Sign in
Sign in
Recover your password.
A password will be e-mailed to you.
Browsing Category
ବାଣିଜ୍ୟ
୨ୟ ତ୍ରୈମାସିକରେ ଏୟାରଟେଲ ପେମେଂଟ୍ସ ବ୍ୟାଙ୍କର ୬୭୪ କୋଟି ଟଙ୍କାର ରାଜସ୍ୱ
ଭୁବନେଶ୍ୱର: ଏୟାରଟେଲ ପେମେଂଟ୍ସ ବ୍ୟାଙ୍କ ନିଜର ମଜବୁତ ଅଭିବୃଦ୍ଧି ଯାତ୍ରାକୁ ବଜାୟ ରଖି ଏହାର ୨୦୨୪-୨୫ ଆର୍ଥିକ ବର୍ଷର ୨ୟ ତ୍ରୈମାସିକ ପାଇଁ ଆର୍ଥିକ ଫଳାଫଳ ଘୋଷଣା କରାଯାଇଛି । ବ୍ୟାଙ୍କର ତ୍ରୈମାସିକ ରାଜସ୍ୱ ବାର୍ଷିକ ଆଧାରରେ ୫୮% ବୃଦ୍ଧି ହୋଇ ୬୭୪ କୋଟି ଟଙ୍କାକୁ ବୃଦ୍ଧି!-->!-->!-->…
ଓଡିଶାରେ ରୟାଲ ଏନ୍ଫିଲ୍ଡର ଦ ବୁଲେଟ ୩୫୦ ‘ବାଟାଲିୟନ ବ୍ଲାକ୍’ ଏଡିସନର ଶୁଭାରମ୍ଭ
ଭୁବନେଶ୍ୱର : ମିଡ୍-ସାଇଜ୍ (୨୫୦ସିସି-୭୫୦ସିସି) ମୋଟରସାଇକେଲ ସେଗ୍ମେଂଟ୍ କ୍ଷେତ୍ରରେ ଗ୍ଲୋବାଲ ଲିଡର, ରୟାଲ ଏନ୍ଫିଲ୍ଡ ଗର୍ବର ସହିତ ଏହାର ନୂଆ ବୁଲେଟ ୩୫୦ ‘ବାଟାଲିୟନ ବ୍ଲାକ୍’ର ଶୁଭାରମ୍ଭ କରିଛି । ମୋଟରସାଇକ୍ଲିଙ୍ଗ ଓ ଅଟୋମୋଟିଭ ଇତିହାସରେ ଏକ ପ୍ରତିଷ୍ଠିତ ନାମ ରୟାଲ ଏନ୍ଫିଲ୍ଡ!-->…
ଭୁବନେଶ୍ୱରରେ କିସ୍ନା ଡାଇମଣ୍ଡ ଆଣ୍ଡ ଗୋଲ୍ଡ ଜୁଏଲାରୀର ପ୍ରଥମ ଏକ୍ସକ୍ଲୁସିଭ ଶୋ’ରୁମ୍ର ଶୁଭାରମ୍ଭ
ଦେଶବ୍ୟାପୀ ଏହାର ୪୧ତମ ଶୋ’ରୁମକୁ ଚିହ୍ନିତ କରୁଛି
ଭୁବନେଶ୍ୱର : କିସ୍ନା ଡାଇମଣ୍ଡ ଆଣ୍ଡ ଗୋଲ୍ଡ ଜୁଏଲାରୀ ଓଡିଶାର ଭୁବନେଶ୍ୱରରେ ଏହାର ପ୍ରଥମ ଏକ୍ସକ୍ଲୁସିଭ ଶୋ’ରୁମ୍ର ବିଶାଳ ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରିଛି। ଏହା ଦେଶବ୍ୟାପୀ କିସ୍ନାର ୪୧ତମ ଏକ୍ସକ୍ଲୁସିଭ ଶୋ’ରୁମ୍କୁ!-->!-->!-->!-->!-->…
