ସୃଜନ ପକ୍ଷରୁ ରବିନ୍ଦ୍ର ମଣ୍ଡପଠାରେ ଉପସରଣମ୍ ୨୦୨୫ ଆୟୋଜିତ
ଭୁବନେଶ୍ୱର: ଗୁରୁ କେଳୁଚରଣ ମହାପାତ୍ର ଓଡିଶୀ ନୃତ୍ୟବାସ ୧୯୯୩ରେ ଏହାର ପ୍ରଥମ ଅନୁଷ୍ଠାନ ଆରମ୍ଭ କରିବା ପରଠାରୁ ଶାସ୍ତ୍ରୀୟ ଓଡିଶୀ ନୃତ୍ୟ ଦୁନିଆରେ ତାଲିମ, ସୃଜନଶୀଳତା, ପ୍ରଦର୍ଶନ ଓ ଉତ୍କର୍ଷତା କ୍ଷେତ୍ରରେ ସବୁବେଳେ ସଫଳ ହେବା ପାଇଁ ଚେଷ୍ଟା କରିଆସିଛି । ‘ଉପସରଣମ- ଉତ୍କର୍ଷତା ଦିଗରେ!-->…