ଏମ୍‍ବିବିଏସ୍‍ ଓ ବିଡିଏସ୍‍ ପାଠ୍ୟକ୍ରମରେ ନାମଲେଖା ଲାଗି ଚଏସ ଫିଲିଂ ଓ ଲକିଂ ଆରମ୍ଭ

0 83

ଏମ୍‍ବିବିଏସ୍‍ ଓ ବିଡିଏସ୍‍ ପାଠ୍ୟକ୍ରମରେ ନାମଲେଖା ଲାଗି ଚଏସ ଫିଲିଂ ଓ ଲକିଂ ଆରମ୍ଭ ହେଉଛି । ପୂର୍ବାହ୍ନ ୧୦ଟାରୁ ଆସନ୍ତାକାଲି ରାତି ୧୧ଟା ୫୯ମିନିଟ୍‍ ସୁଦ୍ଧା ପଞ୍ଜୀକରଣ କରିଥିବା ଛାତ୍ରଛାତ୍ରୀ ଚଏସ୍‍ ଫିଲିଂ ଓ ଲକିଂ କରିପାରିବେ । ୫ତାରିଖ ପର୍ଯ୍ୟନ୍ତ ଆଲଟମେଣ୍ଟ ଅନୁଷ୍ଠିତ ହେବ ଏବଂ ପ୍ରାର୍ଥୀମାନେ ଆଲଟମେଣ୍ଟ ଲେଟର ଡାଉନଲୋଡ
କରିପାରିବେ । ୧୫ ଓ ୧୬ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ ପଞ୍ଜିକରଣ ଓ ଅନଲାଇନ ଆବେଦନ ହେବ ଏବଂ ଅନଲାଇନ ଯାଞ୍ଚ ଲାଗି ଡକ୍ୟୁମେଣ୍ଟ ଲୋଡ କରିପାରିବେ ।

Leave A Reply