Browsing Category

ବଜାର

ଏୟାରଟେଲ ପେମେଂଟ୍‌ସ ବ୍ୟାଙ୍କ ପକ୍ଷରୁ ଫେସ୍ ମ୍ୟାଚ୍‌ର ଶୁଭାରମ୍ଭ

ଭୁବନେଶ୍ୱର: ଏୟାରଟେଲ ପେମେଂଟ୍‌ସ ବ୍ୟାଙ୍କ ପକ୍ଷରୁ ଗ୍ରାହକଙ୍କ ଆକାଉଂଟକୁୁ ସୁରକ୍ଷିତ ରଖିବା ପାଇଁ ଡିଜାଇନ କରାଯାଇଥିବା ଏକ ସୁରକ୍ଷା ବୃଦ୍ଧିକାରୀ ଫିଚର ଫେସ୍ ମ୍ୟାଚ୍‌ର ଉନ୍ମୋଚନ କରାଯାଇଛି । ଫେସ୍ ମ୍ୟାଚ୍ ଉପଭୋକ୍ତାଙ୍କ ଆଚରଣଠାରୁ ଆରମ୍ଭ କରି ଟ୍ରାଞ୍ଜାକ୍ସନ ଶୈଳୀ ଓ ସ୍ଥାନ, ସମାନ

ଭୁବନେଶ୍ୱରରେ ସଭ୍ୟତାର ୧୨୩ତମ ଷ୍ଟୋର୍‌ର ଶୁଭାରମ୍ଭ

ଭୁବନେଶ୍ୱର : ଭାରତର ଅଗ୍ରଣୀ ପ୍ରିମିୟମ ଏଥ୍‌ନିକ ୱେୟାର ବ୍ରାଣ୍ଡ, ସଭ୍ୟତା ଭୁବନେଶ୍ୱର ଓଡିଶାରେ ଏହାର ୧୨୩ତମ ଷ୍ଟୋର ଓ ୨ୟ ଷ୍ଟୋର୍‌ର ବିଶାଳ ଶୁଭାରମ୍ଭ କରିଛି । ଏହି ନୂତନ ଷ୍ଟୋରର ଉଦ୍‌ଘାଟନ ଭୁବନେଶ୍ୱରରେ ଏହି ବ୍ରାଣ୍ଡର ଉପସ୍ଥିତିକୁ ଅଧିକ ସୁଦୃଢ କରିଛି । ଏହି ନୂଆ ଷ୍ଟୋର ସହରର

ଅପ୍‌ସରା ଆଇସ୍‌କ୍ରିମ୍‌ସର ସ୍ୱତନ୍ତ୍ର ଅଭିଯାନ ମୁସ୍କାନ

ଭୁବନେଶ୍ୱର: ୭୮ତମ ସ୍ୱାଧୀନତା ଦିବସ ଅବସରରେ ଅପ୍‌ସରା ଆଇସ୍‌କ୍ରିମସ ଏହାର ୫୩ତମ ବାର୍ଷିକୀରେ ମୁସ୍କାନ ନାମକ ଏକ ସ୍ୱତନ୍ତ୍ର ଅଭିଯାନର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରିଛି । ଏହି ଅଭିଯାନକୁ ମୁମ୍ବାଇ ଓ ପୁନେରେ ଆସନ୍ତା ଅଗଷ୍ଟ ୧୫ ତାରିଖରେ ଶୁଭାରମ୍ଭ କରାଯିବ ଏବଂ ପର୍ଯ୍ୟାୟକ୍ରମେ ଅନ୍ୟ

