Browsing Category

ବଜାର

ଦେଶବ୍ୟାପୀ ୪୦୦୦ ଷ୍ଟୋର୍‌କୁ ସମ୍ପ୍ରସାରଣ କରିଛି ଓଲା ଇଲେକ୍‌ଟ୍ରିକ

ଭୁବନେଶ୍ୱର : ଭାରତର ସବୁଠାରୁ ବଡ ଇଭି କମ୍ପାନୀ ଓଲା ଇଲେକ୍‌ଟ୍ରିକ, ଦେଶବ୍ୟାପୀ ୪୦୦୦ ଷ୍ଟୋରକୁ ଏହାର ନେଟ୍‌ୱର୍କ ସମ୍ପ୍ରସାରଣ ସମ୍ପର୍କରେ ଘୋଷଣା କରିଛି । ଏହି ବିସ୍ତାର ସହିତ ବର୍ତମାନର ନେଟ୍‌ୱର୍କରେ ୪ ଗୁଣ ବୃଦ୍ଧି ହୋଇଛି । ଦେଶରେ ଇଭିର ପହଂଚ, ଅଭିବୃଦ୍ଧି ଓ ଗ୍ରହଣୀୟତାକୁ

କଟକରେ ଖୋଲିଲା ଓଲାର ନୂଆ ଏକ୍ସପିରିଏନ୍ସ ସେଂଟର

ଦେଶବ୍ୟାପୀ ୪୦୦୦ ଷ୍ଟୋର୍‌କୁ ସମ୍ପ୍ରସାରଣ କରିଛି ଓଲା ଇଲେକ୍‌ଟ୍ରିକକଟକ : ଭାରତର ସବୁଠାରୁ ବଡ ଇଭି କମ୍ପାନୀ ଓଲା ଇଲେକ୍‌ଟ୍ରିକ, ଦେଶବ୍ୟାପୀ ୪୦୦୦ ଷ୍ଟୋରକୁ ଏହାର ନେଟ୍‌ୱର୍କ ସମ୍ପ୍ରସାରଣ ସମ୍ପର୍କରେ ଘୋଷଣା କରିଛି । ଏହି ବିସ୍ତାର ସହିତ ବର୍ତମାନର ନେଟ୍‌ୱର୍କରେ ୪ ଗୁଣ ବୃଦ୍ଧି ହୋଇଛି

ଓଡ଼ିଶା ଷ୍ଟାର୍ଟଅପ୍ କାର୍ନିଭାଲ ୨୦୨୪ାର ନବସୃଜନ ଓ ଉଦ୍ୟୋଗକୁ ପ୍ରୋତ୍ସାହନ

ଚା ଉଦଯାପନୀ ସମାରୋହ ରାଜ୍ୟର ବର୍ଦ୍ଧିତ ପାଉଥିବା ଷ୍ଟାର୍ଟଅପ୍ ବ୍ୟବସ୍ଥା ଉପରେ ଆଲୋକପାତଭୁବନେଶ୍ୱର: ନବସୃଜନ ଓ ଉଦ୍ୟୋଗକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଏଆଇସି-ନାଳନ୍ଦା ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ଫାଉଣ୍ଡେସନ୍ ପକ୍ଷରୁ ଆୟୋଜିତ ବହୁ ପ୍ରତୀକ୍ଷିତ ଓଡ଼ିଶା ଷ୍ଟାର୍ଟଅପ୍

ପ୍ରି-ଓନ୍‌ଡ ମୋଟରସାଇକେଲ ବିଜ୍‌ନେସ୍ ‘ରିଓନ୍‌’ର ସମ୍ପ୍ରସାରଣ କରିଛି ରୟାଲ ଏନ୍‌ଫିଲ୍ଡ; ବର୍ତମାନ ଏହା ଦେଶର ୨୩୬ଟି…