କେନ୍ଦ୍ର ଶ୍ରମ ଓ ନିଯୁକ୍ତି ମନ୍ତ୍ରଣାଳୟ ସହ ଚୁକ୍ତି ସ୍ୱାକ୍ଷର କରିଛି ଆମାଜନ ଇଣ୍ଡିଆ
ଭୁବନେଶ୍ୱର: ଆମାଜନ ଇଣ୍ଡିଆ ପକ୍ଷରୁ ଘୋଷଣା କରାଯାଉଛି ଯେ, ଏହା ଆମାଜନ ଓ ଏହାର ଷ୍ଟାଫିଙ୍ଗ ଏଜେନ୍ସିଗୁଡିକରେ ନିଯୁକ୍ତି ସୁଯୋଗ ଉପଲବ୍ଧତାକୁ ସୁଗମ କରିବା ପାଇଁ ନ୍ୟାଶନାଲ କ୍ୟାରିୟର ସର୍ଭିସ (ଏନ୍ସିଏସ୍) ପୋର୍ଟଲକୁ ଉପଯୋଗ କରିବା ଲାଗି କେନ୍ଦ୍ର ଶ୍ରମ ଓ ନିଯୁକ୍ତ ମନ୍ତ୍ରଣାଳୟ ସହ ଏକ!-->…
ମ୍ୟାକଡ୍ୱେଲ୍ସ ଆଣ୍ଡ କୋ.ର ଏକ୍ସ ସିରିଜର ବଜାର ପ୍ରବେଶ
ଭୁବନେଶ୍ୱର: ୧୨୫ ବର୍ଷ ପୁରୁଣା ଭାରତର ଅନ୍ୟତମ ଆଇକୋନିକ ଓ କିମ୍ବନ୍ଦନ୍ତୀ ବ୍ରାଣ୍ଡ ମ୍ୟାକ୍ଡ୍ୱେଲ୍ସ ଆଣ୍ଡ କୋ ପକ୍ଷରୁ ଏହାର ଏକ୍ସ ସିରିଜର ଶୁଭାରମ୍ଭ କରାଯାଇଛି । ଦେଶର କୋଣଅନୁକୋଣରେ ପରିବ୍ୟାପ୍ତ ୭ଟି ଭିନ୍ନ ଭିନ୍ନ ଡିଷ୍ଟିଲରିଜ୍ ସହିତ ଦେଶ ଓ ବିଦେଶରୁ କଂଚାମାଲ ଓ ସାମଗ୍ରୀ ହାସଲ!-->…
ଫ୍ଲିପ୍କାର୍ଟର ବିଗ୍ ବିଲିୟନ ଡେଜ୍ରେ ୩୩ କୋଟିରୁ ଅଧିକ ଉପଭୋକ୍ତାଙ୍କ ପରିଦର୍ଶନ
ଭୁବନେଶ୍ୱର: ଭାରତର ଘରୋଇ ଇକମର୍ସ ମାର୍କେଟପ୍ଲେସ୍ ଫ୍ଲିପ୍କାର୍ଟ ଗତ ସେପ୍ଟେମ୍ବର ୨୭ ତାରିଖରେ ଏହାର ବହୁ ପ୍ରତିକ୍ଷୀତ ଦ ବିଗ୍ ବିଲିୟନ ଡେଜ୍ (ଟିବିବିଡି)ର ୧୧ତମ ସଂସ୍କରଣର ଶୁଭାରମ୍ଭ କରିଛି ଏବଂ ଏଥିସହିତ ଫ୍ଲିପ୍କାର୍ଟ ଭିଆଇପି ଓ ପ୍ଲସ୍ ଗ୍ରାହକଙ୍କ ପାଇଁ ୟର୍ଲି ଆକ୍ସେସ୍!-->…