ଫୋନପେ ପକ୍ଷରୁ ପୂର୍ବ-ଅନୁମୋଦିତ ଟର୍ମ ଲାଇଫ୍ ଇନସ୍ୟୁରାନ୍ସର ଶୁଭାରମ୍ଭ

ଭୁବନେଶ୍ୱର: ଫୋନପେ ପକ୍ଷରୁ ଏହାର ପ୍ଲାଟଫର୍ମରେ ପୂର୍ବ-ଅନୁମୋଦିତ ଟର୍ମ ଲାଇଫ୍ ଇନସ୍ୟୁରାନ୍ସ ଫିଚର ଶୁଭାରମ୍ଭ କରାଯାଇଛି । ପଲିସି କ୍ରୟ ସମୟରେ ଆୟ ପ୍ରମାଣର ଆବଶ୍ୟକତାକୁ ଛାଡ଼ କରି ଲକ୍ଷ ଲକ୍ଷ ଭାରତୀୟଙ୍କ ପାଇଁ ବୀମା କଭରେଜକୁ ଅଧିକ ସହଜ ଏବଂ ସୁଲଭ କରିବା ଏହି ଫିଚରର ଲକ୍ଷ୍ୟ । ଏହି

ବନ୍ଧନ ନିଫ୍ଟି ବ୍ୟାଙ୍କ ଇଣ୍ଡେକ୍ସ ଫଣ୍ଡ୍‌ର ଶୁଭାରମ୍ଭ

ଭୁବନେଶ୍ୱର : ବନ୍ଧନ ମ୍ୟୁଚୁଆଲ ଫଣ୍ଡ ପକ୍ଷରୁ ନିଫ୍ଟି ବ୍ୟାଙ୍କ ଇଣ୍ଡେକ୍ସକୁ ଟ୍ରାକ୍ କରୁଥିବା ଏକ ଓପନ-ଏଣ୍ଡେଡ ସ୍କିମ୍ ବନ୍ଧନ ନିଫ୍ଟି ବ୍ୟାଙ୍କ ଇଣ୍ଡେକ୍ସ ଫଣ୍ଡର ଶୁଭାରମ୍ଭ ଘୋଷଣା କରାଯାଇଛି । ଏହି ଇଣ୍ଡେକ୍ସରେ ଭାରତର ଅଗ୍ରଣୀ ବ୍ୟାଙ୍କ ସମେତ ଘରୋଇ ବ୍ୟାଙ୍କଗୁଡିକ ସାମିଲ ଅଛନ୍ତି

ଭାରତୀୟ ସୁନା ଶିଳ୍ପ ପକ୍ଷରୁ ସ୍ୱଚ୍ଛତା ଓ ପାରଦର୍ଶିତା ପାଇଁ ସଂଘ ପ୍ରତିଷ୍ଠା

ଭୁବନେଶ୍ୱର: ଭାରତୀୟ ସୁନା ଶିଳ୍ପ ପକ୍ଷରୁ ଇଣ୍ଡିଆନ୍ ଆସୋସିଏଶନ ଫର୍ ଗୋଲ୍ଡ ଏକ୍ସିଲେନ୍ସ ଆଣ୍ଡ ଷ୍ଟାଣ୍ଡାର୍ଡସ (ଆଇଏଜିଇଏସ) ର ଗଠନ ସମ୍ପର୍କରେ ଘୋଷଣା କରାଯାଇଛି । ଏହା ହେଉଛି ଏକ ସେଲ୍ଫ-ରେଗୁଲେଟୋରୀ ଅର୍ଗାନାଇଜେଶନ (ଏସ୍‌ଆର୍‌ଓ) ଯାହା ଭାରତୀୟ ସୁନା ଶିଳ୍ପ ଦ୍ୱାରା, ଭାରତୀୟ ସୁନା

ଫ୍ଲିପକାର୍ଟ ପକ୍ଷରୁ #ଫ୍ଲିପଟ୍ରେଣ୍ଡସ ୨୦୨୪ର ଶୁଭାରମ୍ଭ: କ’ଣ କିଣିଛନ୍ତି କୋଟି କୋଟି ଭାରତୀୟ ?

