ରାଜ୍ୟର ୩ଟି ମେଡ଼ିକାଲ କଲେଜରେ ନୂଆ କ୍ୟାନସର କେୟାର ସେଣ୍ଟର

100

ରାଜ୍ୟର ୩ଟି ମେଡ଼ିକାଲ କଲେଜରେ ନୂଆ କ୍ୟାନସର କେୟାର ସେଣ୍ଟର ଖୋଲିବା ପାଇଁ ରାଜ୍ୟ ସରକାର ୧୫୫ କୋଟି ୯୨ ଲକ୍ଷ ଟଙ୍କା ମଂଜୁର
କରିଛନ୍ତି । ବ୍ରହ୍ମପୁରସ୍ଥିତ ଏମ୍‍କେସିଜି ମେଡ଼ିକାଲ କଲେଜ ଏବଂ ହସ୍ପିଟାଲରେ କ୍ୟାନସର କେୟାର ସେଣ୍ଟର ସ୍ଥାପନ ଲାଗି ୭୬ କୋଟି ୨୯ ଲକ୍ଷ ଟଙ୍କା ବ୍ୟୟ ହେବ । ଏଥିପାଇଁ ଅନ୍ୟାନ୍ୟ ଭିତ୍ତିଭୂମି ସମେତ ଏକ ଜି ପ୍ଳସ୍‍ ଥ୍ରି ବିଲ୍‍ଡିଂ ନିର୍ମାଣ କରାଯିବ ।

Comments are closed, but trackbacks and pingbacks are open.