ଲଘୁଚାପ ପ୍ରଭାବରେ ଆଜିଠାରୁ ୪ ତାରିଖ ପର୍ଯ୍ୟନ୍ତ ଦକ୍ଷିଣ ଓଡ଼ିଶାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା…

ଆସନ୍ତା ୨୪ଘଣ୍ଟା ମଧ୍ୟରେ ରାଜ୍ୟର ୧୧ଟି ଜିଲ୍ଲା ମାଲକାନଗିରି, କୋରାପୁଟ, ରାୟଗଡା, ଗଜପତି, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ଗଞ୍ଜାମ, ପୁରୀ, ଖୋର୍ଦ୍ଧା ଓ ନୟାଗଡ ଜିଲ୍ଲାର ଗୋଟିଏଦୁଇଟି ସ୍ଥାନରେ ବିଜୁଳି ଘଡଘଡି ସହ ବର୍ଷା ସମ୍ଭାବନା ଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର

ପବିତ୍ର ଦୀପାବଳି ପାଳନ ସମୟରେ କୋଭିଡ୍‍ କଟକଣାକୁ ମାନିବା ପାଇଁ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶନାମା-ଗତବର୍ଷଭଳି ଏବର୍ଷ…

ପବିତ୍ର ଦୀପାବଳି ପାଳନ ସମୟରେ କୋଭିଡ୍‍ କଟକଣାକୁ ମାନିବା ପାଇଁ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶନାମା ରହିଛି । ତେବେ ଗତବର୍ଷଭଳି ଏବର୍ଷମଧ୍ୟ ବାଣ ଫୁଟାଯିବ କି ନାହିଁ ସେ ନେଇ ଅନିଶ୍ଚିତତା ଲାଗି ରହିଛି । ମାମଲା ହାଇକୋର୍ଟରେ ବିଚାରାଧିନ ରହିଛି । ଏ ନେଇ ସୋମବାର ସୁଦ୍ଧା ଅଦାଲତରେ

ପୁରୀ ସହରବାସୀ ଆଜି ଠାରୁ ପଶ୍ଚିମ ଦ୍ୱାରଦେଇ ଶ୍ରୀମନ୍ଦିରରେ ପ୍ରବେଶ କରିବା ଲାଗି ବ୍ୟବସ୍ଥା

ପୁରୀ ସହରବାସୀ ଆଜି ଠାରୁ ପଶ୍ଚିମ ଦ୍ୱାରଦେଇ ଶ୍ରୀମନ୍ଦିରରେ ପ୍ରବେଶ କରିବା ଲାଗି ବ୍ୟବସ୍ଥା ହୋଇଛି । ଏଥିଲାଗି ପ୍ରଶାସନ ପକ୍ଷରୁ ବାରିକେଡ ନିର୍ମିତ ହୋଇଛି । ଦର୍ଶନ କରିସାରିବା ପରେ ଶ୍ରଦ୍ଧାଳୁ ପଶ୍ଚିମ ଏବଂ ଉତ୍ତର ଦ୍ୱାରଦେଇ ପ୍ରସ୍ଥାନ କରିବେ । ତେବେ ମନ୍ଦିରକୁ ପ୍ରବେଶ କରିବା

ଅଲିଭ ରିଡ୍‍ଲେ କଇଁଛଙ୍କ ଆଗମନକୁ ଦୃଷ୍ଟିରେ ରଖି କେନ୍ଦ୍ରାପଡ଼ା ଜିଲ୍ଲା ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟର…

ଅଲିଭ ରିଡ୍‍ଲେ କଇଁଛଙ୍କ ଆଗମନକୁ ଦୃଷ୍ଟିରେ ରଖି କେନ୍ଦ୍ରାପଡ଼ା ଜିଲ୍ଲା ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟର ନିଷିଦ୍ଧାଞ୍ଚଳରେ ମାଛଧରା ବନ୍ଦ ରଖାଯାଇଛି । ଏହା ଆସନ୍ତାକାଲିଠାରୁ କାର୍ଯ୍ୟକାରୀ ହେବ । ରାଜନଗର ବନ୍ୟପ୍ରାଣୀ ଡିଭିଜନ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଏହି ବନ୍ଦ

ରାଜ୍ୟରେ ଦୀପାବଳି ପରେ ଖୋଲିପାରେ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ

ଦୀପାବଳି ପରେ ଖୋଲିପାରେ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ । ରାଜ୍ୟରେ କରୋନା ସଂକ୍ରମଣ କ୍ରମାଗତ ହ୍ରାସ ପାଇବା ସହ ତୃତୀୟ ଲହର ଆଶଙ୍କା କମ୍‍ ଥିବାରୁ ବିଦ୍ୟାଳୟ ଖୋଲିବା ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବିଚାର କରାଯାଉଛି । ଆଜି ଗଣମାଧ୍ୟମକୁ ସୂଚନା ଦେଇ ବିଭାଗୀୟ ମନ୍ତ୍ରୀ ସମୀର