-ଏକ ନୂଆ ରୟାଲ ଏନ୍‌ଫିଲ୍ଡ ମୋଟରସାଇକେଲକୁ ଅପ୍‌ଗ୍ରେଡ ହେବାକୁ ଚାହୁଁଥିବା ଗ୍ରାହକଙ୍କ ପାଇଁ ଏହା ଏକ୍ସଚେଞ୍ଜ ଲାଭ ସହିତ ଏକ ଲୟାଲ୍ଟି ପ୍ରୋଗ୍ରାମର ଶୁଭାରମ୍ଭ କରିଛି ।-ରିଓନ୍ ସମ୍ପୂର୍ଣ୍ଣ ବ୍ରାଣ୍ଡ ନିଶ୍ଚିତତା, ଉଚିତ ମୂଲ୍ୟ ଗ୍ୟାରେଂଟି, ସହଜ ଟ୍ରାନ୍ସଫର ଓ ଡକ୍ୟୁମେଂଟେଶନ ସହିତ ଏକ

ମାରୁତି ସୁଜୁକି ଶୁଭାରମ୍ଭ କରିଛି ଅଲ ନ୍ୟୁ ଡିଜାୟାର ନୂତନ ପ୍ରଗତିଶୀଳ ଷ୍ଟାଇଲିଂ ରେ ପ୍ରସ୍ତୁତ । ଇଲେକ୍ଟ୍ରିକ୍ ସନରୁଫ୍‌, 360 HD ଭିୟୁ କ୍ୟାମେରା, ସୁଜୁକି କନେକ୍ଟ ଏବଂ ନୂଆ LED କ୍ରିଷ୍ଟାଲ ଭିଜନ୍ ହେଡଲ୍ୟାମ୍ପ ଭଳି ସେଗମେଣ୍ଟ –ପ୍ରଥମ ବୈଶିଷ୍ଟ୍ୟରେ ଭରପୂର।

ସିଆଇଆଇ ଏମଏସଏମଇ କନେକ୍ଟ :ରାଜ୍ୟରେ ଏମଏସଏମଇ ଅଭିବୃଦ୍ଧିକୁ ନୂଆ ବୁଷ୍ଟର

ପାରାଦୀପ: ଭାରତୀୟ ଶିଳ୍ପ ମହାସଂଘ (ସିଆଇଆଇ)ର ଓଡିଶା ଚାପ୍ଟର ପକ୍ଷରୁ ପାରାଦୀପ ପୋର୍ଟ ଅଥୋରିଟି କ୍ୟାମ୍ପସର ବିଜୁ କନ୍‌ଭେନ୍‌ଶନ ସେଂଟରଠାରେ ସଫଳତାପୂର୍ବକ ସିଆଇଆଇ ଏମ୍‌ଏସ୍‌ଏମ୍‌ଇ କନେକ୍ଟ ୨୦୨୪ର ଆୟୋଜନ କରାଯାଇଛି। ‘ଭେଣ୍ଡର କନେକ୍ଟ ସିରିଜ: ଏକ୍ସପାଣ୍ଡିଙ୍ଗ୍ ବିଜ୍‌ନେସ୍

ଓଡ଼ିଶାରେ ୨୮୦୦୦ରୁ ଅଧିକ ବ୍ୟାଙ୍କିଙ୍ଗ ପଏଂଟ ସହିତ ମହିଳାଙ୍କୁ ସଶକ୍ତ କରୁଛି ଏୟାରଟେଲ ପେମେଂଟ୍ସ ବ୍ୟାଙ୍କ

