ଏ ସବୁ କଲେ ନିଶ୍ଚିତ ଘୁଙ୍ଗୁଡି ସମସ୍ୟାରୁ ମୁକ୍ତି ପାଇବେ

କେତକ ଲୋକ ଶୋଇବା ସମୟରେ ଘୁଙ୍ଗୁଡି ମାରନ୍ତି । ତାଙ୍କ ପାଖରେ  ଶୋଇଥିବା ଲୋକ ଘୁଙ୍ଗୁଡି ଯୋଗୁଁ ଶୋଇ ପାରି ନଥାନ୍ତି । ଶ୍ୱାସ କ୍ରିୟାରେ ସମସ୍ୟା ଯୋଗୁଁ ଘୁଙ୍ଗୁଡି ସମସ୍ୟା ଦେଖା ଦେଇଥାଏ । ମୋଟାପଣ ବଢିଲେ ଘୁଙ୍ଗୁଡି ହୋଇଥାଏ ।  ବ୍ୟାୟାମ କଲେ ଏହି ସମସ୍ୟାରୁ ମୁକ୍ତିମିଳି ପାରିବ ।…

ଫାଇଭ୍‌ଷ୍ଟାର ହୋଟେଲ୍‌ରେ  ଖାଦ୍ୟ ଖାଇ ଡାଇରିଆରେ  ଇଂଲଣ୍ଡର ସ୍ୱାମୀ ଓ ସ୍ତ୍ରୀଙ୍କର ମୃତ୍ୟୁ !

ଲଣ୍ଡନ.- ଇଜିପ୍ଟର ଏକ ପଞ୍ଚ ତାରକା ହୋଟେଲ୍‌ରେ ରହିଥିବା ଅନେକ ପର୍ଯ୍ୟଟକ  ସେଠାକାର ଖାଦ୍ୟ ଖାଇ ଅସୁସ୍ଥ ହୋଇ ପଡିଥିବା ଅଭିଯୋଗ ହୋଇଛି । ଏଠାରେ ରହୁଥିବା ଏକ ବ୍ରିଟିଶ ଦମ୍ପତ୍ତିଙ୍କର ମୃତ୍ୟୁ ହୋଇଛି । ସେଠାକାର ଖାଦ୍ୟ ଖାଇ ଅତିଥିମାନଙ୍କର ଏପରି ଅବସ୍ଥା  ହୋଇଥିଲା । ସମସ୍ତଙ୍କର ପେଟ ଖରାପ…

ମୋଦିଙ୍କୁ ପାକିସ୍ତାନର ଏହି ଭଉଣୀ ୨୪ ବର୍ଷ ଧରି ବାନ୍ଧୁଛନ୍ତି ରାକ୍ଷୀ

ନୂଆଦିଲ୍ଲୀ.- ଗତ ୨୪ ବର୍ଷ ଧରି ପାକିସ୍ତାନରେ ଜନ୍ମ ହୋଇଥିବା ଜଣେ ମହିଳା  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କା ରାକ୍ଷୀ ବାନ୍ଧିଆସୁଛନ୍ତି । କ୍ୱାମାର ମୋହସିନ୍ ଶେଖ ନାମକ ମହିଳା  ମୋଦି ଆର୍‌ଏସ୍‌ଏସ୍‌ର କର୍ମକର୍ତ୍ତା ଥିବା ବେଳୁ ତାଙ୍କୁ ରାକ୍ଷୀ ବାନ୍ଧି ଆସୁଛନ୍ତି । ଏବେ ନରେନ୍ଦ୍ର…

ବାଜପେୟୀଙ୍କ ଚିତାଭସ୍ମ ନେଇ  ଯାଉଥିବା ଡଙ୍ଗା ଉତ୍ତର ପ୍ରଦେଶର କୁଆନୋ ନଦୀରେ ଓଲଟିଲା , ଅଳ୍ପକେ ବର୍ତ୍ତିଲେ ବିଜେପି…

ଲକ୍ଷ୍ମୌ.- ବାଜପେୟୀଙ୍କର ଚିତାଭସ୍ମକୁ ଉତ୍ତରପ୍ରଦେଶର କୁଆନୋ ନଦୀରେ ବିସର୍ଜନ ପାଇଁ ନିଆଯାଉଥିବା ବେଳେ ଏହି ଡଙ୍ଗାରେ ଅଧିକ ଲୋକ ଚଢି ଯିବାରୁ ତାହା  କୂଳରେ ଓଲଟି ପଡିଥିବା ଜଣା ପଡିଛି ।  ଏଥରେ ଉତ୍ତର ପ୍ରଦେଶର ପୂର୍ବତନ ପ୍ରଦେଶ ଅଧ୍ୟକ୍ଷ  ରାମପତି ରାମ ତ୍ରିପାଠୀ ଓ ସାସଂଦ ହରିଶ୍‌…

ସଲାମ୍‌ ଦୂତୀ ଚାନ୍ଦ, ଓଡିଆ ଝିଅ ଦୂତୀ ଏସୀୟ କ୍ରୀଡାରେ ରଚିଲେ ଇତିହାସ

ଜାକାର୍ତ୍ତା.- ମାଲେସିଆର  ଜାକାର୍ତ୍ତାରେ ଅନୁଷ୍ଠିତ ଏସୀୟ କ୍ରୀଡାରେ ଓଡିଆ ଝିଅ ଦୂତୀ ଚାନ୍ଦ ଇତିହାସ ରଚିଛନ୍ତି ।  ସେ ପ୍ରଥମ ଓଡିଆ ଆଥଲେଟ୍‌ ଭାବେ ଏସୀୟ କ୍ରୀଡାର ୧୦୦ ମିଟରରେ ରୌପ୍ୟ ପଦକ ଜିତିଛନ୍ତି । ୧୧.୩୨ ସେକେଣ୍ଡରେ ସେ ଏହି ଦୂରତା ଅତିକ୍ରମ କରି ରୌପ୍ୟ ପଦକ ଜିତିଛନ୍ତି । ମାତ୍ର…

