ପୁରୀରେ ଖୋଲିଲା ଏଥର ଏନର୍ଜି ଲିମିଟେଡର ପ୍ରଥମ ଏକ୍ସପେରିଏନ୍ସ ସେଂଟର
ପୁରୀ : ଭାରତରେ ଇଲେକଟ୍ରିକ ଦୁଇଚକିଆ ଯାନର ଏକ ଅଗ୍ରଣୀ ନିର୍ମାତା, ଏଥର ଏନର୍ଜି ଲିମିଟେଡ ଓଡିଶାରେ ନିଜର ନେଟ୍ୱର୍କ ବିସ୍ତାର କରି ପୁରୀର ବଡଶଙ୍ଖସ୍ଥିତ ଗ୍ରାଣ୍ଡ ରୋଡ଼ଠାରେ ଅବସ୍ଥିତ ଏହାର ପ୍ରଥମ ଏକ୍ସପେରିଏନ୍ସ ସେଂଟର ଏଥର ସ୍ପେଶ୍ର ଶୁଭାରମ୍ଭ କରିଛି। ଏହି ଏକ୍ସପେରିଏନ୍ସ!-->!-->!-->…