ଭୁବନେଶ୍ୱରର ପ୍ରାଇମ ରିଟେଲ ହବରେ ଖୋଲିଲା ୟୁଏସ ପୋଲୋ ଆସୋସିଏସନର ନୂଆ ଷ୍ଟୋର
ଭୁବନେଶ୍ୱର: ବିଶ୍ୱପ୍ରସିଦ୍ଧ ୟୁନାଇଟେଡ୍ ଷ୍ଟେଟ୍ସ ପୋଲୋ ଆସୋସିଏସନ୍ (ୟୁଏସପିଏ)ର ଭାରତର ଅଗ୍ରଣୀ କ୍ୟାଜୁଆଲ୍ ୱେୟାର ବ୍ରାଣ୍ଡ, ୟୁଏସ୍ ପୋଲୋ ଆସୋସିଏସନ ଜନପଥ ରୋଡ ସହିଦନଗରସ୍ଥିତ ମହାନ୍ତି ଛକରେ ଏହାର ଅତ୍ୟାଧୁନିକ ଷ୍ଟୋର୍ ଖୋଲିଛି । ଏହି ୧୬୦୦ ବର୍ଗଫୁଟ ସ୍ଥାନ ପ୍ରମୁଖ ବଜାରରେ ବ୍ରାଣ୍ଡର!-->…
ପାର୍ବଣ ପୂର୍ବରୁ ଦୁଇଚକିଆ ଯାନ ସପିଙ୍ଗ୍କୁ ଅଧିକ ସୁବିଧାଜନକ କରିଛି ଫ୍ଲିପ୍କାର୍ଟ
ଭୁବନେଶ୍ୱର : ଭାରତର ଅଗ୍ରଣୀ ଇକମର୍ସ ପ୍ଲାଟ୍ଫର୍ମ ଫ୍ଲିପ୍କାର୍ଟ ଦୁଇଚକିଆ ଯାନର ସପିଙ୍ଗ୍ ଅନୁଭୂତିକୁ ପୁନଃବ୍ୟାଖ୍ୟା କରି ପାର୍ବଣ ଋତୁ ପାଇଁ ପ୍ରସ୍ତୁତ ହୋଇଛି । ଏହି ମାର୍କେଟପ୍ଲେସ ପ୍ଲାଟ୍ଫର୍ମ ହିରୋ, ବଜାଜ, ଟିଭିଏସ୍, ଓଲା, ଚେତକ, ଜାୱା, ୟେଜ୍ଦି, ବିଡା, ଆଥର ଭଳି ଅଗ୍ରଣୀ!-->…
ଫ୍ଲିପ୍କାର୍ଟ ବିବିଡି ସେଲ୍ରେ ଅତୁଳନୀୟ ସ୍ମାର୍ଟଫୋନ୍ ରିହାତି ପ୍ରଦାନ କରୁଛି ପୋକୋର ଏମ୍ଆର୍ପି କ୍ୟାମ୍ପେନ
ବେଙ୍ଗାଲୁରୁ, ୧୯ ସେପ୍ଟେମ୍ବର ୨୦୨୪ : ଦ୍ରୁତ ଅଭିବୃଦ୍ଧିଶୀଳ ଉପଭୋକ୍ତା ଟେକ୍ନୋଲୋଜି ବ୍ରାଣ୍ଡ ପୋକୋ ଇଣ୍ଡିଆ ଏହାର ଉତ୍ସାହଜନକ ଏମ୍ଆର୍ପି କ୍ୟାମ୍ପେନ ସହିତ ଫ୍ଲିପ୍କାର୍ଟ ବିଗ୍ ବିଲିୟନ ଡେଜ୍କୁ ଆଲୋକିତ କରିବା ପାଇଁ ପ୍ରସ୍ତୁତ ରହିଛି । ପାରମ୍ପରିକ ‘ଏମ୍ଆର୍ପି’ରେ ଏକ!-->!-->!-->…