ଖବରମୁଖ୍ୟ ଖବର ବନ୍ଧୁକ ଧରିଥିବା ଡକାୟତକୁ ନିର୍ଧିୁମ ପିଟିଲେ ବୃଦ୍ଧ, ପୋଷାକ ଖୋଲି ପଳାଉଥିବା ବେଳେ ପୁଣି ମାଡ, ଦେଖନ୍ତୁ ଭିଡିଓ ବନ୍ଧୁକ ଧରିଥିବା ଡକାୟତକୁ ନିର୍ଧିୁମ ପିଟିଲେ ବୃଦ୍ଧ, ପୋଷାକ ଖୋଲି ପଳାଉଥିବା ବେଳେ ପୁଣି ମାଡ, ଦେଖନ୍ତୁ ଭିଡିଓ By odishanext Last updated Apr 25, 2018 0 576 Share ଡକାୟତଙ୍କୁ ଦେଖିଲେ କେହି ବି ଡରି ଯିବେ । ହେଲେ ଏକ ଦୋକାନରେ ବନ୍ଧୁକ ଧରି ଡକାୟତ ଧମକାଉଥିବା ବେଳେ ଟୋପି ପିନ୍ଧିଥିବା ଜଣେ ବୃଦ୍ଧ ତାଙ୍କୁ ନିର୍ଧିୁମ ମାଡ ମାରିଥିଲେ ଡକାୟତ ପୋଷାକ ଖୋଲି ପଳାଉଥିବା ବେଳେ ଧରା ପଡି ଆହୁରି ମାଡ ଖାଇଛି , ତଳେ ଲିଙ୍କରେ ଏହାର ଭିଡିଓ ଦିଆଯାଇଛି । 0 576 Share