ଖୋଲିଲା ହୀରାକୁଦଡ୍ୟାମର ୨୦ ଗେଟ୍‌, ଖୋଲିବ ଆଉ ୫, ମହାନଦୀରେ ବନ୍ୟା ଆଶଙ୍କା

ଭୁବନେଶ୍ୱର.- ମଙ୍ଗଳବାରରେ ହୀରାକୁଦ ନଦୀବନ୍ଧର ୨୦ଟି ଗେଟ୍‌ ଖୋଲାଯାଇଛି । ଏଥିଯୋଗୁଁ ମହାନଦୀର  ନିମ୍ନ  ଅବବାହିକାରେ ବନ୍ୟା ଆଶଙ୍କା ଦେଖାଦେଇଛି । ହୀରାକୁଦ ଡ୍ୟାମରେ ପ୍ରତି ସେକେଣ୍ଡରେ ୧,୩୪,୭୨୭ ଘନଫୁଟ୍ ଜଳ ପ୍ରବେଶ ହେଉଥିବା ବେଳେ ୨,୫୧,୧୪୫ ଘନଫୁଟ୍ ଜଳ ନିଷ୍କାସିତ ହେଉଛି । ଏଥିପାଇଁ…

ପିଭି ସିନ୍ଧୁ ଏସୀୟ କ୍ରୀଡରେ ଭାରତ ପାଇଁ ବ୍ୟାଡମିଣ୍ଟନରେ ଜିତିଲେ ପ୍ରଥମ ରୌପ୍ୟ

ଜାକାର୍ତ୍ତା.- ବ୍ୟା଼ଡମିଣ୍ଟନ ତାରକା ପିଭି ସିନ୍ଧୁ  ଇଣ୍ଡୋନେସିଆରେ ଚାଲିଥିବା ଏସୀୟ କ୍ରୀଡାରେ ଭାରତ ପାଇଁ ବ୍ୟାଡମିଣ୍ଟନରେ ଭାରତ ପାଇଁ ପ୍ରଥମ ରୌପ୍ୟ ଜିତିଛନ୍ତି । ବିଶ୍ୱର ତୃତୀୟ ସ୍ଥାନରେ ଥିବା ସିନ୍ଧୁ ବିଶ୍ୱର ପ୍ରଥମସ୍ଥାନରେ ଥିବା ତାଇ ତଜୁ ୟିଙ୍ଗ୍‌ଙ୍କ ଠାରୁ ମହିଳା…

ପୁରୁଷ ଜାଭେଲିନ ଥ୍ରୋ ଫାଇନାଲରେ ସ୍ଵର୍ଣ୍ଣ ବିଜୟୀ ନୀରଜ ଚୋପ୍ରାଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ

ନୂଆଦିଲ୍ଲୀ.-ଇଣ୍ଡୋନେସିଆର ଜାକର୍ତ୍ତା-ପାଲେମବଙ୍ଗଠାରେ ଚାଲିଥିବା ଅଷ୍ଟାଦଶ ଏସୀୟ କ୍ରୀଡା୨୦୧୮ର ପୁରୁଷ ଜାଭେଲିନ ଥ୍ରୋ ଫାଇନାଲରେ ସ୍ଵର୍ଣ୍ଣ ପଦକ ବିଜେତା ନୀରଜ ଚୋପ୍ରାଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି, “ଯେତେବେଳେ ନୀରଜ…

ଭାରତୀୟ ବଜାରରେ ସାମସଙ୍ଗ୍ ଗାଲାକ୍ସି ଏ୮ ଷ୍ଟାର୍ , ଜାଣନ୍ତୁ ଏହାର ମୂଲ୍ୟ

ଭୁବନେଶ୍ୱର : ସ୍ମାର୍ଟଫୋନ୍ ବ୍ରାଣ୍ଡ୍ ସାମସଙ୍ଗ୍ ପକ୍ଷରୁ ଗାଲାକ୍ସି ଏ୮ ଷ୍ଟାର୍ କୁ ଉନ୍ମୋଚନ କରାଯାଇଛି। ଏଥିରେ ବଡ଼ ଇନଫିନିଟି ଡିସ୍ପ୍ଲେ ଓ ଡୁଆଲ୍ ଇଂଟେଲିକ୍ୟାମ୍ ରହିଛି। ଏହାର ସ୍ଲିମ୍ ଡିଜାଇନ୍ ଓ ଉନ୍ନତ ବୈଶିଷ୍ଟ୍ୟ ବ୍ୟବହାରକାରୀଙ୍କୁ ଉତ୍କୃଷ୍ଟ ସ୍ମାର୍ଟଫୋନ୍ ଅନୁଭୂତି ପ୍ରଦାନ କରିବ।…

ସହିଦ ଅର୍ଦ୍ଧସାମରିକ ବଳ ଯବାନଙ୍କ ପିଲାମାନଙ୍କୁ ସ୍କଲାରସିପ ବଣ୍ଟନ କଲେ ରାଜନାଥ ସିଂହ

ନୂଆଦିଲ୍ଲୀ.- କେନ୍ଦ୍ରୀୟ ଅର୍ଦ୍ଧ ସାମରିକ ବଳ (ସିଏପିଏଫ୍) ଓ ଆସାମ ରାଇଫଲ୍ସ (ଏଆର୍)ର ସହିଦ୍ ଯବାନମାନଙ୍କ୧୯ ଜଣ ପିଲାଙ୍କୁ ଆଜି ଏକ କାର୍ଯ୍ୟକ୍ରମରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂହ ସ୍କଲାରସିପ୍ ଚେକ୍ ବଣ୍ଟନ କରିଛନ୍ତି । ଚଳିତ ବର୍ଷ ସ୍କଲାରସିପ୍ ଅର୍ଥ ପ୍ରାୟୋଜିତ ସଂସ୍ଥା…