କଂଗ୍ରେସର ଖବର କାଗଜନାମରେ ଅନୀଲ ଅମ୍ବାନୀ ୫ହଜାର କୋଟି ଟଙ୍କାର ମାନହାନୀ ମକଦ୍ଦମା କଲେ

ନୂଆଦିଲ୍ଲୀ.- ଅନୀଲ ଅମ୍ବାନୀଙ୍କର ରିଲାଏନ୍ସ ଗ୍ରୁପ୍‌ କଂଗ୍ରେସ ଦ୍ୱାର ଚଳାଯାଉଥିବା ଖବର କାଗଜ ନ୍ୟାସନାଲ୍‌ ହେରାଲ୍ଡ ନାମରେ ୫ ହଜାରକୋଟି ଟଙ୍କାର ମାନହାନୀ ମକଦ୍ଦମା କରିଛି । ରାଫେଲ୍‌ ଯୁଦ୍ଧ ବିମାନ କିଣିବା ପ୍ରସଙ୍ଗରେ ଏହି ଖବରକାଗଜରେ ଅନୀଲ ଅମ୍ୱାନୀଙ୍କ ନାମରେ  ଅପମାନ ସୂଚକ ଲେଖା…

ଏମିତି ସଜାନ୍ତୁ ରାକ୍ଷୀର ଥାଳି , ଭୁଲରେ ବି କରନ୍ତୁନି ଏପରି ଭୁଲ୍‌

ରକ୍ଷା ବନ୍ଧନ ଏକ ପବିତ୍ର ବନ୍ଧନ । କାହିଁ କେତେ କାଳରୁ ଏହା ଭାରତୀୟ ସଂସ୍କୃତି ସହ ଅଙ୍ଗାଙ୍ଗୀ ଭାବେ ଜଡିତ । ମାତ୍ର ସମୟର ପରିବର୍ତ୍ତନ ଅନୁସାରେ ଏଥିରେ ବି କିଛିଟା ପରିବର୍ତ୍ତନ ଆସିଛି । ମାତ୍ର ଶାସ୍ତ୍ରର ବର୍ଣ୍ଣନା ଅନୁସାରେ  ଏହା ଭାଇ ଓ ଭଉଣୀ ମଧ୍ୟରେ ଥିବା ପବିତ୍ର ବନ୍ଧନ । ଭାଇକୁ…

ରାକ୍ଷୀ ଗୋଟାକର ଦାମ ୫୦ରୁ ୭୦ହଜାର ଟଙ୍କା,

ଅହମ୍ମଦାବାଦ.- ଗୁଜୁରାଟର ଅହମ୍ମଦାବାଦରେ ପ୍ରଦାନମନ୍ତ୍ରୀ ନରେନ୍ଦ୍ର ମୋଦି  ଓ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ମୁହଁ ଥିବା ରାକ୍ଷୀ ବିକ୍ରି ହେଉଛି । ଏହି ରାକ୍ଷୀ ଗୋଟାକରଦାମ ୫୦ରୁ ୭୦ ହଜାର ଟଙ୍କା । ରାକ୍ଷୀ ଗୁଡିକୁ ସୁନାରେ ତିଆରି କରାଯାଇଛି । ଏକ ଅଳଙ୍କାର…

ବନ୍ୟା ବେଳେ ମନ୍ଦିରର ପ୍ରାଙ୍ଗଣରେ ଇଦ୍‌ ନମାଜ ପାଠ କରିବାକୁ ବ୍ୟବସ୍ଥା କଲେ ମନ୍ଦିର କର୍ତ୍ତୃପକ୍ଷ

କୋଟି.- କେରଳରେ ପ୍ରଳୟଙ୍କରୀ ବନ୍ୟା ଆସିଥିଲା। ଏଥିରେ ଅଧିକାଂଶ ଘର ପାଣିରେ ବୁଡି ରହିଥିଲା । ସାରା ଦେଶ କେରଳର ବନ୍ୟା ପୀଡିତମାନଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିଥିଲା ।  ଇଦ୍‌-ଅଲ୍‌-ଆଦା ସମୟରେ ବି ଏଠାରେ ଜାତି, ବର୍ଣ୍ଣ, ଧର୍ମ ନିର୍ବିଶେଷରେ ଏକତା ଦେଖିବାକୁ ମିଳିଛି । କେରଳର…

ଶିଶୁର ବଳାତ୍କାରୀକୁ ୨୦ ବର୍ଷ ଜେଲ୍‌

ମଥୁରା.- ଏକ ତିନି ବର୍ଷର ଶିଶୁର ବଲାତ୍କାରୀକୁ ମଥୁରାର ଏକ ସ୍ୱତନ୍ତ୍ର ଅଦାଲତ ୨୦ ବର୍ଷ  ଜେଲ ଣ୍ଡା ଦେଶ ଶୁଣାଇଛନ୍ତି । ୨୦୧୫ ମସିହାରେ ଏହି ଅଭିଯୁକ୍ତ ଏକ ୩ ବର୍ଷର ଶିଶୁକୁ ବଳାତ୍କାରକରିଥିଲା । ପ୍ରାୟ ୩ ବର୍ଷ ଧରି ଏହାର ଶୁଣାଣୀ ହୋଇଥିଲା । ଏହି ଅପରାଧୀ ଜଣଙ୍କ ମାନସିକ ଭାବେ ଏପରି…