● ସମସ୍ତ ଟେକ୍ନୋଲୋଜି ଏବଂ ସୌନ୍ଦର୍ଯ୍ୟ ସାମଗ୍ରୀ ସପିଂ ୱିସଲିଷ୍ଟର ଶୀର୍ଷରେ ରହିଛି● ନୋଷ୍ଟାଲଜିକ୍ ବା ପୁରୁଣା ଉତ୍ପାଦଗୁଡ଼ିକ ପ୍ରତ୍ୟାବର୍ତନ କରିଥିବା ବେଳେ କ୍ଲାସିକ୍ ଫ୍ୟାସନ ଏକ ମୁଖ୍ୟ ଉପାଦାନ ହୋଇ ରହିଛି ବେଙ୍ଗାଲୁରୁ,୫ ଅଗଷ୍ଟ ୨୦୨୪: ଚଳିତ ବର୍ଷର ପାର୍ବଣ ଋତୁରେ

ଆମାଜନ ପ୍ରାଇମ ଡେ ୨୦୨୪ରେ ରେକର୍ଡ ସଂଖ୍ୟକ ବିକ୍ରି

ଭୁବନେଶ୍ୱର : ଆମାଜନ ଇଣ୍ଡିଆ ପକ୍ଷରୁ ଏହାର ‘ପ୍ରାଇମ ଡେ ୨୦୨୪’କୁ ଏପର୍ଯ୍ୟନ୍ତର ସବୁଠାରୁ ବଡ଼ ପ୍ରାଇମ ଡ଼େ ବୋଲି ଘୋଷଣା କରାଯାଇଛି । ଯେଉଁଥିରେ ପୂର୍ବ ପ୍ରାଇମ ଡେ ଇଭେଂଟ ତୁଳନାରେ ଏହି ଦୁଇ ଦିନିଆ ଇଭେଂଟରେ ରେକର୍ଡ ସଂଖ୍ୟକ ବିକ୍ରି ଏବଂ ଅଧିକ ସାମଗ୍ରୀ ବିକ୍ରି ହୋଇଛି । ଖାଲି ସେତିକି

ଭୁବନେଶ୍ୱରରେ ଏଥର୍ ଏନର୍ଜିର ପ୍ରଥମ ଫ୍ୟାମିଲି ସ୍କୁଟର ରିଜ୍‌ଟାର ୪୦ ୟୁନିଟ୍ ଡେଲିଭର

ଭୁବନେଶ୍ୱରରେ ରିଜ୍‌ଟା ମାତ୍ର ୯୬୧୨୯ ଟଙ୍କାର ପ୍ରାରମ୍ଭିକ ମୂଲ୍ୟରେ ଉପଲବ୍ଧଭୁବନେଶ୍ୱର : ଭାରତର ଅନ୍ୟତମ ପ୍ରମୁଖ ଇଲେକ୍‌ଟ୍ରିକ ଦୁଇଚକିଆ ଯାନ ଉତ୍ପାଦନକାରୀ, ଏଥର୍ ଏନର୍ଜି ଆଜି ଭୁବନେଶ୍ୱରରେ ଏହାର ‘ମିଟ୍ ରିଜ୍‌ଟା’ ଇଭେଂଟ୍‌ର ଆୟୋଜନ କରିଛି । ଏହି କାର୍ଯ୍ୟକ୍ରମ ସମୟରେ ଏଥର ପକ୍ଷରୁ

ବିଶ୍ୱ ବାଣିଜ୍ୟ ଦିବସ ୨୦୨୪ରେ ବିଶ୍ୱ ବାଣିଜ୍ୟରେ ଓଡ଼ିଶାର ଭୂମିକା ଉପରେ ଆଲୋକପାତ

ଭୁବନେଶ୍ୱର : ୱାର୍ଲ୍ଡ ଟ୍ରେଡ୍ ସେଂଟର ଭୁବନେଶ୍ୱର ପକ୍ଷରୁ ୱାର୍ଲ୍ଡ ଟ୍ରେଡ୍ ଡେ’ ୨୦୨୪ ପାଳନ କରାଯାଇଛି । ଆନ୍ତର୍ଜାତୀୟ ବାଣିଜ୍ୟ ଏବଂ ଅର୍ଥନୈତିକ ବିକାଶ ଓ ରାଜ୍ୟର ଆଂଚଳିକ ଅଭିବୃଦ୍ଧି ଉପରେ ଏହାର ପ୍ରଭାବ ସମ୍ପର୍କରେ ସଚେତନତା ସୃଷ୍ଟି କରିବାର ଏକ ଦୃଷ୍ଟିକୋଣ ସହିତ ଓଡିଶାରେ କ୍ରମାଗତ