ଜିଅନ୍ତା ଜଲିଗଲେ ଶିକ୍ଷୟତ୍ରୀ

ଧର୍ମଶାଳା.- ଜଣେ ଶିକ୍ଷୟତ୍ରୀ ଜୀବନ୍ତ ଦଗ୍ଧ ହୋଇ ମୃତ୍ୟୁ ବରଣ କରିଥିବା ସୂଚନା ମିଳିଛି । ଯାଜପୁର ଜିଲା ଧର୍ମଶାଳାରେ ଏହି ଘଟଣା ଘଟିଛି । ଦାମୋଦରପୁର ବିଦ୍ୟାଳକୟର ସରୋଜିନୀ ନାମକ ଶିକ୍ଷୟତ୍ରୀ ମାନସିକ ଭାରସାମ୍ୟ ହରାଇ ଏପରି କରିଥିବା ସୂଚନା ମିଳିଛି । ସେ କିଛି ଦିନ ଧରି ଅସୁସ୍ଥ ଥିଲେ ।…

ଏସୀୟକ୍ରୀଡାର ୨୦୦ ମିଟର ସେମିଫାଇନାଲରେ ଦୂତୀ ଚାନ୍ଦ

ଜାକାର୍ତ୍ତା.- ଓଡିଆ ଝିଅ ଦୂତୀ ଚାନ୍ଦ ଏସୀୟ କ୍ରୀଡାରରେ ୧୦୦ ମିଟରରେ ରୌପ୍ୟ ପଦକ ଜିତିବା ପରେ ପୁଣି ୨୦୦ ମିଟରର ସେମିଫାଇନାଲ୍‌କୁ ଉନ୍ନୀତ ହୋଇଛନ୍ତି ।  ବାରତର ଅନ୍ୟତମ ଧାବିକା ହିମା ଦାସ ବି ସେମିଫାଇନାଲ୍‌କୁ ଉନ୍ନୀତ ହୋଇଛନ୍ତି । ଯୋଗ୍ୟତା ପର୍ଯ୍ୟାୟରେ ଦୂତୀ ଚାନ୍ଦ…

ଏହି ଉପାୟରେ ମୁହଁକୁ କରିବେ ଦାଗ ହୀନ, ଦୂର ହେବ କଳା ଦାଗ ଉଜ୍ଜଳ ହେବ ଚେହେରା

ମୁହଁରେ କଳାଦାଗ ଆପଣ ନିମ୍ନରେ ବର୍ଣ୍ଣନା କରାଯ।ଇଥିବା ଉପାୟ ଅବଲମ୍ବନ କରି ବହୁ ମାତ୍ରାରେ ଏଥିରୁ ମୁକ୍ତି ପାଇ ପାରିବେ । ମୁହଁ ଦାଗହୀନ ହେବ ଅନେକ ଥର ମୁହଁ ଧୋଇବା ସହ ବେଳେ ବେଳ  ମୁହଁରେ  ବରଫ ମାଲିସ କରନ୍ତୁ ମୁଲତାନ ମିଟି ସହ ନିମ୍ବ ପତ୍ରର ଫେସ୍‌ ପ୍ୟାକ…

ଗୋଧ୍ରା ଟ୍ରେନ୍‌ ପୋଡି ମାମଲାରେ ୨ ଜଣଙ୍କୁ ଆଜୀବନ କାରଦଣ୍ଡ

ଅହମ୍ମଦାବାଦ.- ଗୋଧ୍ରା ଟ୍ରେନ ପୋଡି ମାମଲାରେ ଏକ ସ୍ୱତନ୍ତ୍ର ଅଦାଲତ ୨ ଜଣ ଅଭିଯୁକ୍ତଙ୍କୁ ଆଜୀବନ କାରଦଣ୍ଡାଦେଶ ଦେଇଛନ୍ତି । ଏହି ମାମଲାରେ ଅନ୍ୟ ୩ ଜଣଙ୍କୁ ଅଦାଲତ ଖଲାସ କରିଛନ୍ତି ।  ୨୦୦୨ ମସିହାରେ ସାବରମତୀ ଏକ୍ସପ୍ରେସକୁ ଏହି ଅଭିଯୁକ୍ତମାନେ ପୋଡି ଦେଇଥିବା ପାଇଁ ଅନ୍ୟମାନଙ୍କୁ…

୨୦ ବର୍ଷୀୟ ନୀରଜ ଏସୀୟ କ୍ରୀଡାର ଇତିହାସରେ ପ୍ରଥମ ଥର ପାଇଁ ଦେଶ ପାଇଁ ଜାଭେଲିନ୍‌ ଥ୍ରୋରେ ଜିତିଲେ ସ୍ୱର୍ଣ୍ଣ

ଜାକାର୍ତ୍ତା.- ୨୦ ବର୍ଷିୟ ନୀରଜ ଭାରତ ପାଇଁ ଏସୀୟ କ୍ରୀଡାରେ ସ୍ୱର୍ଣ୍ଣପଦକ ଜିତିଛନ୍ତି । ସେ ଜାଭଲିନ୍‌ ଥ୍ରୋରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି ।  ଇଣ୍ଡୋନେସିଆରରେ ଜାକାର୍ତ୍ତାରେ ଚାଲିଥିବା ଏସୀୟ କ୍ରୀଡାରେ ସେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ୮୮.୦୬ ମିଟର ଜାଭେଲିନ୍‌ ଫିଙ୍ଗି ସେ ପ୍ରଥମ…