ଟ୍ରେନ ରୁଟ୍‌ରେ ପରିବର୍ତ୍ତନ

0 1,693

ଭୁବନେଶ୍ୱର – ମୁଗଲସରାଇ ରେଳମଣ୍ଡଳର ବାବୁଆ ଷ୍ଟେସନଠାରେ ସଂରକ୍ଷଣ ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟପାଇଁ ଆସନ୍ତା ଡିସେମ୍ବର ୫ ଓ ୬ ତାରିଖ ଦିନ ଉଭୟ ନୂଆଦିଲ୍ଲୀ ଓ ପୁରୀରୁ ଛାଡ଼ିବାକୁ ଥିବା ୧୨୮୦୧ ଓ ୧୨୮୦୨ ପୁରୀ-ନୂଆଦିଲ୍ଲୀ-ପୁରୀ ପୁରୁଷୋତ୍ତମ ଏକ୍ସପ୍ରେସ ଏହାର ସ୍ଥିରୀକୃତ ମାର୍ଗ ପରିବର୍ତ୍ତେ ଟାଟା-ମୁରି-ବର୍କକନା-ଗରୱା ରୋଡ୍‍-ଚୋପନ-ଚୁନାର ଷ୍ଟେସନ ମାର୍ଗରେ ଯାତାୟତ କରିବ ବୋଲି ଜଣାପଡ଼ିଛି।

Leave A Reply