ଭୁବନେଶ୍ୱର : ଓଡ଼ିଶା ସରକାରଙ୍କ ସୁଭଦ୍ରା ଯୋଜନାକୁ ସମର୍ଥନ କରୁଥିବା ଅନ୍ୟତମ ବ୍ୟାଙ୍କ ଭାବେ ଏୟାରଟେଲ ପେମେଂଟ୍ସ ବ୍ୟାଙ୍କ ଗର୍ବିତ ଅନୁଭବ କରୁଛି । ଏହି ଯୋଜନା ରାଜ୍ୟବ୍ୟାପୀ ମହିଳାମାନଙ୍କୁ ନିରବଚ୍ଛିନ୍ନ ଆର୍ôଥକ ଅନ୍ତର୍ଭୁକ୍ତିକରଣ ପ୍ରଦାନ କରି ସଶକ୍ତ କରିବାକୁ ଲକ୍ଷ୍ୟ ରଖିଛି ।

ଭୁବନେଶ୍ୱରରେ ରଣନୈତିକ ସମ୍ପ୍ରସାରଣ ସହ ବୀମା କଭରେଜ ବିସ୍ତାର କରିଛି ପିବିପାର୍ଟନର୍ସ

ଭୁବନେଶ୍ୱର : ପଲିସି ବାଜାର ଅଧିନସ୍ଥ ଏକ ବ୍ରାଣ୍ଡ, ପିବିପାର୍ଟନର୍ସ ଏଜେଂଟ ଅଂଶୀଦାରମାନଙ୍କର ଏକ ଶକ୍ତିଶାଳୀ ନେଟୱାର୍କକୁ ଆକର୍ଷିତ କରିଛି, ଯାହା ମୋଟର ବୀମା କ୍ଷେତ୍ରରେ ବୈପ୍ଳବିକ ପରିବର୍ତନ ଆଣିଛି । ଓଡ଼ିଶା ଭଳି ପ୍ରମୁଖ ବଜାର ଏବଂ ଭୁବନେଶ୍ୱର ଭଳି ସହରରେ ରଣନୈତିକ ଭାବେ ବିସ୍ତାର

ଫୋନପେ ଚାଲୁ କରିଛି ବାର୍ଷିକ ₹59ରୁ ଆରମ୍ଭ ହେଉଥିବା ସୁଲଭ ଡେଙ୍ଗୁ ଏବଂ ମ୍ୟାଲେରିଆ ବୀମା

₹1 ଲକ୍ଷ ପର୍ଯ୍ୟନ୍ତ ବୀମା ରାଶି ସହ ସମ୍ବାହକଜନିତ 10ରୁ ଉର୍ଦ୍ଧ୍ବ ରୋଗ ପାଇଁ ସାରା ବର୍ଷର ସାମଗ୍ରିକ କଭରେଜ ଫୋନପେ ଆଜି ତା’ର ପ୍ଲାଟଫର୍ମରେ ଏକ ନୂତନ ଡେଙ୍ଗୁ ଏବଂ ମ୍ୟାଲେରିଆ ବୀମା ଯୋଜନା ଚାଲୁ କରିବାକୁ ଘୋଷଣା କରିଛି ଯାହା ବାର୍ଷିକ

ରାଜ୍ୟର ଉଦ୍ୟୋଗୀ ମନୋଭାବକୁ ପ୍ରୋତ୍ସାହିତ କରିବ ଓଡ଼ିଶା ଷ୍ଟାର୍ଟଅପ୍ କାର୍ନିଭାଲ ୨୦୨୪

ଭୁବନେଶ୍ୱର: ଆସନ୍ତା ଡିସେମ୍ବର ୭ତାରିଖରୁ ଡିସେମ୍ବର ୨୧ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରରେ ରାଜ୍ୟର ସର୍ବବୃହତ୍ ମେଂଟର-ନିବେଶ ସମ୍ପର୍କ ଉତ୍ସବ ଓଡ଼ିଶା ଷ୍ଟାର୍ଟଅପ୍ କାର୍ନିଭାଲ-୨୦୨୪ର ତୃତୀୟ ସଂସ୍କରଣ ଅନୁଷ୍ଠିତ ହେବାକୁ ଯାଉଛି । ଏଆଇସି-ନାଲନ୍ଦା ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି