ ବୋଲି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୭ଟି!-->…