ଭୁବନେଶ୍ୱର .- ଦ୍ୱିତୀୟ ପର୍ଯ୍ୟାୟର ବଳକା ଦୁଇଟି ବିଧାନସଭା ଆସନ ପାଇଁ ବିଜେଡିର ପ୍ରାର୍ଥୀ ଘୋଷଣା । ବୀରମିତ୍ରପୁର ଓ ଫୁଲବାଣୀ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି । ବୀରମିତ୍ରପୁରରୁ ମାଖଲୁ ଏକ୍କାଙ୍କୁ ଓ ଫୁଲବାଣୀରୁ ଅଙ୍ଗଦ କହଁରଙ୍କୁ ପ୍ରାର୍ଥୀ କରାଯାଇଛି । ଦୁଇଟି ଆସନରୁ ପ୍ରାର୍ଥୀ ବଦଳ କରାଯାଇଛି ।
୨୦୧୪ରେ ବୀରମିତ୍ରପୁରରେ ଦଳ ହାରିଥିବା ବେଳେ ଫୁଲବାଣୀରେ ଦଳ ଜିତିଥିଲା ।