ସ୍ୱେରେଜ୍‍ ଲାଇନ୍‍ ସଫେଇ ବେଳେ ଶ୍ରମିକଙ୍କ ମୃତ୍ୟୁ ଓ ବିପଦସଙ୍କୁଳ ଅବସ୍ଥାରେ କାମ କରୁଥିବା ଶ୍ରମିକଙ୍କ ମୃତ୍ୟୁକୁ ନେଇ…

ସ୍ୱେରେଜ୍‍ ଲାଇନ୍‍ ସଫେଇ ବେଳେ ଶ୍ରମିକଙ୍କ ମୃତ୍ୟୁ ଓ ବିପଦସଙ୍କୁଳ ଅବସ୍ଥାରେ କାମ କରୁଥିବା ଶ୍ରମିକଙ୍କ ମୃତ୍ୟୁକୁ ନେଇ ହାଇକୋର୍ଟ ଉଦ୍‍ବେଗ ପ୍ରକାଶ କରିଛନ୍ତି । ଭୁବନେଶ୍ୱରରେ ସ୍ୱେରେଜ୍‍ କାମ କରୁଥିବାବେଳେ ମୃତ୍ୟୁ ଘଟିଥିବା ଦୁଇ ଶ୍ରମିକଙ୍କ ପରିବାର ଲୋକଙ୍କୁ ଠିକା କମ୍ପାନୀ

ରାଜ୍ୟରେ ଦୀର୍ଘଦିନ ଧରି ବିଦ୍ୟାଳୟରେ ଖାଲିଥିବା ଶିକ୍ଷକ-ଶିକ୍ଷୟିତ୍ରୀ ପଦ ପୂରଣ ହେବ

ରାଜ୍ୟରେ ଦୀର୍ଘଦିନ ଧରି ବିଦ୍ୟାଳୟରେ ଖାଲିଥିବା ଶିକ୍ଷକ-ଶିକ୍ଷୟିତ୍ରୀ ପଦ ପୂରଣ ହେବ । ଶିକ୍ଷକ ନିଯୁକ୍ତି ପାଇଁ ଚାଲିଥିବା ପରୀକ୍ଷା ଶେଷ ହୋଇଛି । ଶିକ୍ଷକ-ଶିକ୍ଷୟିତ୍ରୀ ନିଯୁକ୍ତ ପାଇଁ ଦୁଇଟି ପର୍ଯ୍ୟାୟରେ ହୋଇଥିବା କମ୍ପ୍ୟୁଟରଭିତ୍ତିକ ପରୀକ୍ଷା ଜରିଆରେ ପ୍ରାୟ ୪୪ ହଜାର ଆଶାୟୀ

ଏଣିକି ବିଏଡ୍‍ ପାଠ୍ୟକ୍ରମ ୪ ବର୍ଷିଆ ହେବ

ଏଣିକି ବିଏଡ୍‍ ପାଠ୍ୟକ୍ରମ ୪ ବର୍ଷିଆ ହେବ । ଇଣ୍ଟିଗ୍ରେଟେଡ୍‍ ଟିଚର ଏଜୁକେସନ କାର୍ଯ୍ୟକ୍ରମ ମାଧ୍ୟମରେ ଛାତ୍ରଛାତ୍ରୀଙ୍କୁ ବିଏ ବିଏଡ୍‍, ବିଏସ୍‍ସି ବିଏଡ୍‍ ଓ ବିକମ୍‍ ବିଏଡ୍‍ ପାଠ୍ୟକ୍ରମରେ ୪ବର୍ଷ ଧରି ଶିକ୍ଷା ପ୍ରଦାନ କରାଯିବ । ଯୁକ୍ତ ୨ ରେ ଉତ୍ତୀର୍ଣ୍ଣ ହେବା ପରେ ଛାତ୍ରଛାତ୍ରୀ

ନୂତନ ପୁଲିସ ମହାନିର୍ଦ୍ଦେଶକ ନିଯୁକ୍ତି ନିମନ୍ତେ ପ୍ରକ୍ରିୟା ଆରମ୍ଭ

ନୂତନ ପୁଲିସ ମହାନିର୍ଦ୍ଦେଶକ ନିଯୁକ୍ତି ନିମନ୍ତେ ପ୍ରକ୍ରିୟା ଆରମ୍ଭ କରି ଓଡ଼ିଶା ସରକାର କେନ୍ଦ୍ର ଗୃହ ମନ୍ତ୍ରାଳୟକୁ ୧୪ଜଣ ବରିଷ୍ଠ ଆଇପିଏସ୍‍ ଅଧିକାରୀଙ୍କ ନାମ ତାଲିକା ପଠାଇଛନ୍ତି । ସାଧାରଣ ପ୍ରଶାସନ ବିଭାଗ ପଠାଇଥିବା ଏହି ତାଲିକାକୁ କେନ୍ଦ୍ର ଗୃହ ମନ୍ତ୍ରାଳୟ ଚୂଡାନ୍ତ ଚୟନ ଲାଗି